Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
Odisha
All about all odisha state news updates
କେନ୍ଦ୍ର ଉପରେ ବର୍ଷିଲେ କେଜରିଓ୍ବାଲ
ନୂଆଦିଲ୍ଲୀ: ପୋଷ୍ଟିଂ ଏବଂ ଟ୍ରାନସଫରକୁ ନେଇ କେନ୍ଦ୍ର ସରକାର ଏବଂ କେଜରିଓ୍ବାଲଙ୍କ ମଧ୍ୟରେ କଥା କଟାକଟି ଚାଲିଛି । କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି।…
ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା
ସମ୍ବଲପୁର: ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ। ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମାଆଙ୍କୁ କନ୍ୟା ରୂପେ ପାଇ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର। ମହାଦେବଙ୍କୁ ଜ୍ବାଇଁ ରୂପେ ବାଛିଥିବାରୁ ଅତ୍ୟନ୍ତ…
ନନ୍ଦନକାନନ ହେବ ବିଶ୍ବସ୍ତରୀୟ ଚିଡ଼ିଆଖାନା : ପ୍ରଦୀପ ଅମାତ
ଭୁବନେଶ୍ବର: ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ଓଡ଼ିଶା କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେପ୍ରେ ଆସିୁଛି; ଏଠାରେ ୨୦୧୮ରେ ୧୦୩୩ଟି ବାଘ ଥିଲେ। ଏବେ ୧୧୬୧କୁ ବୃଦ୍ଧି ପାଇଛି। ଏଣୁ ଓଡ଼ିଶାରେ ବି…
୪ ବର୍ଷରେ ୬ ହଜାର କିମି ରାସ୍ତାର ହୋଇଛି ବିକାଶ: ପୂର୍ତ୍ତମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି ପୂରଣ ହୋଇଛି ୫୪୬ କିମି ବିଜୁ ଏକ୍ସପ୍ରେସ ଓ୍ୱେ ଲକ୍ଷ୍ୟ । ୪ ବର୍ଷରେ ୬ ହଜାର କିମି ରାସ୍ତାର ବିକାଶ କାମ କରିଛି ବିଭାଗ । ୧୨ଟି ପର୍ଯ୍ୟଟନସ୍ଥଳୀକୁ ଦୁଇ ଲାଇନ୍ ବିଶିଷ୍ଟ…
ଭୁବନେଶ୍ବରରେ ୪୨ ଡିଗ୍ରୀ ରେକର୍ଡ ତାପମାତ୍ରା
ଭୁବନେଶ୍ବର: ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଛି। ଏଥିରେ ୪୨.୨ ସହିତ ଝାରସୁଗୁଡ଼ା ଶୀର୍ଷରେ ରହିଛି। ଝାରସୁଗୁଡ଼ା ପରେ ଭୁବନେଶ୍ବରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା
ଭୁବନେଶ୍ୱର: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର…
୧୦୦୦ ଟଙ୍କିଆ ଫେରିବାର କିଛି ଯୋଜନା ନାହିଁ : ଶକ୍ତିକାନ୍ତ ଦାଶ
ନୂଆଦିଲ୍ଲୀ: ଆଗକୁ ଆଉ କିଛି ଦିନ ପରେ ଦୁଇହଜାର ଟଙ୍କିଆ ନୋଟ ବନ୍ଦ ହୋଇଯିବ । ତେବେ ପୁଣି ୧୦୦୦ ଟଙ୍କିଆ ନୋଟ ଫେରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଉତ୍ତର ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସେ କହିଛନ୍ତି ବଜାରରେ ଏବେ ୫୦୦ ଟଙ୍କିଆ ଓ ତା’ଠାରୁ କମ୍ ନୋଟ୍ରେ କାରବାର…
ବିନାସୁଧରେ ୩୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଦିଆଯାଉଛି ଋଣ
ଭୁବନେଶ୍ବର: ରାଜ୍ୟରେ ବିନା ସୁଧରେ ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ ଖାଦ୍ୟ…
ନବୀନଙ୍କ କ୍ୟାବିନେଟରେ ସାମିଲ ହେଲେ ତିନି ନୂଆ କ୍ୟାବିନେଟ ମନ୍ତ୍ରୀ
ଭୁବନେଶ୍ବର: ତିନି ନୂଆ ମନ୍ତ୍ରୀ ନେଲେ ଶପଥ । କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ବିକ୍ରମ କେଶରୀ ଆରୁଖ, ପରେ ସୁଦାମ ମାରାଣ୍ଡି ଏବଂ ଶାରଦା ପ୍ରସାଦ ନାୟକ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର…
ପାଞ୍ଚ ଘଣ୍ଟା ପରେ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ: ଆଜି ବାତିଲ
ଭଦ୍ରକ:ଗତକାଲି ୫ ଘଣ୍ଟା ପରେ ଛାଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ରାତି ୧୨ ଟା ପରେ ପହଞ୍ଚିଥିଲା ହାଓ୍ବଡାରେ । ସାଢେ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ହାଓ୍ବଡାରେ ପହଞ୍ଚିଥିବାରୁ ଆଜି ଟ୍ରେନ ବାତିଲ ହୋଇଛି । ଗତକାଲି ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିବା ପୁରୀ-ହାଓ୍ବଡା ବନ୍ଦେ ଭାରତ…