Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Sports
All sports related news will be uploaded
ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ପରାଜୟ
ବାର୍ବାଡୋସ୍ : ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା…
ମ୍ୟାକେଞ୍ଜିଙ୍କ ୱିକେଟ ନେଲେ ମୁକେଶ
ପୋର୍ଟ ଅଫ୍ ସ୍ପେନ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳା ଯାଉଥିବା ବେଳେ ଘରୋଇ ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୨୯ ରନ୍ କରିଛି।ଗତକାଲି ୱେଷ୍ଟଇଣ୍ଡିଜ ୮୬/୧ରୁ ଖେଳ ଆରମ୍ଭ କରିଥିଲେ। ଯଥାକ୍ରମେ ୩୭ ଓ ୧୪ ରନ୍ କରି ଅପରାଜିତ…
ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ
ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫…
ରୋହିତ ଏବଂ ଜୟସ୍ବାଲଙ୍କ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍
ପୋର୍ଟ ଅଫ୍ ସ୍ପେନ୍: ଦ୍ବିତୀୟ ଟେଷ୍ଟ୍ରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍ ଓପନିଂ ଭାଗୀଦାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି। ପ୍ରଥମ ଦିବସ ଚା’ପାନ ବିରତି ବେଳକୁ ଭାରତ ୪ ୱିକେଟ୍ ନହରାଇ ୧୮୨ ରନ୍ ସଂଗ୍ରହ କରିଛି।…
ଏସିଆ କପ୍ ୨୦୨୩: ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଏସିଆ କପ୍ କ୍ରିକେଟ ସିଡ୍ୟୁଲ ଚୂଡ଼ାନ୍ତ ହଇଛି । ଏ ନେଇ ଏସୀୟ କ୍ରିକେଟ ପରିଷଦ ଆନୁଷ୍ଠାନିକ ଘୋଷଣା କରିିଛି । ଆୟୋଜକ ଦେଶ ପାକିସ୍ତାନରେ ୪ଟି ମ୍ୟାଚ୍ ଖେଳାଯିବ। ସେହିପରି ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ। ଆଗକୁ ବିଶ୍ବକପ୍ ଥିବାରୁ ଏଥର ଏସିଆ କପ୍ ଟି-୨୦ ପରିବର୍ତ୍ତେ ଦିନିକିଆ…
ଭିନେଶ ଓ ବଜରଙ୍ଗଙ୍କୁ ସିଧାସଳଖ ଏସିଆଡ୍ ଟିକେଟ୍
ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ଆଡ୍ ହକ୍ ପ୍ୟାନେଲ୍ ଏହି ଅନୁମତି ଦେଇଛି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ…
ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଖେଳସୂଚୀ ଘୋଷଣା
ଇସଲାମାବାଦ୍: ଏସିଆ କପକୁ ନେଇ ପାକିସ୍ତାନ ଭାରତ ମଧ୍ୟରେ କଥା କଟାକଟି ଚାଲିଛି । ବିଶେଷ କରି ପାକିସ୍ତାନ ଖେଳାଳିମାନେ ଭାରତକୁ ଶିକ୍ଷା ଦେବା ପାଇଁ କହୁଛନ୍ତି । କାରଣ ବିସିସିଆଇ ପାକିସ୍ତାନକୁ ଖେଳାଳି ପଠାଇବାକୁ ଚାହୁଁନାହିଁ । ଏସବୁ ଭିତରେ ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍…
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୃହତ ବିଜୟ
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ମାତ୍ର ତିନି ଦିନରେ ଶେଷ ହେଲା ଡୋମିନିକା ଟେଷ୍ଟ । ଏକ ଇନିଂସ ୧୪୧ ରନରେ ମ୍ୟାଚକୁ ଜିତି ନେଇଛନ୍ତି ରୋହିତ ବ୍ରିଗେଡ୍ । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଅଶ୍ବିନୀ ପ୍ରଥମ ଇନିଂସରେ…
ଇଣ୍ଡିଜ୍ ୧୫୦ରେ ଅଲ୍ଆଉଟ
ରୁସୌ : ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୫୦ରନ କରି ଅଲ୍ଆଉଟ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍ରେ ଯଶସ୍ବୀ ଜୟସୱାଲଙ୍କ ୪୦…
ପ୍ରଥମ ଟେଷ୍ଟ୍ ଆଜିଠୁ
ଡୋମିନିକା: ଆଜିଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନରୁ ନିରାଶ…