Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Browsing Category
Public
Public related news information updates will be here
ଆରପାରିରେ କଥକ ସମ୍ରାଟ ବିରଜୁ ମହାରାଜ
ମେଟ୍ରୋ ଟିଭି ଓଡିଶା,୧୭/୧: ସୁନାମଧନ୍ୟ କଥକ ନୃତ୍ୟ ଶିଳ୍ପୀ ବିରଜୁ ମହାରାଜଙ୍କର ୮୩ ବର୍ଷରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ନୃତ୍ୟଶିଳ୍ପୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶରେ ବିରଜୁ ମାହାରାଜଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ବିରଜୁ ମହାରାଜଙ୍କ ପ୍ରକୃତ!-->!-->!-->…
ସାବଧାନ ! ଆସିଲା ଟ୍ରାଫିକ ପୋଲିସର ନୂଆ ନିୟମ
ମେଟ୍ରୋ ଟିଭି ଓଡିଶା,୧୭/୧: ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ଭୋଗିପାରନ୍ତି । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କ!-->!-->!-->…
କମେଣ୍ଟ ମରା ହେଲା କାଳ ,ଭୁବନେଶ୍ୱର ରାଜରାସ୍ତାରେ ଗଡିଲା ମୁଣ୍ଡ
ମେଟ୍ରୋ ଟିଭି ଓଡିଶା,୧୬/୧: କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ। ରାଜଧାନୀରେ ବୀଭତ୍ସ ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ପ୍ରେସ ଛକ ଠାରେ ହତ୍ୟାକାଣ୍ଡ ଘଟିଛି । ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାସ୍ତାକଡ଼ ଫୁଟ୍ପାଥରେ ଉଭୟ!-->…
ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା
ମେଟ୍ରୋ ଟିଭି ଓଡିଶା,୧୬/୧: ବର୍ଷା ସରିଯିବା ପରେ ରାଜ୍ୟରେ ଏବେ ଶୀତର ଲହରି ଆସିବ । ପୂଣି ଜାରି ହେବ ଶୀତର ପ୍ରକୋପ । ଆଗାନୀ ୩ଦିନ ଅସହ୍ୟ ଶୀତରେ ଥରିବ ପୁରା ଓଡିଶା । ଏହାକୁ ନୋଇ ପୂର୍ବାନିମାନ କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି!-->…
କିଟକ।ଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ବିବାଦରେ ଫସଲା କମ୍ପାନୀ ,ଥାନାରେ ଏତଲା ଦେଲା ହିନ୍ଦୁସେନା
ମେଟ୍ରୋ ଟିଭି ଓଡିଶା,୧୬/୧: ଚକୋଲେଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ଏବେ ବିବାଦରେ କିଟକ।ଟ୍ କମ୍ପାନୀ । ଏହି ଫଟୋକୁ ନେଇ ଥାନାରେ ଏତଲା ଦେଇଛି ହିନ୍ଦୁସେନା । କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ!-->!-->!-->…
୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ
ମେଟ୍ରୋ ଟିଭି ଓଡିଶା,୧୫/୧: ପ୍ରଥମେ ଗୋଚାଲଣ ଆଉ ଏବେ ଗୋମାଂସ ଚାଲଣ ଦିନକୁ ଦିନ ବଢିବାରେ ଲାଗିଛି । ଅ।ଜି ଭୋରେ ସମୟରେ କଲିକତାରୁ ଅ।ନ୍ଧ୍ର ଅଭିମୂଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା-ବ୍ରହ୍ମପୁର ୧୬!-->!-->!-->!-->!-->…
ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା
ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ!-->!-->!-->…
ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା
ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି!-->…
ଘରେ ରହିବାକୁ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରର ଆଡଭାଇଜରି
ମେଟ୍ରୋ ଟିଭି ଓଡିଶା,୧୪/୧: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି କରାଯାଇଛି । ସବୁବେଳେ ଘରେ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ!-->!-->!-->…
କର୍ତ୍ତାରପୁର କରିଡରରେ ଭେଟ ହେଲେ ଦୁଇ ଭାଇ
ମେଟ୍ରୋ ଟିଭି ଓଡିଶା,୧୩/୧: କର୍ତ୍ତାରପୁର କରିଡର ପାଲଟିଲା ଦୁଇଭାଇଙ୍କ ମିଳନର ସ୍ଥାନ । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ ଭେଟ ହୋଇଛନ୍ତି ସେମାନେ। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯାଇଥିଲେ । ଉଭୟ!-->…