Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Browsing Category
Sports
All sports related news will be uploaded
୨୦୯ରନରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା
ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ । ଭାରତକୁ ୨୦୯ରନରେ ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ । ୪୪୪ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଶେଷ ଦିନର ପ୍ରଥମ ସେଶନରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଇନିଂସରେ ଭାରତର କୌଣସି ବି ବ୍ୟାଟର…
ମହିଳା ହକି ଜୁନିୟର ଏସିଆ କପ୍ ଜିତିଲା ଭାରତ
ଟୋକିଓ: ଭାରତୀୟ ହକି ଦଳ ଜୁନିୟର ଏସିଆ କପ୍ ଫାଇନାଲରେ ଦକ୍ଷିଣ କୋରିଆକୁ ପରାଜିତ କରି ଇତିହାସ ରଚିଛି । ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମଥର ପାଇଁ ଏସିଆ କପ୍ ଜିତିଛି । ସେହିପରି ଏହା ପୂର୍ବରୁ ସେମିଫାଇନାଲରେ ବିଜୟ ସହ ଭାରତୀୟ ଦଳ ଜୁନିୟର…
ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଲେ ଜୋକୋଭିକ
ପ୍ୟାରିସ: ସର୍ବିଆର ଟେନିସ ଷ୍ଟାର ନୋଭାକ ଜୋକୋଭିକ ତୃତୀୟଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ୩୬ ବର୍ଷୀୟ ଜୋକୋଭିକ ନରୱେର ଟେନିସ ତାରକା କ୍ୟାପ୍ସର ରୁଡଙ୍କୁ ପୁରୁଷ ଏକକ ଫାଇନାଲରେ ୭-୬, ୬-୩, ୭-୫ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ସପ୍ତମ ଥର ପାଇନାଲ ମୁକାବିଲା ଖେଳୁଥିଲେ ।…
ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ
ଭୁବନେଶ୍ୱର: ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ । ମ୍ୟାଚର ୧ ମିନିଟ ୧୫ ସେକେଣ୍ଡରେ ଭାରତ ପ୍ରଥମ ଗୋଲ ଦେଇଥିଲା । ୧୩ ମିନିଟ ୫୪ ସେକେଣ୍ଡରେ ଭାରତ ଦ୍ଵିତୀୟ ଗୋଲ ସ୍କୋର କରିଥିଲା । ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଦଳ ମଙ୍ଗୋଲିଆ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ବିଶାଳ ୪୬୯ ରନ
ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବିଶାଳ ୪୬୯ ରନ କରି ଅଲଆଉଟ ହୋଇଯାଇଛି। ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ଟିମ କେବଳ ୩ଟି ୱିକେଟ ନେଇଥିବା ବେଳେ ଆଜି ୭ ୱିକେଟ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ…
ଆଜିଠୁ ଆରମ୍ଭ ହେଉଛି ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍: ଗିଲଙ୍କ ଉପରେ ନଜର
ଆଜିଠୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳିପାରେ । ଓଭାଲ୍ ପିଚ୍ ସବୁଜ ଓ ସତେଜ ରହିଛି। ଓଭାଲ୍ ପଡ଼ିଆରେ ଭାରତ ଭଲ ଖେଳିବ ବୋଲି ଆଶା ରହିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ଓ ଶୁବମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର…
ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ମ୍ୟାଚ୍
ଆସନ୍ତାକାଲି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ମ୍ୟାଚ ପାଇଁ ଉଭୟ ଦଳର ଖେଳାଳି ଅଭ୍ୟାସ କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୃଢ଼ ମନୋବଳ ସହ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ।…
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି କୁସ୍ତିଯୋଦ୍ଧାଙ୍କର ଏକ ଟିମ୍
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କର ଏକ ଟିମ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ କୁସ୍ତିଯୋଦ୍ଧା ଓ ଶାହଙ୍କ ମଧ୍ୟରେ ଆଲୋଚନା…
ଏସିଆ କପ ୨୦୨୩ ପାଇଁ ଭାରତୀୟ ମହିଳା ଦଳ ଘୋଷଣା
ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଭେନ୍ୟୁ ପାଇଁ ଦୀର୍ଘ ସମୟ ଧରି ବିବାଦ ଚାଲି ଆସିଛି । ବର୍ତ୍ତମାନ ବି ଏହି ବିବାଦ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜି ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହି ନିଶ୍ଚିତ ଭାବେ…
ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି । ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଜୁନିୟର ଏସିଆ କମ୍ ଚାମ୍ପିୟନ ହୋଇଛି । ଓମାନଠାରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ୍ ମ୍ୟାଚରେ ଭାରତ ପକ୍ଷରୁ ଅଙ୍ଗଦ ସିଂହ ୧୩ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୨୦ତମ…