Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ ହେବାକୁ ଯାଉଛି। କଲକାତା (ହାୱଡା)ରୁ ଗୁଆହାଟୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଟ୍ରେନ୍ର ବିଶେଷତ୍ବ ହେଉଛି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ ୨,୦୦୦ ରୁ ଅଧିକ…
ବିମାନ ଦୁର୍ଘଟଣା: ଡିଜିସିଏ ଟିମ୍ର ତନାଘନା, ୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ
ରାଉରକେଲା ଉପକଣ୍ଠ ଜଲଦା ଅଞ୍ଚଳର ଏକ ବିଲରେ ବିମାନ ଦୁର୍ଘଟଣା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ରାଉରକେଲାରେ ଡିଜିସିଏ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି। ସେମାନଙ୍କ ସହ ‘ୱାନ୍ ଏୟାର’ କର୍ତ୍ତୃପକ୍ଷ, ଏଏଆଇବି ଟିମ୍ ପହଞ୍ଚି ଦୁର୍ଘଟଣାର ସବୁଦିଗକୁ ନେଇ ତଦନ୍ତ…
ପିଏସ୍ଏଲ୍ଭି-ସି୬୨ ଉତ୍କ୍ଷେପଣ ବିଫଳ, ଅର୍ବିଟରେ ମୁତୟନ ହୋଇପାରିଲାନି ୧୬ ଉପଗ୍ରହ
ଭାରତୀୟ ମହାକାଶ ଗବେଷଣା ସଂଗଠନ ଚଳିତ ବର୍ଷର ପ୍ରଥମ ମିଶନ ବିଫଳ ହୋଇଛି। ୨୬୦ ଟନ୍ ବିଶିଷ୍ଟ ପିଏସ୍ଏଲ୍ଭି-ଡିଏଲ୍ ଶ୍ରେଣୀର ରକେଟ ୧୬ଟି ଉପଗ୍ରହ ସହିତ ସୋମବାର ସକାଳ ୧୦ଟା ୧୭ ମିନିଟରେ ଉତ୍କ୍ଷେପଣ କରାଯାଇଥିଲା। ୨୦୨୬ରେ ଏହା ଇସ୍ରୋର ପ୍ରଥମ ଅର୍ବିଟାଲ ମିଶନ ଥିଲା।ଆନ୍ଧ୍ରପ୍ରଦେଶ …
ପୂର୍ବତନ ଆଇଏଏସ୍ ପୂଜା ଖେଡକରଙ୍କ ଘରୁ ମୂଲ୍ୟବାନ ଜିନିଷ ଚୋରି କଲେ ଘରୋଇ ସହାୟିକା
ପୂର୍ବତନ ଆଇଏଏସ୍ ପ୍ରୋବେସନର ପୂଜା ଖେଡକର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପୂଜାଙ୍କ ଘରେ ଥିବା ଜଣେ ଘରୋଇ ସହାୟିକା ତାଙ୍କ ଘରୁ ସବୁ ମୂଲ୍ୟବାନ ଜିନିଷ ଚୋରି କରିନେଇଛି । ପୂଜା ଖେଡକର ଏନେଇ ପୋଲିସକୁ ଫୋନ୍ ଯୋଗେ ଅଭିଯୋଗ କରିଛନ୍ତି । ପୂଜାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘରୋଇ…
ସୋମନାଥ ‘ସ୍ବାଭିମାନ ପର୍ବ ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟରେ ପହଞ୍ଚିଛନ୍ତି । ୩ ଦିନିଆ ଗୁଜରାଟ ଗସ୍ତରେ ମୋଦୀ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ମୋଦୀ ଗିର ସୋମନାଥରେ ପହଞ୍ଚିଛନ୍ତି । ସେଠାରେ ବହୁ ସଂଖ୍ୟକ ଲୋକ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି । ସୋମନାଥ…
ଜାନୁୟାରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ ,ଫେବୃଆରୀ ୧ ରେ ଆସିବ ବଜେଟ
ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୮ରୁ ଆରମ୍ଭ ହୋଇପାରେ ଓ କେନ୍ଦ୍ରୀୟ ବଜେଟ୍ ୧ ଫେବୃଆରୀ ରବିବାର ଉପସ୍ଥାପନ ହୋଇପାରେ। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ନିର୍ଦ୍ଧାରିତ ସମ୍ଭାବିତ କାର୍ଯ୍ୟକ୍ରମର ସୂଚନା ଦେଇ ଅଧିକାରୀମାନେ ଶୁକ୍ରବାର ଏହା କହିଛନ୍ତି। ଅଧିକାରୀ କହିଛନ୍ତି ଯେ…
ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ , ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି
ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ…
ଉତ୍ତର ପ୍ରଦେଶରେ ସ୍ଵତନ୍ତ୍ର ଭୋଟର ତାଲିକା ପୁନଃନିରୀକ୍ଷଣ ପରେ କଟିଲେ ୩ କୋଟି ଭୋଟର
ଉତ୍ତର ପ୍ରଦେଶରେ ସ୍ଵତନ୍ତ୍ର ଭୋଟର ତାଲିକା ପୁନଃନିରୀକ୍ଷଣ(ଏସଆଇଆର) ପରେ କଟିଲେ ୩ କୋଟି ଭୋଟର। ଜାରି ଡ୍ରାଫ୍ଟ ଭୋଟର ତାଲିକାରେ ବିହାରଠୁ ମଧ୍ୟ ଉତ୍ତର ପ୍ରଦେଶରେ ଅଧିକ ନାଁ କଟିଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି ଡ୍ରାଫ୍ଟ ତାଲିକାରେ ପ୍ରାୟ ତିନି କୋଟି ଭୋଟରଙ୍କ ନାଁ କଟିଛି।…
ଇଣ୍ଡିଆନ କୋଷ୍ଟ ଗାର୍ଡ ସହ ଯୋଡ଼ି ହେଲା ‘ସମୁଦ୍ର ପ୍ରତାପ’
ଭାରତର ସାମୁଦ୍ରିକ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ନୂଆ ଦୃଢତା ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଗାଆରେ ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ସହ ପ୍ରଦୂଷଣ ନିୟନ୍ତ୍ରଣ ପୋତ ‘ସମୁଦ୍ର ପ୍ରତାପ’କୁ ସାମିଲ କରିଛନ୍ତି। ଗୋଆ ସିପୟାର୍ଡ ଲିମିଟେଡ (ଜିଏସଏଲ)ରେ…