Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Sports
All sports related news will be uploaded
ଆଜିଠୁ ଭାରତ-ଆୟର୍ଲାଣ୍ଡ୍ ଶୃଙ୍ଖଳା: ଆୟର୍ଲାଣ୍ଡ୍ ବିପକ୍ଷରେ ୩ ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ
ଡବ୍ଲିନ୍: ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଆୟର୍ଲାଣ୍ଡ୍ ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଋତୁରାଜ ଗାଏକ୍ବାଡ୍, ରିଙ୍କୁ ସିଂହ, ଜିତେଶ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ…
୮ ୱିକେଟ୍ରେ ହାରିଲା ଭାରତ
ଲୌଡରହିଲ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ରେ ଭାରତ ୮ ୱିକେଟ୍ରେ ପରାସ୍ତ ହୋଇଛି । ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ…
ମାଲେସିଆକୁ ୪-୩ରେ ହରାଇଲା
ଚେନ୍ନାଇ: ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଠ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଏବଂ…
ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ
ଭାରତ ଓ୍ବେଷ୍ଟଇଣ୍ଡିଜକୁ ଚତୁର୍ଥ ଟି-୨୦ରେ ପରାସ୍ତ କରିଛି । ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଦମଦାର ବ୍ୟାଟିଂ ବଳରେ ଦଳର ବିଜୟ ହୋଇଛି । ୧୭୯ର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗିଲ୍ ୭୭ ଏବଂ ଜୟସ୍ବାଲ ୮୪ ରନ କରି ଅପରାଜିତ ରହିଥିଲେ । ଲଢ଼ୁଆ ବ୍ୟାଟିଂ ସହ ଜୟସ୍ବାଲ ମ୍ୟାଚର ଶ୍ରେଷ୍ଠ…
ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରା
କଟକ: ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରାଙ୍କ ପରଲୋକ । ସତ୍ୟବ୍ରତ କଟକ ଜିଲ୍ଲା କ୍ରିକେଟ ସଂଘ ସଭାପତି ଭାବେ ଦୀର୍ଘ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଅନେକ ଉଦିୟମାନ କ୍ରିକେଟ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା…
ଜାପାନକୁ ହରାଇ ଫାଇନାଲରେ ଭାରତ
ନୂଆଦିଲ୍ଲୀ : ୨୦୨୧ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଜାପାନକୁ ୫-୦ରେ ପରାସ୍ତ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଭାରତ ମାଲେସିଆକୁ ଭେଟିବ । ଭାରତ ପକ୍ଷରୁ ପ୍ରଥମ ଗୋଲ ଆକାଶଦୀପ ସିଂ କରିଥିବାବେଳେ ୨ୟ ଗୋଲ ଅଧିନାୟକ ହରମନପ୍ରୀତ ସିଂ…
ଇଡ଼େନ ଗାର୍ଡେନରେ ଅଘଟଣ
କୋଲକତା: ୨୦୨୩ ବିଶ୍ବକପ୍ ପୂର୍ବରୁ ଇଡ଼େନ ଗାର୍ଡେନରେ ଅଘଟଣ । କୋଲକାତା ସ୍ଥିତ କ୍ରିକେଟ ଷ୍ଟାଡିଅମ ଇଡ଼େନ ଗାର୍ଡେନର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨ଟି ଟିମ୍ ସହ ପହଞ୍ଚି…
ୱାନ୍-ଡେ କପ୍ରେ ପୃଥ୍ବୀଙ୍କ ଦ୍ବି ଶତକ
ନର୍ଥହାମ୍ପଟନ: ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟ ଓ୍ବାନ ଡେ କପ୍ରେ ନର୍ଥହାମ୍ପଟନସାୟାର ପକ୍ଷରୁ ଖେଳୁଥିବା ଭାରତୀୟ ବ୍ୟାଟର୍ ପୃଥ୍ବୀ ସ’ ବୁଧବାର ନୂଆ କୀର୍ତ୍ତିମାନ କରିଛନ୍ତି। ନର୍ଥହାମ୍ପଟନ୍ର କାଉଣ୍ଟି ଗ୍ରାଉଣ୍ଡରେ ସମରସେଟ୍ ବିପକ୍ଷରେ ୨୩ ବର୍ଷୀୟ ପୃଥ୍ବୀ ୨୪୮ ରନ କରିଛନ୍ତି । …
ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୦ରେ ପରାସ୍ତ କଲା ଭାରତ
ଚେନ୍ନାଇ : ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଶେଷ ଲିଗ୍ ମ୍ୟାଚ୍ରେ ୪-୦ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଛି। ସେମିଫାଇନାଲ୍ରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନ କୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍ରେ ଦ୍ବିତୀୟ ସ୍ଥାନରେ ଥିବା…
ଭାରତକୁ ୨ ୱିକେଟ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍
ପ୍ରଭିଡେନ୍ସ: ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୨ ୱିକେଟ୍ରେ ପରାସ୍ତ କରିଛି। ଭାରତ ମାତ୍ର ୧୫୨ ରନ୍ କରିଥିବାବେଳେ ୱେଷ୍ଟଇଣ୍ଡିଜ୍ ୭ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରି ନେଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ…