Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
Sports
All sports related news will be uploaded
ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ର ମୁକୁଟ ପିନ୍ଧିଲେ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା
ଭାରତୀୟ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା ମଙ୍ଗଳବାର ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ପଦାର୍ପଣରେ ବିଜେତା ହୋଇଛନ୍ତି। ଚେକ୍ଗଣରାଜ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଜିତି ସେ ଲଗାତାର ଦୁଇଟି ଶୀର୍ଷସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ…
ଭାରତକୁ ୫ ଓ୍ବିକେଟରେ ହରାଇ ଇଂଲଣ୍ଠ
ହେଡିଙ୍ଗଲେ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୫ ଓ୍ବିକେଟରେ ହରାଇ ଦେଇଛି । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ରଖିଥିଲା ଭାରତ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ୫ ଓ୍ବିକେଟ ହରାଇ ହାସଲ…
ହେଡିଙ୍ଗଲେ ଟେଷ୍ଟ, ଜୟସୱାଲ, ଗିଲ୍ଙ୍କ ଶତକ; ଭାରତ ୩/୩୫୯
ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ତେନ୍ଦୁଲକର-ଆଣ୍ଡରସନନ ଟ୍ରଫିର ପ୍ରଥମ ମ୍ୟାଚ ଲିଡ୍ସର ହେଡିଂଲିରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ୍ ଦିନରେ ଯଶସ୍ବୀ ଜୟସୱାଲ ୧୦୧ ଓ ଅଧିନାୟକ ଶୁଭମନ ଗିଲ୍ଙ୍କ ଅପରାଜିତ ୧୨୭ ରନ ବଳରେ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର…
ଆଜି ଠାରୁ ଭାରତ ଇଂଲଣ୍ଡ ପ୍ରଥମ ଟେଷ୍ଟ
ଶୁକ୍ରବାରଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଶୁକ୍ରବାରଠାରୁ ଲିଡ୍ସର ହେଡିଂଲିରେ ଖେଳାଯିବ। ଇଂଲଣ୍ଡରେ ଭାରତର ଟେଷ୍ଟ…
୨୦୨୬ ଟ୍ୱେଣ୍ଟି-୨୦ ମହିଳା ବିଶ୍ୱକପ ଖେଳସୂଚୀ ଘୋଷଣା
ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲସରେ ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଖେଳାଯିବ । ଏହି ବିଶ୍ୱକପ ଜୁନ୍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ପର୍ଯ୍ୟନ୍ତ ଚାଲିବ । ଏହି ୨୪ଦିନରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡ ଓ ୱେଲସର ୬ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।…
4 ଦିନିଆ ହୋଇପାରେ ଟେଷ୍ଟ ମ୍ୟାଚ
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବା ଡବ୍ଲ୍ୟୁଟିସି ଚକ୍ରରେ କ୍ରିକେଟ ଖେଳୁଥିବା ଛୋଟ ଦେଶଗୁଡ଼ିକ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଦ୍ୱାରା ଛୋଟ କ୍ରିକେଟ ରାଷ୍ଟ୍ରଗୁଡ଼ିକ ଅଧିକ ଟେଷ୍ଟ ଓ…
ବିଶ୍ୱ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକାକୁ ମିଳିଲା ୩୧ କୋଟି ଟଙ୍କା
ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଚାମ୍ପିୟନ୍ ହୋଇଛି । ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକାର ବିଜୟରେ ଏଡେନ୍ ମାର୍କରାମ…
ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା
ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ଦଳର ଏହି ବିଜୟ ପଛରେ ଏଡେନ…
ଦିନିକିଆରେ ଅଧିନାୟକ ପଦ ହରାଇ ପାରନ୍ତି ରୋହିତ
ଭାରତୀୟ କ୍ରିକେଟ ଦଳର ହିଟ୍ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟ ଓ ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବାବେଳେ କେବଳ ଦିନିକିଆରେ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତ ଏବେ ଦିନିକିଆ ଫର୍ମାଟର ଅଧିନାୟକ ମଧ୍ୟ ରହିଛନ୍ତି। ୨୦୨୪ରେ ଆମେରିକା ଓ…
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପୂରନ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି। ଆଉ ୮ ମାସ ପରେ…