Browsing Category

National

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ…

ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ସେଠାରେ ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କରିଛନ୍ତି। ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦୀ। ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି…

ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ

ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଏପ୍ରିଲ ୨୨ ପହଲଗାଓଁ ହମଲା ଏବଂ ତତପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ଯାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି…

ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଥିଲେ ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍‌ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍‌ ଗିରଫ କରିଛି। ତେବେ ଏହି ମାଲାକୁ ନେଇ ଏକ…

ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି

ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ କୋଭିଡ କେସ୍ ୧୨୦୦ % ରୁ ଅଧିକ ବୃଦ୍ଧି ପାଇଛି। ଏହି ବୃଦ୍ଧିର କାରଣ କ’ଣ ? ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୫୮ ଥିବା ବେଳେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସଦ୍ୟତମ ଲହରରେ ସବୁଠାରୁ ଅଧିକ…

ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ – ମୋଦୀ

ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ସାମିଲ୍‌ ‌ହୋଇଛନ୍ତି। ଏହି ଆୟୋଜନ ଜବୁଁରି ‌ପଡ଼ିଆରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ନାରୀ ମଥାର ସିନ୍ଦୂରର ଶକ୍ତିକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ। ପିମଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ବୈଭବ। ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରି ରାତାରାତି ଷ୍ଟାର ବନିଯାଇଛନ୍ତି ବୈଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ…

ଆଜି ପୁଞ୍ଚ ଯାତ୍ରା କରିବେ ଶାହ

ଆଜି ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଆଜି ପୁଞ୍ଚରେ ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାକ୍ଷାତ କରିବେ ଶାହ। ଗତକାଲି ଗ୍ରସ୍ତର ପ୍ରଥମ ଦିନରେ ରାଜଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା…

ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି

୯ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କଲା ବେଙ୍ଗାଲୁରୁ। କିଙ୍ଗସ ଇଲେଭେନ ପଞ୍ଜାବକୁ ୮ ଓ୍ବିକେଟରେ ହରାଇ ଫାଇନାଲରେ ଆରସିବି। ପ୍ରଥମେ ପଞ୍ଜାବ ବ୍ୟାଟିଂ କରି ୧୦୧ ରନ କରିଥିଲା। ୧୦୨ ରନର ବିଜୟ ଟାର୍ଗେଟକୁ ୧୦ ଓଭରରେ ହାସଲ କରିଥିଲା ଆରସିବି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି…

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଛନ୍ତି। ଦେଶ ଓ ରାଜ୍ୟର ସୁରକ୍ଷା ଏବଂ ବିକାଶ ସମ୍ପର୍କିତ ବିଭିନ୍ନ…