Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
Odisha
All about all odisha state news updates
ଆସନ୍ତା ୧୫ ତାରିଖରୁ ହାଇସିକ୍ୟୁରିଟି ନମ୍ବର ନଥିଲେ କଟିବ ଚାଲାଣ
ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଲାଣ କଟିବ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏ ନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେଣ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର…
ବିଶ୍ୱ କପ୍ ଉଦଘାଟନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
କଟକ: ହକି ଫିଭର ଏବେ ରାଜ୍ୟରେ । ହକି ପ୍ରେମୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଉଦଘାଟନୀ ଉତ୍ସବକୁ । ପିଲାଠୁ ବୁଢ଼ା ସମସ୍ତେ ଏବେ ହକି ଖେଳ ଦେଖିବାକୁ ଅପେକ୍ଷା କରିଛନ୍ତି । ଦେଶ ବିଦେଶରୁ ହକି ପ୍ରଶଂସକମାନେ ରାଜଧାନୀରେ ଆସି ପହଁଚିଛନ୍ତି । ବାରବାଟୀ ଷ୍ଟାଡିୟମ ଏବେ ନୂଆ ବୋହୁ ଭଳି…
ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବିଳାସମୟ କୋଠାକୁ ଚାର୍ଜ ସିଟ୍ ରେ ଆଟାଚ୍ କରିଛି ଇଡି
ଭୁବନେଶ୍ବର: କଥାରେ ଅଛି ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ । ଏହି କଥା ଏବେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବ୍ଲାକ ମେଲ କରି ରୋଜଗାର କରିଥିବା କୋଟି କୋଟି ଟଙ୍କାର ସଂପତ୍ତି କୁ ଏବେ ଇଡି ଚାର୍ଜସିଟରେ ଆଟାଚ କରିଛି । ଇଡି ସେସନ୍ସ…
ଭୁବନେଶ୍ବର ଏମ୍ସରେ ଅଘଟଣ
ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଅଘଟଣ। ଛାତରୁ ଖସିଲା ସିଲିଂ। ଏମ୍ସର ୭ନମ୍ବର ରୁମ୍ରେ ଛାତରୁ ସିଲିଂ ପଡି ରୋଗୀଙ୍କ ଦୁଇଜଣ ସମର୍କୀୟ ଆହତ ହୋଇଥିବା ସୂଚନା ମିଳିଛି। ୭ ନମ୍ବର ରୁମରେ ଜଣେ ମାତ୍ର ରୋଗୀ ଥିବା ବେଳେ ରବିବାର ଏହି ଅଘଟଣ ଘଟିଛି ।
ଏଥିରେ ରୋଗୀଙ୍କ ସମ୍ପର୍କୀୟ ଦୁଇ ଜଣ ଆହତ…
ଅର୍ଚ୍ଚନା ନାଗ ମାମଲା; ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି
ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି । ଚାର୍ଜ ସିଟ୍ ଦାଖଲ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାମଲାରେ ପ୍ରାଥମିକ ଚାର୍ଜସିଟ୍ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାଖଲ କରାଯିବା ନେଇ ସୂଚନା ରହିଛି । ଅର୍ଚ୍ଚନା, ଜଗବନ୍ଧୁ ଓ…
ବିଜୟଙ୍କ ବକ୍ତବ୍ୟକୁ ନେଇ ଚର୍ଚା
କେନ୍ଦ୍ରାପଡ଼ା : ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଜୟ ମହାପାତ୍ର । ତାଙ୍କ ବକ୍ତବ୍ୟକୁ ନେଇ ସଦାବେଳେ ଚର୍ଚା ହୋଇଥାଏ । କିଛି ବର୍ଷ ଧରି ବିଧାନସଭା ଯାଇପାରୁନଥିବା ବିଜୟ ମହାପାତ୍ର 2024 ନିର୍ବାଚନ ପୂର୍ବରୁ ଏହି ବର୍ଷ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ।…
ରାଜଧାନୀରେ ଚାଷୀଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲାବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ…
କଟକର ମହିଳା ଲିପସା ସ୍ୱାଇଁ ସାମଲଙ୍କୁ ନେଇ ଚର୍ଚା
ଦିଲ୍ଲୀରେ ଆୟୋଜିତ ମିସେସ୍ ଇଣ୍ଡିଆ ସୋରେ ଭାଗ ନେଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଲିପସା । ବାଙ୍ଗାଲୋରର ସଫ୍ଟୱୟାର ଇଞ୍ଜିନିୟର ଲିପସା ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ଏବେ ତାଙ୍କର ଗୋଟିଏ ୯ ବର୍ଷର ପୁଅ ଅଛି । ମାତୃତ୍ୱ ଲାଭ କରିବା ପରେ ମଧ୍ୟ ନିଜକୁ ଢେର ଫିଟ୍ ରଖି ପାରିଛନ୍ତି…
ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର
ଭୁବନେଶ୍ବର: ଶୀତୁଆ ସକାଳରେ ମନୋରଞ୍ଜନର ମାହୋଲ । ଛୁଟି ଦିନରେ ରାସ୍ତା ଉପରେ ମଉଜ କରୁଛନ୍ତି ରାଜଧାନୀ ବାସିନ୍ଦା । ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର । ରବିବାରରେ ସ୍ମାର୍ଟସିଟିରେ ଚାଲିଛି ଧୁମ ମସ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର ଶିଖରଚଣ୍ଡିରୁ ଇନଫୋସିଟି ମଧ୍ୟରେ ରଙ୍ଗାରଙ୍ଗ…
୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ
ଝାରସୁଗୁଡ଼ା: ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୧୨ ତାରିଖ ଠାରୁ ବିମାନ ସେବା ଆରମ୍ଭ ହେବ । ସ୍ପାଇସ ଜେଟ ପୁଣି ମୁମ୍ବାଇକୁ ବିମାନ ସେବା ଆରମ୍ଭ କରୁଥିବା ଜଣା ଯାଇଛି। ଆସନ୍ତା ୧୨ ତାରିଖ ଦିନ ବିମାନ ମୁମ୍ବାଇରୁ ଅପରାହ୍ନ ୨ ଟାରେ ଉଡ଼ାଣ କରି…