Trending
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
Browsing Category
Odisha
All about all odisha state news updates
ଜି-୨୦ ଅଧୀନରେ ଭୁବନେଶ୍ୱରରେ ଆରମ୍ଭ ହେଲା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ
ଭୁବନେଶ୍ୱର: ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ସେମିନାର ଆୟୋଜନ ସହିତ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ପୂର୍ବରୁ ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ…
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ନିରୀକ୍ଷଣ
ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି |
ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ…
ବିଜେବି କଲେଜରେ ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ
ଦିନକୁ ଦିନ ବଦନାମି ହେବା ପରେ ବିଜେବି କଲେଜରେ ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ଉତ୍ପାତ ବଢ଼ିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ମାରପିଟ୍ ଓ ଅଶାନ୍ତ ସ୍ଥିତି ସୃଷ୍ଟି…
ମହାନଦୀ ପାଣି ଶୋଷି ସତ ଲୁଚଉଛି ଛତିଶଗଡ଼
ଭୁବନେଶ୍ବର: ଲୁଚିିଛି ନା ଗୋଡ ଦୁଇଟା ଦିଶୁଛି । ଏହି ଢ଼ଗ ଏବେ ଛତିଶଗଡ଼ ପାଇଁ ସତ ସାବ୍ୟସ୍ତ ହୋଇଛି । ମହାନଦୀ ପାଣିକି ଲୁଟି ନେଉଛି ଛତିଶଗଡ଼ । ଧରାପଡିଯିବା ଭୟରେ ଶତ ଲୁଚାଉଛି । ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଏପରି କିଛି ସତ ଲୁଚାଉଥିବା ଧରାପଡିଯାଇଛି । ସତ ଲୁଚାଇବା…
ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି
ଭୁବନେଶ୍ୱର: ଚାରିଆଡୁ ବିରୋଧ ପରେ ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି । ଗତକାଲି ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ବୁଝିହେଉନଥିବା ଅଭିଯୋଗ ହୋଇଥିଲା । ଫଳରେ ଆଜି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ ହୋଇଛି। ପ୍ରଶ୍ନପତ୍ରରେ ବ୍ୟାପକ…
ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର :ଓଡ଼ିଶା ଭାଷାକୁ କଦର୍ଥ କରିବା
ଭୁବନେଶ୍ୱର: ଓଏସଏସସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର ଦେଖିଲେ ଜଣାପଡୁଛି ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥା ଓଡ଼ିଆ ସଂସ୍ଥା ନୁହେଁ ଏବଂ ଏହାର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ…
ବିଜେବି କଲେଜରେ ପଶି ହାଣିଲେ : ୪ ଗିରଫ
ବିଜେବି କଲେଜ କ୍ୟାମ୍ପସରେ ହଣାକଟା । ଦିନକୁ ଦିନ ଅପରାଧିଙ୍କ ଆଡା ପାଲଟିଥିବା ବିଜେବି କଲେଜ ଖବର ପାଲଟୁଛି । କଲେଜ କ୍ୟାମ୍ପସରେ ହିଂସା ସୃଷ୍ଟି କରି ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ। ସମସ୍ତ ୪ ଅଭିଯୁକ୍ତ ଅଣଛାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସବୁଦିନ…
ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି । ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ…
ଝଡ଼ ଆସୁଛି ସତର୍କ ରହିବା ଜରୁରୀ
ଭୁବନେଶ୍ୱର: କିଛି ଦିନ ଧରି ପ୍ରବଳ ତାତି ପରେ ଏବେ ଝଡ଼ ବର୍ଷା ଆସୁଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ବିଜୁଳି ଘଡ଼ଘଡ଼ି ସମୟରେ ସତର୍କ ରହିବା ପାଇଁ କୁହାଯାଇଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ରହିଥିବାରୁ କିଛି ସ୍ଥାନରେ…
ଶ୍ରୀଜୀଉଙ୍କ ରଥ ଅନୁକୂଳ
ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖାଯାଇଛି । ରଥଖଳାରେ ହୋମ ଯଜ୍ଞ ପରେ ରଥ ନିର୍ମାଣ ଅନୁକୂଳ ହେବ ।…