Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
Odisha
All about all odisha state news updates
ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀଙ୍କ ସୂଚନା
ରେଳ ବଜେଟରେ ଓଡିଶାକୁ ମିଳିଲା ୧୦ହଜାର ୧୨ କୋଟି ଟଙ୍କା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ଚଳିତ ବର୍ଷଠାରୁ ରେଳ ପଥ ନିର୍ମାଣକୁ ବୃଦ୍ଧି କରାଯିବ । ଏହି ବର୍ଷ ୨୮୦ କିଲୋମିଟର ରେଳ ପଥ ନିର୍ମାଣ ହେବ । ଯାହା ରାଜ୍ୟ ସରକାର ମାଗିଥିଲେ, ତାହାଠୁ…
କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ବ୍ରହ୍ମପୁର ଘରେ ପହଞ୍ଚି ଛାନଭିନ କରୁଛି
ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୋରରୁ ଗୋପାଳ ଦାସଙ୍କ ବ୍ରହ୍ମପୁର ଘରେ ପହଞ୍ଚି ଛାନଭିନ କରୁଛି । ବ୍ରହ୍ମପୁର ଆଙ୍କୁଲିର ଶିଳ୍ପାଞ୍ଚଳରେ ଥିବା ଗୋପାଳ ଦାସଙ୍କ ଘରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛି । ତଦନ୍ତକାରୀ ଟିମ୍ ଗୋପାଳ ଦାସଙ୍କ…
ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା
ଢେଙ୍କାନାଳ: ଆଜି ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ । ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ମହିମା ସାଧୁ ସମାଜ ବଡ଼ ଉତ୍ସାହ ସହକାରେ ପାଳନ କରୁଛନ୍ତି l ଯାହାକି ବିଶ୍ୱ ଦରବାରରେ ଯୋରନ୍ଦା ମେଳା ରୂପରେ ବେଶ୍ ପରିଚିତ l ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ…
ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସୋମାଲିକାଙ୍କ ଏତଲା ଆଧାରରେ ଜଗତସିଂହପୁର ଥାନା ପୋଲିସ ମାମଲା ରୁଜୁ କରିଛି । ଫଳରେ ବିଧାୟକଙ୍କ ପାଇଁ ପୁଣି ଅଡୁଆ ବଢିଛି । ସେହିପରି ବାନ୍ଧବୀ ସୋମାଲିକାଙ୍କ ମଧ୍ୟ ବୟାନ…
ବିଧାୟକଙ୍କ ଅଡ଼ୁଆ ବଢ଼ିଲା
ପ୍ରେମକୁ ନେଇ ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ପ୍ରେମିକା ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ । ଏହି ଆବେଦନ ଶୁଣାଣି କରି…
ହିନ୍ଦି ଦମନର ପ୍ରିମିୟର ସୋ’ ମୁମ୍ବାଇରେ
ହିନ୍ଦୀରେ ଦମନ ସ୍କ୍ରିନକୁ ନେଇ ଓଡ଼ିଆ ଫିଲ୍ମ ଆଜି ଦେଶରେ ସିନେମା ହଲରେ ଆସିବ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ…
ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍
ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପର ପୁରା କାହାଣୀ ରହିଛି ।…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା । କମିଶନରେଟ୍ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବ । ଖଣ୍ଡିଗିରି ଥାନା ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିବ । କୋର୍ଟରେ ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବ । ତେବେ ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ…
ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ
ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ…
ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍
ଝାରସୁଗୁଡ଼ା : ଝାରସୁଗୁଡାରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା । ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କ୍ରାଇମବ୍ରାଞ୍ଚର କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନାରେ ସ୍ବରେଜ ଟ୍ୟାଙ୍କରେ ଚାଲିଛି ଖୋଳାଖୋଳି । ତେବେ ଅଭିଯୁକ୍ତ…