Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Public
Public related news information updates will be here
ସଂସଦରେ ଚାଲୁଛି ବଜେଟ୍ ଅଧିବେଶନ
ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ!-->!-->!-->…
ବର୍ଷର ପ୍ରଥମ ମନ କି ବାତ୍ରେ ପଦ୍ମ ସମ୍ମାନୀ ମାନଙ୍କୁ ମୋଦୀଙ୍କ ପ୍ରଶଂସା
ମେଟ୍ରୋ ଟିଭି ଓଡିଶା,୩୦/୧ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି ।!-->!-->!-->…
Russia ଉତ୍ତେଜନାକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଅତ୍ୟଧିକ ଆତଙ୍କିତ ହୋଇପଡିଛନ୍ତି
ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବୁଡ଼ି ଯାଉଥିବା ଟାଇଟାନିକ ନୁହେଁ ଏବଂ ୱାଶିଂଟନ ଏବଂ ଗଣମାଧ୍ୟମକୁ ଆତଙ୍କିତ କରିଛି। ରାସ୍ତାରେ କ tank ଣସି ଟାଙ୍କି ନଥିବାବେଳେ ଅର୍ଥନୀତି ଉପରେ ଭାରି ପଡିଥିବା ଆତଙ୍କ ୟୁକ୍ରେନ ଉପରେ ପୂର୍ବ-ପଶ୍ଚିମ ବିବାଦରେ କ୍ରେମଲିନ୍ର ମୁଖ୍ୟ ସୁରକ୍ଷା!-->…
J&K: ଗାଣ୍ଡରବାଲରେ ଗିରଫ ହୋଇଥିବା ତିନିଜଣ ସନ୍ତ୍ରାସବାଦୀ ସହଯୋଗୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ…
ଟିଆରଏଫର ତିନିଜଣ ସନ୍ତ୍ରାସବାଦୀ ସହଯୋଗୀଙ୍କୁ ଗିରଫ କରାଯିବା ସହିତ - LeT ର ଏକ ଅଫସଟ୍ - ପୋଲିସ୍ ଏକ ଆତଙ୍କବାଦୀ ମଡ୍ୟୁଲ୍କୁ ଖଣ୍ଡନ କରିଥିବା ଦାବି କରିଛି। ପୋଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ସେଣ୍ଟ୍ରାଲ କାଶ୍ମୀରର ଗାଣ୍ଡରବାଲ ଜିଲ୍ଲାରେ!-->!-->!-->…
ଦିଲ୍ଲୀରେ କୋହଳ ହେଲା କରୋନା ନିୟମ
ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ!-->!-->!-->…
୨୦୨୨ ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା
ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ!-->!-->!-->…
ମୁମ୍ବାଇର ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ
ମେଟ୍ରୋ ଟିଭି ଓଡିଶା,୨୨/୧ : ମୁମ୍ବାଇର ୨୦ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାର ୧୮ ମହଲା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।ଏଠାରେ ୨ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି ।
image credit-hw news
ସୂଚନା ଅନୁଯାୟୀ ମୁମ୍ବାଇର ତାଡଦେବ ଅଞ୍ଚଳରେ ସକାଳ ୭.୩୦ରେ ଏହି!-->!-->!-->!-->!-->…
୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଅପହରଣ କଥା ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିଏ କେବେ ନିଜକୁ କଣ ଅପହରଣ କରିପାରିବ କିନ୍ତୁ ଜଣ ଯୁବକ ଏପରି କରିଛି ।ନିଜ ବାପାଠୁ ୩୦ଲକ୍ଷ ହାତେଇବା ପାଇ ଏପରି କାମ କରିଛି ଯୁବକ ଜଣଙ୍କ । ସୂଚନା ଅନୁସାରେ ଚେନ୍ନାଇର ଯୁବକ ଜଣଙ୍କ ନିଜର ମିଛ ଅପହରଣ ନାଟକ କରି!-->…
ମହିଳାଙ୍କ ସହ ଚାଟିଂ ପଡିଲା ମହଙ୍ଗା:ଚାଲିଗଲା ଯୁବକଙ୍କ ଜୀବନ
ମେଟ୍ରୋ ଟିଭି ଓଡିଶା,୧୮/୧: ଆଜିକା ସମାଜରେ ସୋସିଆଲ ମିଡିଆର ବହୁ ବ୍ୟବହାର ଚାଲିଛି । ଏହି ସୋସିଆଲ ମିଡିଆରେ କେବେ ଭଲ ତ ଆଉ କେତେ ବେଳେ ଖରାପ ହୋଇଛି । ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯୁବପିଢଙ୍କ ମନରେ ଭୟ ଆସିଯିବ । ଜଣେ ବାପା କିପରି ନିଜ ପୁଅକୁ ହତ୍ୟା କରିଛି ଏକ!-->…
ଆରପାରିରେ ସୁପରମମ୍ ଟାଇଗର କଲାରୱାଲି
ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର!-->!-->!-->…