Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ଆଇସିସି ଟ୍ବେଣ୍ଟି-୨୦ ବୋଲର୍ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ
ଭାରତୀୟ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍ରେ ଏକ ବଡ଼ ଲମ୍ଫ ମାରି ଆଇସିସି ଟ୍ବେଣ୍ଟି-୨୦ ବୋଲର୍ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି। ଚଳିତ ଏସିଆ କପ୍ରେ ୟୁଏଇ ବିପକ୍ଷରେ ୪ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୨୪ ରନ୍ ଖର୍ଚ୍ଚ କରି…
୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ
ବିସିସିଆଇ ଏକ ନୂଆ ସ୍ପନସର ପାଇଛି । ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି। ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି…
ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍
ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍) ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବୁଧବାର ଅପରାହ୍ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍ଘାଟନୀ ସମାରୋହ ହେବ। ଏଥିରେ ବଲିଉଡ୍ ଷ୍ଟାର୍ଙ୍କ…
ଏସିଆ କପ୍- ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲେ ଭାରତ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍ ସିନ୍ଦୂରର ସଫଳତା ପରେ କ୍ରିକେଟ୍ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ…
ଏସିଆ କପ୍ : ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଭାରତ
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ…
ଏସିଆ କପ୍ , ଭାରତ-ପାକିସ୍ତାନ ଭେଟାଭେଟି, ନାହିଁ ଚର୍ଚ୍ଚା ଓ ଉତ୍କଣ୍ଠା
ଭାରତ-ପାକିସ୍ତାନ ଲଢ଼େଇକୁ କ୍ରିକେଟ୍ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଥା’ନ୍ତି। କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ। ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ…
ଏସିଆ କପ୍ର ଚତୁର୍ଥ ମ୍ୟାଚ୍ – ଓମାନକୁ ଶୋଚନୀୟ ଭାବେ ୯୩ ରନ୍ରେ ପରାସ୍ତ କରିଛି ପାକିସ୍ତାନ
ଚଳିତ ଏସିଆ କପ୍ର ଚତୁର୍ଥ ମ୍ୟାଚ୍ରେ ପାକିସ୍ତାନ ଶୁକ୍ରବାର ପ୍ରଥମ ପଦାର୍ପଣକାରୀ ଓମାନକୁ ଶୋଚନୀୟ ଭାବେ ୯୩ ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମହମ୍ମଦ ହାରିସ୍ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬୦ ରନ୍ କରିବା ପରେ ଏହାର ବୋଲରମାନେ ଓମାନକୁ ୬୦ ରନ୍ରେ ଅଲଆଉଟ୍ କରି…
ଏସିଆ କପ୍ -ବାଂଲାଦେଶ ୭ ୱିକେଟ୍ରେ ହଂକଂକୁ ପରାସ୍ତ କରିଛି
ଚଳିତ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ରେ ଗୁରୁବାର ବାଂଲାଦେଶ ୭ ୱିକେଟ୍ରେ ହଂକଂକୁ ପରାସ୍ତ କରିଛି। ଏଥି ସହ ବାଂଲାଦେଶ ନିଜ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ହଂକଂ କ୍ରମାଗତ ପରାଜୟ ବରଣ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହଂକଂ ନିର୍ଦ୍ଧାରିତ ୨୦ ଓଭରରେ…
ଏସିଆ କପ୍: ୟୁଏଇ ବିପକ୍ଷରେ ୯ ୱିକେଟ୍ର ଜବରଦସ୍ତ ବିଜୟ ହାସଲ କଲା ଭାରତ
ୟୁଏଇ ବିପକ୍ଷରେ ୯ ୱିକେଟ୍ର ଜବରଦସ୍ତ ବିଜୟରୁ ଭାରତ ଏଠାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି। ଭାରତକୁ ଏହି ବଡ଼ ବିଜୟ ବୋଲର ଦେଇଛନ୍ତି। କୁଲଦୀପ ୟାଦବଙ୍କ ନେତୃତ୍ବରେ ବୋଲିଂ ବାହିନୀ ୟୁଏଇକୁ ମାତ୍ର ୫୭ ରନ୍ରେ ଅଟକାଇବା ପରେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲଙ୍କ ଧମାକାଦାର ବ୍ୟାଟିଂ ପାଇଁ…
ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍ର ୧୦ମ ସଂସ୍କରଣ , ଅହମ୍ମଦାବାରେ ଫାଇନାଲ
ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍ରେ ଏହି ବିଶ୍ବକପ୍ର ସମସ୍ତ…