Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା
ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର ମିଳିଛି। ଭୁବନେଶ୍ୱର,!-->…
ମମିତା ମେହର ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ଆତ୍ମହତ୍ୟା
ବଲାଙ୍ଗିର: ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ କଏଦି ଭାବେ ଥିବାବେଳେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି କୋର୍ଟରେ ହାଜର ହେବାକୁ ଥିବାବେଳେ ସେ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଚର୍ଚା ଜୋର ଧରିଛି । ଏହି ମାମଲାରେ ଅନେକ!-->…
ଆଦିବାସୀ ଭାଷା ଶିକ୍ଷକମାନଙ୍କ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
ବାରିପଦା : ଆଦିବାସୀ ଭାଷା ଶିକ୍ଷକମାନେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶିକ୍ଷକମାନେ। ମୟୂରଭଞ୍ଜ ଜିଲ୍ଲାରେ!-->…
ବିଶ୍ବସ୍ତରୀୟ ହେବ କଟକ ରେଳ ଷ୍ଟେସନ୍
କଟକ: ଦେଶରେ ଐତିହ୍ୟ, ସାଂସ୍କୃତି ସହ ଜଡିତ ଥିବା ରେଳ ଷ୍ଟେସନଗୁଡ଼ିକୁ ସୈାନ୍ଦର୍ଯ୍ୟକରଣ କରାଯାଇ ବିଶ୍ବସ୍ତରୀୟ ରେଳ ଷ୍ଟେସନ କରିବାକୁ ପଦକ୍ଷେପ ନିଆଯାଉଛି । ଏହି ଷ୍ଟେସନଗୁଡ଼ିକ ମଧ୍ୟରେ ରହିଛି କଟକ ରେଳ ଷ୍ଟେସନ । ଆଗାମୀ କିଛି ଦିନ ମଧ୍ୟରେ ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍ । ବାରବାଟୀ!-->…
ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ବର: ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଟିକେଟ ବିକ୍ରି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେଉଛି ଏହି ଟିକେଟ୍। ଭୁବନେଶ୍ୱର କଳିଙ୍ଗ!-->…
୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମ୍ରିତ
ଭୂବନେଶ୍ବର: ଅପହରଣ ପରେ ପୁରି ଘରକୁ ଫେରିଛି ଅମ୍ରିତ । ୫ ଦିନ ପରେ ଗାଁ ଦାଣ୍ଡରେ ଅମ୍ରିତକୁ ଗତକାଲି ରାତିରେ ଛାଡି ଯାଇଛନ୍ତି ଅପହରଣ କରିଥିବା ଦୁବୃର୍ତ୍ତମାନେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳରେ ଅମ୍ରିତର ଅପହରଣକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ!-->…
ମଶା ପାଇଁ କୋଲକାତା ମଡେଲକୁ ଆପଣାଇବ ବିଏମସି
ଭୁବନେଶ୍ବର: ରାଜଧାନୀରେ ମଶାଙ୍କ ଉତ୍ପାତ ବଢ଼ି ବଢ଼ିଚାଲିଛି । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଶା । ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ । ଦିନ ହେଉ ଅବା ରାତି ରାଜଧାନୀବାସୀ ମଶାଙ୍କ କାମୁଡା ଖାଇ ହନ୍ତସନ୍ତ ହେଉଛନ୍ତି । ମଶାଙ୍କ!-->…
ସମ୍ବଲପୁରରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣାରେ ବଢିଲା ଗିରଫଦାରୀ
ସମ୍ବଲପୁରରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୩ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୨ ମହିଳା ଆଇନଜୀବୀଙ୍କ ସହ ୩ ଜଣଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ପୋଲିସ । ୨ ମହିଳା ଆଇନଜୀବୀ ହେଲେ ବିଷ୍ଣୁପ୍ରିୟା ଭୋଇ ଓ ସେବତୀ ବଂଛୁର ।!-->…
ମଶା ଉତ୍ପାତ ପାଇଁ ଦାୟୀ କିଏ?
ଭୁବନେଶ୍ୱର: ମଶାଙ୍କ ଉତ୍ପାତ ଏବେ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇଛି । ମଶାଙ୍କ ପାଇଁ ଲୋକଙ୍କ ନିଦ ହଜିଯାଇଛି । ମଶାଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ଶାନ୍ତି ହଜେଇ ଦେଇଛି। ବିଏମସି କର୍ତୃପକ୍ଷଙ୍କ ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ଜନସାଧାରଣ ରାଜନେତା ଅଭିଯୋଗ କରୁଛନ୍ତି । ଏହି!-->…
ଇଡି ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ କରୁଛି ଜେରା , କିଛି ରହସ୍ୟ ବାହାରିବ କି?
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ କେଉଁଠି ଅପରାଧର ଚେର ରହିଛି ତାହାର ରହସ୍ୟ ଖୋଳତାଡ଼ କରୁଛି ଇଡି । ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ଆରମ୍ଭ କରିଛି ଇଡି । କିଛି ଦିନ ଲୁଚକାଳି ଖେଳିବା ପରେ ପୁଣି ଇଡି ଅଫିସରେ ପହଁଚିଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ ଏହି ଜେରାରୁ ଇଡି କେଉଁ ବଡ଼ ମାଛର!-->…