Trending
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
Browsing Category
Public
Public related news information updates will be here
ଆଜି ସନ୍ଧ୍ୟା ୫ଟାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଉଦ୍ଘାଟନ କରିବେ ମୋଦି
ମେଟ୍ରୋ ଟିଭି ଓଡିଶା,୫/୨ : ଆଜି ଉଦ୍ଘାଟିତ ହେବାକୁ ଯାଉଛି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’। ଶନିବାର ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପ୍ରତିମାର ଅନାବରଣ କରିବେ। statue of Equalityର ବହୁତ ଗୁରୁତ୍ୱ ରହିଛି। ଏହି କାରଣରୁ ତେଲେଙ୍ଗାନା!-->!-->!-->…
ନୂଆ ରୂପରେ ମୋ ସାଇକେଲ
ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ!-->…
ଆଜି ବିଶ୍ୱ କର୍କଟ ଦିବସ
ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖରେ ପାଳନ ହୁଏ ବିଶ୍ୱ କର୍କଟ ଦିବସ । ସମଗ୍ର ବିଶ୍ୱରେ କର୍କଟ ଭଳି ବ୍ୟଙ୍କର ରୋଗକୁ ନିରାକରଣ କରିବାକୁ ଏହି ଦିବଦରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସବୁ ଅନୁଷ୍ଠିତ କରାଯାଏ । ପାଶ୍ଚାତ୍ୟ ଦେଶ ଆମେରିକାରେ ପୁରୁଷଙ୍କୁ ହେଉଥିବା!-->…
କୋହଳ ହୋଇପାରେ ନିର୍ବାଚନ ପ୍ରଚାର
ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା!-->…
ବିଶ୍ୱର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମେଟ୍ରୋ ଟିଭି ଓଡିଶା,୨/୨ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଯେତିକି ସକ୍ରିୟ ସେତିକି ଲୋକପ୍ରିୟ। ଟ୍ୱିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ପ୍ରଫେସନାଲ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଆସୁଛନ୍ତି ।!-->…
ବଜେଟ୍ ଅଧିବେଶନରେ ହାଲୁଆ ଉତ୍ସବ: ପଛରେ ପରମ୍ପରାର ମହତ୍ୱ
ମେଟ୍ରୋ ଟିଭି ଓଡିଶା,୧/୨ : କାହିଁକି ବଜେଟ୍ ଅଧିବେଶନରେ ଖିଆଯାଏ ହାଲୁଆ । କଣ ଆପଣ ଏହି ହାଲୁଆ ଉତ୍ସବ ବିଷୟର କିଛି ଜାଣନ୍ତି । ଯଦି ନ ଜାଣନ୍ତି ତେବେ ଆମେ କହିବୁ ପ୍ରକୃତରେ କାହିଁ ହାଲୁଆ ଉତ୍ସବକୁ ପାଳନ କରାଯାଏ । ସୂଚନ। ଅନୁସାରେ ପ୍ରତ୍ୟକ ବର୍ଷ ବଜେଟ ଅଧିବେଶନ ହାଲୁଆ ଉତ୍ସବକୁ,!-->…
କମିଲା ରନ୍ଧନ ଗ୍ୟାସ ଦର
ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍!-->!-->!-->…
ରୁଟିରେ ଚକାଆଖି : ଦର୍ଶନ କରିବାକୁ ଲୋକଙ୍କ ଭିଡ
ମେଟ୍ରୋ ଟିଭି ଓଡିଶା,୧/୨ : କଥାରେ ଅଛି ଭକ୍ତ ଭକ୍ତିରେ ଡାକିଲେ ଭଗବାନ୍ ସବୁଠାରେ ମିଳିଯାଇଥାନ୍ତି । ସେ ପଥରରେ ହେଉ କିମ୍ବା କୈାଣସି ବସ୍ତୁରେ । ଭଗବାନ ସବୁବେଳେ ଭକ୍ତଙ୍କ ଡାକ ଶୁଣିବା ପାଇଁ କୈାଣସି ନା କୈାଣସି ରୂପରେ ଦେଖାଦିଅନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗଯୁଗାନ୍ତରର ।!-->…
ଜାନୁଆରୀରେ ରେର୍କଡ କଲା ଜିଏସ୍ଟି ଆଦାୟ
ମେଟ୍ରୋ ଟିଭି ଓଡିଶା,୧/୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର୍-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬!-->…
ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
image credit-HLIVE
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ!-->!-->!-->!-->!-->…