Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ରାଜ୍ୟସଭାରେ ପାସ୍ ହେଲା ଭିବି-ଜି ରାମ ଜି ବିଲ୍, ମନରେଗାର ସ୍ଥାନ ନେବ ଭିବି-ଜି ରାମ…
ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍ ହେଲା ଭିବି-ଜି ରାମ ଜି ବିଲ୍। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି ମନରେଗାର ନାଁ ପରିବର୍ତ୍ତନ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଏହି ବିଧେୟକ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକ ମିଶନ ବିଧେୟକ, ୨୦୨୫(ଭିବି-ଜି ରାମ ଜି) ମନରେଗାର…
୩୯ଦେଶକୁ ଆମେରିକା ଆସିବା ମନା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ୟ ୧୫ଟି…
ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀ
ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀକୁ ମନେ ପକାଏ । ଡିସେମ୍ବର ୧୬, ୧୯୭୧ ଭାରତୀୟ ସେନାର ଅଦମ୍ୟ ସାହସ, ରଣନୀତି ଏବଂ ବୀରତ୍ୱର ଐତିହାସିକ ପ୍ରମାଣ। ଏହି ଦିନଟି ଭାରତ-ପାକିସ୍ତାନ ଯୁଦ୍ଧର ସମାପ୍ତି ଏବଂ ଏକ ସ୍ୱତନ୍ତ୍ର ରାଷ୍ଟ୍ର ବାଂଲାଦେଶର ଜନ୍ମକୁ ସ୍ମୃତିଚାରଣ…
ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ…
ତିରୁଅନନ୍ତପୁରମ୍ରେ ୪୫ ବର୍ଷର ବାମପନ୍ଥୀ ଦଖଲ ଶେଷ
କେରଳ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତିରୁଅନନ୍ତପୁରମ୍ କର୍ପୋରେସନ ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ କେବଳ ଏକ ସାଧାରଣ ନିର୍ବାଚନ ଫଳାଫଳ ନୁହେଁ,…
ଆଜିର ଦିନରେ ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା
୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଆଜି, ସଂସଦ ଉପରେ ଆକ୍ରମଣର ପୁରିଛି ୨୪ ବର୍ଷ । ଆଜି ବି ବାର୍ଷିକୀରେ ଦେଶ ସେହି ସାହସୀ ସହିଦଙ୍କୁ ମନେ ପକାଉଛି । ଯେଉଁମାନେ ନିଜ…
୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ ଇଣ୍ଡିଗୋ
ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ…
ପୁଅର ପରୀକ୍ଷା ପାଇଁ ବାପା ରାତିସାରା ୮୦୦ କିମି କାର୍ ଚଳାଇଲେ
ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ…
ଶିବରାଜ ପାଟିଲଙ୍କ ଦେହାନ୍ତ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ରଣନୈତିକ ସହଭାଗୀତାର ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ନେତା ଦୁଇ ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ସମ୍ପର୍କ ଏବଂ…