Browsing Category

Odisha

All about all odisha state news updates

ପଞ୍ଚୁକର ଦ୍ବିତୟ ଦିନରେ ବାମନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ଗରୁଡ଼ ଉତଥାପନ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ ବେଶ ଅନୁଷ୍ଠିତ ହେଉଛି । ପଞ୍ଚୁକର ୫ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଥିବାରୁ ଭକ୍ତମାନେ ଦର୍ଶନ କରିବାକୁ ଭିଡ ଜମାଇଛନ୍ତି । ଆଜି ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ

ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦକୁ ନେଇ ଆଜି ପୁଣି ଟ୍ରିବ୍ୟୁନାଲରେ ଶୁଣାଣି କରାଯିବାର ତାରିଖ ରହିଛି । କରୋନା ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ହେବ ପ୍ରତ୍ୟକ୍ଷ ଶୁଣାଣି । ଓଡିଶା ପକ୍ଷରୁ ମାମଲାର ଚତୁର୍ଥ ସାକ୍ଷୀ ଭାବେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ‘ର ପୂର୍ବତନ ନିର୍ଦ୍ଦେଶକ

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ହେବ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଖାଲି ପଡ଼ିଥିବା

ସ୍କୁଲ ଶିକ୍ଷାରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ସ୍କୁଲ ଶିକ୍ଷାରେ ଦେଶରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପିଜିଆଇ ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର 60 ଜଣ ଛାତ୍ର ଛାତ୍ରୀ ପୁରସ୍କୃତ

ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି । ସତର୍କତା ସଚେତନତା ସପ୍ତାହ -2022 ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ  ପ୍ରତିଯୋଗିତାରେ

ଉତ୍ସବମୁଖର ହେବ ଭୁବନେଶ୍ୱର ଓ ରାଉରକେଲା

ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତିର ସମୀକ୍ଷା ବୈଠକ ଶୁକ୍ରାବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ୱକପ୍‌ ଆୟୋଜକ କମିଟି, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ

ତିହିଡ଼ିରେ ନିର୍ବାଚନୀ ହିଂସା

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ବି ନିର୍ବାଚନୀ ହିଂସା ହୋଇଛି । ଗୋଟିଏ ଦଳର ସମର୍ଥକମାନେ ବାପ ଝିଅଙ୍କୁ ମାଡ ମାରିଥିବା ଝିଅ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଝିଅ

ଚମକିବ ରାମଚଣ୍ଡୀ ମୁହାଣ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ

ରାମଚଣ୍ଡୀ ମୁହାଣ ନିକଟରେ ଡ଼ିସେମ୍ବର ୧ରୁ କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଉତ୍ସବ ତିନି ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ତୋରଣ, ସେଲ୍ଫି ପଏଣ୍ଟ, କନଫରେନ୍ସ ଓ

ନଭେମ୍ବର ୨୩ରୁ ୩୦ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧

କଟକ: ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ସେହିପରି ୩୧୬ ନୋଡାଲ ସେଣ୍ଟର ପ୍ରଶ୍ନପତ୍ର କଡ଼ା

ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ

ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ ।ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ