Browsing Category

Sports

All sports related news will be uploaded

ଆଜି ଠୁ କ୍ରିକେଟ ଏସିଆ କପ

ମଙ୍ଗଳବାରଠାରୁ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହେବ। ଉଦ୍‌ଘାଟନୀ ମୁକାବିଲାରେ ଏଠାକାର ସେଖ୍ ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଦୁଇ ଯୁବ ଓ ଉଦୀୟମାନ ଦଳ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବେ।  ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଉଭୟ ଦଳ ପଞ୍ଚମ…

ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇଲା ଭାରତ

ଭାରତୀୟ ହକି ଦଳ ଫାଇନାଲରେ ସାଉଥ କୋରିଆକୁ ପରାସ୍ତ କରିଛି ।  ଆସନ୍ତାବର୍ଷର ଏଫ‌୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ ଟିକେଟ୍ ଅର୍ଜନ କରିନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍‌ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି…

ଆଜି ଭାରତ – ଦକ୍ଷିଣ କାେରିଆ ଫାଇନାଲ

ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଶେଷ ସୁପର-୪ ମ୍ୟାଚରେ ଭାରତ ୭-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତକରି ଅପରାଜିତ ରହି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ଖେଳାଯିବ। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭…

୨୭ ବର୍ଷ ପରେ ଇଂଲଣ୍ଡ ମାଟିରେ ଏକ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା

୨୭ ବର୍ଷ ପରେ ଇଂଲଣ୍ଡ ମାଟିରେ ଏକ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ରୋମାଞ୍ଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ଏହି ପ୍ରତୀକ୍ଷିତ ସଫଳତା ଅର୍ଜନ କରିଛି। ଶେଷ ଥର…

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଲେଗ୍‌ସ୍ପିନର ଅମିତ ମିଶ୍ରା

ଭେଟେରାନ୍ ଭାରତୀୟ ଲେଗ୍‌ସ୍ପିନର ଅମିତ ମିଶ୍ରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ଦୁଇ ଦଶନ୍ଧିରୁ ଅଧିକ ସମୟ ବ୍ୟାପ୍ତ ଘଟଣା ବହୁଳ କ୍ୟାରିୟରରେ ଯବନିକା ପଡ଼ିଛି। ୪୨ବର୍ଷୀୟ ମିଶ୍ରା ଶେଷ ଥର ପାଇଁ ୨୦୧୭ ମସିହାରେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ତେବେ ୨୦୨୪…

ଏସିଆ କପ୍ ହକି: କୋରିଆ ସହ ପଏଣ୍ଟ୍‌ ବାଣ୍ଟିଛି ଭାରତ

ଏସିଆ କପ୍ ହକିର ସୁପର-୪ ପର୍ଯ୍ୟାୟରେ ଆୟୋଜକ ଭାରତ ଏହି ପ୍ରତିଯୋଗିତାର ସଫଳତମ ଦଳ କୋରିଆ ସହ ପଏଣ୍ଟ୍‌ ବାଣ୍ଟିଛି। ଉଭୟ ଦଳ ନିର୍ଦ୍ଧାରିତ ସମୟରେ ଦୁଇଟି ଲେଖାଏଁ  ଗୋଲ୍ ଦେବା ପରେ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଚତୁର୍ଥ ଟ୍ରଫି ଲକ୍ଷ୍ୟରେ ଥିବା ଭାରତ ତା’ର ଦ୍ବିତୀୟ…

ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଦୁବାଇରେ ଏକାଠି ହେବେ ଭାରତୀୟ କ୍ରିକେଟର

ୟୁଏଇରେ ଚଳିତ ମାସ ୯ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ୧୫ଜଣିଆ ଭାରତୀୟ ଦଳର ଖେଳାଳିମାନେ ‌ଗୁରୁବାର ଦୁବାଇରେ ଏକାଠି ହେବେ। ଏକାଠି ଯିବା ପରିବର୍ତ୍ତେ ନିଜ ନିଜ ସହରରୁ ପର୍ଯ୍ୟାୟକ୍ରମେ ସେଠାରେ ପହଞ୍ଚିବେ। ଗୁରୁବାର ସଂଧ୍ୟାସୁଦ୍ଧା ଖେଳାଳିମାନେ…

ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରୁ ବିଦାୟ ନେଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

ଅଭିଜ୍ଞ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଫର୍ମାଟରୁ ଅବସର ନେଇଛନ୍ତି। ତାଙ୍କ ଚମତ୍କାର କ୍ୟାରିୟରର ଶେଷ ପର୍ଯ୍ୟାୟରେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ସେ ଟି-୨୦…

ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ନୀରଜ ନେବେ ଭାରତର ନେତୃତ୍ବ

ଟୋକିଓରେ ସେପ୍ଟେମ୍ବର ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ୧୯ (୫ ମହିଳା) ଜଣିଆ ଭାରତୀୟ ଦଳ ରବିବାର ଘୋଷିତ ହୋଇଛି। ବିଶ୍ବ ବିଜେତା ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ କେବଳ ଧାବକ ଅନିମେଷ କୁଜୁର ସ୍ଥାନ…

ଫେଡ଼େରରଙ୍କ ରେକର୍ଡ଼ ଭାଙ୍ଗିଲେ ଜୋକୋଭିକ

ପିଠି ଯନ୍ତ୍ରଣା ସତ୍ତ୍ବେ ୨୪ ଥର ଗ୍ରାଣ୍ଡ ସ୍ଲାମ୍ ବିଜୟୀ ସର୍ବିୟାର ମହାନ ତାରକା ନୋଭାକ ଜୋକୋଭିକ ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଏହି ସଫଳତା ଲାଭ କରିବାରେ ୩୮ବର୍ଷୀୟ ଜୋକୋଭିକ ୧୯୯୧ ମସିହାରେ ଆମେରିକୀୟ କିଂବଦନ୍ତି ଜିମ୍ମି…