Browsing Category

Sports

All sports related news will be uploaded

ମୃତ ୧୧ ଜଣ ପ୍ରଶଂସକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲା ଆରସିବି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶନିବାର ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛି। ଟ୍ରଫି ଜିତିବା ପରେ ଖୁସି ମନାଇବା ପା‌ଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏବେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ…

ବାଲେଶ୍ବରରେ ସାଂସଦ ଖେଳ ମହୋତ୍ସବ ରେଜିଷ୍ଟ୍ରେସନ ଉଦଘାଟନ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର : ସାଂସଦ ଖେଳ ମହୋତ୍ସବ (Sansad Khel Mahotsav) ରେଜିଷ୍ଟ୍ରେସନ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି  । ଏହି କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ  ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ଠାରୁ ଏସଆ କପ ହକି ପ୍ରତିଯୋଗିତା

ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଶୁକ୍ରବାରଠାରୁ ଏଠାରେ ଆରମ୍ଭ ‌ହେବ। ଆସନ୍ତାବର୍ଷ ନେଦରଲାଣ୍ଡ୍‌ସ ଓ ବେଲଜିୟମ୍‌ରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଲାଗି ଏହି ୮ ଦଳୀୟ ପ୍ରତିଯୋଗିତା ଆୟୋଜକ ଭାରତ ପାଇଁ ଶ୍ରେଷ୍ଠ ଓ ଶେଷ ସୁଯୋଗ ହେବ। ଭାରତୀୟ ହକି ଦଳ ଏଫ୍‌ଆଇଏଚ୍ ପ୍ରୋ…

ଗୋଆରେ ଖେଳାଯିବ ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍

ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍ ଗୋଆରେ ଖେଳାଯିବ। ଏହି ବିଶ୍ବକପ୍ ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଥର ବିଶ୍ବ ଚମ୍ପିଆନ୍ ମ୍ୟାଗ୍ନସ କାର୍ଲସେନ୍ ଏହି ବିଶ୍ବକପ୍ ଖେଳିବା ସମ୍ଭାବନା କମ୍। ବିଶ୍ବକପ୍‌ରେ ମୋଟ ୨୦୬ ଜଣ ଖେଳିବେ। ସେମାନଙ୍କ ମଧ୍ୟରୁ ପ୍ରଥମ ୫୦ ଜଣ…

ଆଇପିଏଲକୁ ଅଲବିଦା କହିଲେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ସ୍ପିନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ IPLରେ ଖେଳୁଥିବା ନଜର ଆସିବେ ନାହିଁ । ତେବେ ସେ ଅନ୍ୟାନ୍ୟ  ଟି-20 ଫ୍ରାଞ୍ଚାଇଜ୍ ଲିଗ୍‌ରେ ନିଜ…

ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍‌ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ…

କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା

କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।…

ଦୁଲୀପ୍ ଟ୍ରଫିରେ ଖେଳିବେନି ଗିଲ

ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ…

ଗିଲ୍‌ ଦଳକୁ ଫେରିଲେ

ଶୁବମନ୍ ଗିଲ୍‌ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍‌ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍‌ର ଉପଅଧିନାୟକ ପଦ ମିଳିଛି।  ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟ କୁମାର ୟାଦବଙ୍କ…

ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସେପ୍ଟେମ୍ବର ୧୪ରେ ଏହି ଦୁଇ ଦେଶ ମଧ୍ୟରେ ହେବ ମହା ମୁକାବିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଦେଖି ଉଭୟ ଦେଶ ଏବେ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ। ତେଣୁ ପ୍ରଶଂସକମାନେ ଏହି…