Browsing Category

Odisha

All about all odisha state news updates

ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା

କଟକ : ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା…

ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆଜିଠୁ

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ…

ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।…

ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି, ପୋଲିସ ର ଛାତ୍ରଙ୍କୁ ଅମାନୁଷିକ ମାଡ଼

ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି। ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି। ସହିଦ୍ ନଗର ଥାନାରେ ଉଭୟ ଛାତ୍ର ଓ ସିଟିଜେନସ ଫୋରମ୍ ପକ୍ଷରୁ ଏତଲା ହୋଇଛି। ସେପଟେ…

ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିରେ ହାଜର କରିବ କ୍ରାଇମବ୍ରାଞ୍ଚ। ତା’ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗୁଜରାଟର ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଛି ଟିମ୍।…

ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ

ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ। ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ସବୁ ସହରରେ ଚାଲୁଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ। ସ୍ମାର୍ଟ ସିଟି ଅଧିନରେ ନାଗରିକମାନଙ୍କୁ ଉନ୍ନତ ମାନର…

ଛତିଶଗଡ଼ର ନୂଆ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶା ରାଜନୀତିର ପରିଚିତ ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ମୋଦି ସରକାରଙ୍କ ସମୟରେ ସେ ଦୁଇଟି…

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀ ସଙ୍ଗଠନ ଅଲକାଇଦା ସହ ଜଡିତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓଡ଼ିଶାର ଅବଦୁର ରେହେମାନ । ଭାରତର ଏହି ଉଗ୍ରବାଦୀ ନେଟୱାର୍କର ପ୍ରସାର ପ୍ରଚାର ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହେମାନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦୋଷୀ ସାବ୍ୟସ୍ତ…

ଆଜି ଓଡ଼ିଶା ଫେରିବ ଗୋପାଳ

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ୧୩ ତାରିଖରେ ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।ଏହି ସମୟରେ ହତ୍ୟାକାଣ୍ଡ…

ପୁୁଣି ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ବାବୁ ଓ ନେତା

ପୁୁଣି ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ବାବୁ ଓ ନେତା । ବଲାଙ୍ଗୀର ଏସପିଙ୍କୁ ପାଖରେ ବସାଇ ଆଇନଶୃଙ୍ଖଳାର ପାଠ ପଢାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ । ପାଟଣାଗଡରେ କେଭି ସିଂହଦେଓ ଓ ଏସପି ନୀତିନ କୁଶଲକରଙ୍କ ବାର୍ତ୍ତାଳାପର ଭିଡିଓ ଏବେ…