Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
National
କେରଳ ହେଲା “କେରଳମ୍”
ଆଜି କେନ୍ଦ୍ର କ୍ୟାବିନେଟ କେରଳର ନାମ ପରିବର୍ତ୍ତନ କରି “କେରଳମ୍” କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ “କେରଳମ୍” କରାଯିବାକୁ ଦାବି ହୋଇଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦାବିକୁ…
ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ ପ୍ରତିମା ଅନାବରଣ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ଅଧିକାରୀକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। ଏଥିରେ…
ମନ କି ବାତର ୧୩୧ତମ ସଂସ୍କରଣ: ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତର ୧୩୧ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ସେ ଏଆଇ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ବିଷୟରେ ଆଲୋଚନା କରିଛନ୍ତି। ସମ୍ପ୍ରତି ଅନୁଷ୍ଠିତ ଏଆଇ ଶିଖର ସମ୍ମିଳନୀ ପରେ ଏହି ବିଷୟ ଉପରେ ଆଲୋଚନା…
ଦୁର୍ବଳତା ଅନୁଭବ ହେତୁ ହସପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର
ଏନସିପି-ଏସପି ନେତା ଶରଦ ପାୱାର ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ବଳତା ଅନୁଭବ କରିବାକରୁ ତାଙ୍କୁ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । କିଛିଦିନ ତଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶରଦ ପାଓ୍ବାର…
ଏଣିକି ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ମିରଟ ଯାତ୍ରା, ଆରମ୍ଭ ହେଲା ଭାରତର ସବୁଠୁ ସେମି-ହାଇ-ସ୍ପିଡ୍ ଲୋକାଲ ରାପିଡ୍…
ଏଣିକି ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ମିରଟ ଯାତ୍ରା। ଆରମ୍ଭ ହେଲା ଭାରତର ସବୁଠୁ ସେମି-ହାଇ-ସ୍ପିଡ୍ ଲୋକାଲ ରାପିଡ୍ ଟ୍ରେନ୍। ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କମ୍ ଦାମରେ ମିଳିବ ଉଚ୍ଚମାନର ସୁବିଧା। ଭାରତର ସବୁଠାରୁ ଦ୍ରୁତତମ ମେଟ୍ରୋ ଟ୍ରେନ୍ ସେବା ମିରଟରେ…
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗୁଟେରେସ ଏଆଇ ସମ୍ମିଳନୀ ୨୦୨୬ ରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ପୂର୍ବରୁ ଗୁଟେରସ ବିଶ୍ୱର ମଙ୍ଗଳ ପାଇଁ ଏବଂ ମାନବଜାତି ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ ହ୍ରାସ…
ଏଆଇକୁ ଲୋକତାନ୍ତ୍ରିକ ବା ଗଣତାନ୍ତ୍ରିକ ରୂପ ଦେବାକୁ ହେବ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଭାରତକୁ ଟେକନୋଲୋଜି ଏବଂ ଟ୍ୟାଲେଣ୍ଟର ଏକ ବଡ କେନ୍ଦ୍ର ବୋଲି କହିଛନ୍ତି । ଏହାସହ ଏଆଇକୁ ନେଇ ନୂଆ ମନ୍ତ୍ର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଏଆଇ କ୍ଷେତ୍ରରେ ଆଗକୁ…
ସରକାରମାନେ ମାଗଣା ଉପହାର ବଣ୍ଟନ କରିବା ଅପେକ୍ଷା ନିଯୁକ୍ତି ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବା ଉଚିତ –…
ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ସେମାନଙ୍କର ନିର୍ବାଚନ ପ୍ରତିଶ୍ରୁତିର ଅଂଶ ଭାବରେ ମାଗଣା ଉପହାର ବଣ୍ଟନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଅନେକ ରାଜ୍ୟ ସରକାର ଭାରୀ ଋଣ ଏବଂ କ୍ଷତି ସତ୍ତ୍ୱେ ମାଗଣା ଯୋଜନା ବଣ୍ଟନ କରୁଛନ୍ତି। “ଯଦି ସରକାର ମାଗଣା…
ଭୋଟ ଅନିୟମିତତା ଅଭିଯୋଗରେ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ
ଏମିତି କଣ ହେଲା ଯେ, ଏକାଥରେ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । କୋର୍ଟଙ୍କ ନୋଟିସ୍ ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏ ଘଟଣା ବିହାରରେ ଘଟିଛି । ପାଟନା ହାଇକୋର୍ଟ ୪୨ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ।
ପାଟନା ହାଇକୋର୍ଟ ବିହାରର ଶାସକ ଏବଂ…
ଏଆଇ ସମିଟ୍ରୁ ରୁ ବାଦ ପଡ଼ିଲା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ,ଚୀନ୍ ରୋବୋଟ୍କୁ ନିଜର ବୋଲି କରିଥିଲା ଦାବି
ରାଜଧାନୀ ଦିଲ୍ଲୀରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍-୨୦୨୬ର ମହାକୁମ୍ଭ। କିନ୍ତୁ ଆରମ୍ଭରୁ ବିବାଦ ଏବଂ ଆକ୍ସନ। ଚୀନ୍ ରୋବୋଟିକ୍ ଡଗ୍ ପ୍ରଦର୍ଶନ ଦାବି କରି ବିବାଦରେ ଫସିଥିବା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ ଚୀନ୍…