Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Public
Public related news information updates will be here
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ
ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରି ରହଣୀ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସନ୍ଧ୍ୟା ୫ଟାରୁ ୫ଟା ୪୫ମିନିଟ୍ ମଧ୍ୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା!-->…
ମମିତା ମେହେର ହତ୍ୟାକାଣ୍ଡ ମାମଲା
ମେଟ୍ରୋ ଟିଭି ଓଡିଶା,୧୨/୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତାତି ଉଠିଥିଲା । ମୁଖ୍ୟ ଅଭୁଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ଯାଇ କୋର୍ଟ ଚାଲଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ଏହି ଘଟଣାରେ!-->!-->!-->…
ଆଜି ପୁରୀ ଗଜପତିଙ୍କ ଝିଅ ବାହାଘର
pic credit-odisha news in english
ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ!-->!-->!-->…
ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ
ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ!-->!-->!-->…
ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ
ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି!-->!-->!-->…
ଇନ୍ଦୋରରେ ନିର୍ମାଣ ହେବ ଲତାଙ୍କର ସଙ୍ଗୀତ ଏକାଡେମୀ
ମେଟ୍ରୋ ଟିଭି ଓଡିଶା,୮/୨ : ଇନ୍ଦୋରରେ ନିର୍ମାଣ ହେବ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାମରେ ଏକ ସଙ୍ଗୀତ ଏକାଡେମୀ। ଏଥି ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ଏ ନେଇ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ!-->!-->!-->…
ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ
ମେଟ୍ରୋ ଟିଭି ଓଡିଶା,୮/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର!-->!-->!-->…
ବବି ସାର୍ଙ୍କ ନିଆରା ପ୍ରୟାସ
ମେଟ୍ରୋ ଟିଭି ଓଡିଶା,୬/୨ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଦାଇଁଲ ପଞ୍ଚାୟତର ଯୁବ ସମାଜସେବି ରଞନ କୁମାର ଜେନା ବବି ସାର୍ ଙ୍କ ନିୟାରା ପ୍ରୟାସ ଦେଖିବାକୁ ମିଳିଛି। ନିଜଶ୍ୱ ଉଦ୍ୟମରେ ଦାଇଁଲ ହନୁମାନ ମନ୍ଦିର ପାଖରୁ ବାୟା ଅବଧୂତ କଲେଜ ପାଖ ରାସ୍ତା ଦୁଇପାଖ କଣ୍ଟାକୁ ସପାଂ କରିବା ସହ!-->…
ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା
ମେଟ୍ରୋ ଟିଭି ଓଡିଶା,୬/୨ : ରାସ୍ତା ନାହିଁ ତ ଭୋଟ ବି ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଭୋଇଟିକ୍ରା ଗ୍ରାମବାସୀ । ବରଗଡ଼ କେନାଲ ଡିଭିଜନ ଅଧିନରେ ଥିବା କୁମ୍ଭାରୀ-ଭୋଇଟିକ୍ରା ୩ କିଲୋମିଟର!-->!-->!-->…
ସାଳନ୍ଦୀ ନଦୀକୁ ଧସିଲା ୧୦୦ ଫୁଟର ସୁରକ୍ଷା ବନ୍ଧ ,ଅଳ୍ପକେ ବର୍ତ୍ତିଲେ ୬ ପରିବାର
ମେଟ୍ରୋ ଟିଭି ଓଡିଶା,୬/୨ : ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ। ଭୂସ୍ଖଳନ ଘଟି ୩ରୁ ୪ ଫୁଟର ଫାଟ ସୃଷ୍ଟି ହୋଇଛି । ଅଳ୍ପକେ ବର୍ତ୍ତିଲେ ୬ ପରିବାର ଓ ଗୃହପାଳିତ ଗୋରୁଗାଈ। ଖବର ଅନୁଯାୟୀ, ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ!-->…