Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
Odisha
All about all odisha state news updates
ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ 5G
ଭୁବନେଶ୍ୱର: ମୋବାଇଲ ୟୁଜର ପାଇଁ ଖୁସି ଖବର । ଆଉ ମାସେ ପରେ ଓଡ଼ିଶାକୁ ଆସିଯାଇଥିବା 5 ଜି । ମାସେ ଭିତରେ ଓଡ଼ିଶାକୁ ମିଳିବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବବୋଲି ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା…
ବିଜେପି ଫୋକସରେ କନ୍ଧମାଳ, ଜିତିବାର ମନ୍ତ୍ର ଦେଲେ ନଡ୍ଡା!
ଫୁଲବାଣୀ: 2024 ପାଇଁ ନିର୍ବାଚନ ବିଗୁଲ ବଜାଇଛି ବିଜେପି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କ୍ରମରେ ଓଡ଼ିଶା ଆସି ବାଣପୁର ଏବଂ ଫୁଲବାଣୀରେ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି । ଉତ୍ତର ପୂର୍ବ ଭାରତରେ ବିଜେପି ଅନେକ ରାଜ୍ୟରେ ସରକାର ଗଠନ କରିଛି । ତେବେ ପୂର୍ବଭାରତର ପ୍ରମୁଖ…
ମୁଖ୍ୟମନ୍ତ୍ରୀଗଣଙ୍କୁ ହକି ବିଶ୍ବକପ୍ ନିମନ୍ତ୍ରଣ
ଭୁବେନଶ୍ବର: ଆଉ ଦୁଇ ସପ୍ତାହ ରହିଲା ବିଶ୍ବ କପ୍ ହକି । ଓଡ଼ିଶାରେ ଆୟୋଜିତ ହକି ବିଶ୍ବକପ୍ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆଜି ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି…
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା କହିଲେ ରାଜ୍ୟରେ ଏପରି ସରକାର ରହିବା ଉଚିତ ନୁହେଁ
ଭୁବନେଶ୍ବର : ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଆଇନକାନୁନଠୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛନ୍ତି ନଡ୍ଡା । ଏହା ସହ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ …
ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ରାୟଗଡ଼ା ହୋଟେଲରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେବା ପରେ ରାଜ୍ୟରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହେବାକୁ ନେଇ ଏବେ ଯାଂଚ ହେବ । ଘଟଣାରେ କ୍ରାଇମବ୍ରାଞ୍ଚ…
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବାର ସୂଚନା ମିଳିଛି । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଅନୁଦାନପ୍ରାପ୍ତ ବେସରକାରୀ…
ବିଚିତ୍ର ପରମ୍ପରା
କଥାରେ କୁହାଯାଏ ଝିଅ ଜନମ ପର ଘରକୁ । ସେଣିକି ଯେତେ ଧନୀ ଶ୍ରେଣୀର ଝିଅ ହୁଅନ୍ତୁ ଅବା ଗରିବ ଶ୍ରେଣୀର । ସମସ୍ତଙ୍କୁ ବିବାହ ପରେ ଶାଶୁଘରକୁ ଯିବାକୁ ପଡିଥାଏ । ଶାଶୁଘରକୁ ନିଜ ଘର ଭାବି ଚଳିବାକୁ ପଡିଥାଏ । ସେତେବେଳେ ଝିଅଟେ ପାଇଁ ବାପ ଘର ନୁହେଁ ଶାଶୁଘର ହୋଇଯାଏ ନିଜର । ବିବାହ ପରେ ଝିଅଟି…
କରୋନକୁ ନେଇ କଟକଣା ବଢିଲା
ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ!-->…
ପୁଣି ରାଜଧାନୀକୁ ଫେରିଲା ପଥୋତ୍ସବ
ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ରାଜଧାନୀକୁ ଫେରଲା ପଥ ଉତ୍ସବ । ଆଜି ସକାଳ ସାଢେ ୬ଟା ଜନପଥ ରାସ୍ତାରେ ଆରମ୍ଭ ହୋଇଛି ପଥ ଉତ୍ସବ କାର୍ଯ୍ୟକ୍ରମ । ଶୀତୁଆ ସକାଳରେ ଛୋଟରୁ ବଡ ସମସ୍ତେ ଏକାଠୀ ହୋଇ ଉତ୍ସଳ ପାଳନ କରୁଥିବା ଦେଖିବାକୁ ମିଳିଛି ।ଫିଟ୍ ରହିବାକୁ ସାଇକେଲିଂ, ସ୍କେଟିଂ, କୁମ୍ବା, ଯୋଗର!-->…
ସୈନିକ ସ୍କୁଲର ହୀରକ ଜୟନ୍ତୀ
। ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ସୈନିକ ସ୍କୁଲ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ!-->…