Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୁରଜ ସୂର୍ଯ୍ୟବଂଶୀ
ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ବିଧାନସଭାରେ ସେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିଧାନସଭାର ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତାଙ୍କ ସହ ବିଜେପିର ନେତାମାନେ ଉପସ୍ଥିତ!-->…
ନିଆରା ଡ଼ଙ୍ଗରେ ଆରମ୍ଭ ହୋଇଛି କଟକ ବାଲିଯାତ୍ରା
୨ ବର୍ଷ ପରେ ଆୟୋଜିତ ହେଉଛି କଟକ ବାଲିଯାତ୍ରା । ଯେଉଁଥିପାଇଁ ମହାନଦୀ ପଠାରେ ଜମୁଛି ଭିଡ । ଗତ ୨ ବର୍ଷ ଧରି କରୋନା କାରଣରୁ ବାଲିଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଉଠିଥିବାରୁ ପ୍ରବଳ ଗହଳି ହେବା ନେଇ ଆଶା କରାଯାଉଛି ।ଏମିତିକି ପାଖାପାଖି ୭୦ ଲକ୍ଷ ଲୋକଙ୍କ ସମାଗମ!-->…
ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମ ଓଡିଆ ମହିଳା ରାଷ୍ଟ୍ରପତି ତଥା ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦୌପ୍ରଦୀ ମୁର୍ମୁ । ଏହା ପୂର୍ବରୁ ପୁରୀ ଗସ୍ତ!-->…
ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ
ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଲୋହିଆ ଏକାଡେମୀରେ ଠେଲାପେଲା ପରିସ୍ଥିତି ଉପୁଜିଛି ।ସେହିପରି ବ୍ରହ୍ମପୁରରେ ହେତୁବାଦୀଙ୍କୁ ବଜରଙ୍ଗ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶୋଭାଯାତ୍ରା କରି!-->…
୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି
୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି ହୋଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଓ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର!-->…
୩ ବରିଷ୍ଠ ବିଜେପି ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ
ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି ଅଧିକ ଉତ୍ସାହିତ ଥିବା ଜଣାଯାଇଛି। କିଭଳି ଦଳ ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଥିବା ନେଇ ବିଜେପି ସାଧାରଣ!-->…
ଦୁଇ ବର୍ଷ ପରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା
ଦୁଇ ବର୍ଷ ପରେ ଆଜିଠୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଅଧିକ ଷ୍ଟଲ୍ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଉତ୍ସବ ପାଇଁ!-->…
୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ
କଟକ : ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦ୍ବାରା ଶହେଟନ୍ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି!-->…
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ପରିଚାଳନା ଦାୟିତ୍ଵ
ଭୁବନେଶ୍ବର: ପଦ୍ମପୁର ଆସନରେ ବିଜେଡି ଜିତିବାକୁ ରଣନୀତି ଆରମ୍ଭ କରିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ ତାକୁ ନେଇ ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ଦଳ ।!-->…