Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ପ୍ରଦୂଷଣ ବଳୟ ଭିତରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ ସହର
ଧିରେ ଧିରେ ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଦେଶରେ ବିଭିନ୍ନ ସହରରେ ବାୟୁରମାନ ଖରାପ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ ଦେଶର ୧୩୨ ସହରରରେ ବାୟୁର ମାନ ଖରାପ ରହିଛି । ଏହି ତାଲିରେ ଓଡ଼ିଶାର ୭ ଟି ସହର ରହିଛି । ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା!-->…
ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି
ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ!-->…
ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ
ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି!-->…
ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ ରାଷ୍ଟ୍ରପତି
ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ ଭାଷାରେ!-->…
ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ
ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ । ଓଡ଼ିଶା ଜୁଡିସିଆଲ୍ ସର୍ଭିସ-୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ୫୦ ଜଣ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ରହିଛନ୍ତି ୨୮ ଜଣ ମହିଳା । ଅଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ପ୍ରଥମ ୩ଟି!-->…
ଏଏସଓ ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ
ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରି ଆସୁଥିବା ବେଳେ ଆଜି ଓପିଏସସି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ!-->…
ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି
ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ୧୦ ମିନିଟ୍ ବିତାଇବେ ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି । ସେଠାରେ ୧୨ ମିନିଟ୍ ରହିବେ । ପୁରାତନ!-->…
ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ଏହା ଜାରି ରହିବ । ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିଭଳି ୨୧ ନଭେମ୍ବର ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବାପଘରେ ଇଡି ପକ୍ଷରୁ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରବର୍ତ୍ତନ!-->…
ପୁରୀରେ ଖୋଲିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ
ପୁରୀରେ ଖୋଲିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇର ନୂଆ ସର୍କଲ ମୁଖ୍ୟାଳୟ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତିି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର!-->…