Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Market
All market-related news and information will update here
ଜିଏସ୍ଟି କୁ ପୂରିଲା 7
୨୦୧୭ ମସିହା ଜୁନ୍ ୩୦ ଓ ଜୁଲାଇ ୧ ତାରିଖର ମଧ୍ୟରାତ୍ରରେ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଏହି ନୂଆ ଟିକସ ବ୍ୟବସ୍ଥାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ…
ଚିନ୍ତିତ ମୋବାଇଲ୍ ଗ୍ରାହକ
ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବା ୱି ସେମାନଙ୍କ ଟାରିଫ୍ ଦାମ୍ରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ଗତକାଲି ଜିଓ ଏହାର ଟାରିଫ୍ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ବଢ଼ାଇଛନ୍ତି। ଏହି ତିନି…
ସମସ୍ତ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଜିଓ
ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍, ୩ ଡାଟା ଆଡ଼ଅନ୍ ଏବଂ ୨ ପୋଷ୍ଟପେଡ୍ ପ୍ଲାନ୍ ଉପରେ ଏହି ମୂଲ୍ୟ ବୃଦ୍ଧି…
ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଭାରତୀୟ ଷ୍ଟକ ବଜାର : ୭୯,୦୦୦ରେ ବନ୍ଦ ହେଲା ସେନସେକ୍ସ
ଭାରତୀୟ ଷ୍ଟକ ବଜାର ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଗୁରୁବାରର କାରବାର ଅଧିବେଶନ ସେନସେକ୍ସ ଓ ନିଫ୍ଟି ପାଇଁ ଐତିହାସିକ ରହିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ଟପିଥିବା ବେଳେ ନିଫ୍ଟି ୨୪,୦୦୦ଉପରେ ବନ୍ଦ ହୋଇଛି। ବଜାରରେ ଏହି ବୃଦ୍ଧିର ଶ୍ରେୟ…
ଶେୟାର ବଜାର କାରବାରରେ ଉତ୍ସାହ
ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ଅଲ୍ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୬୭୪.୨୫ଅଙ୍କ)ରେ…
‘ସ୍କୋଡା’ର ‘କଷ୍ଟମର କେୟାର ପ୍ରୋଗ୍ରାମ’ ଉଦ୍ଘାଟିତ
ବହୁରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍ ‘ସ୍କୋଡା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କଷ୍ଟମର କେୟାର ପ୍ରୋଗ୍ରାମ’ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଚଳିତ ଗ୍ରୀଷ୍ମ ଅବକାଶରେ ସ୍କୋଡାର ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଅବସର ବିନୋଦନ ଓ ମନୋରଞ୍ଜନ ପାଇଁ ସୁଯୋଗ ଯୋଗାଇ ଦିଆଯାଉଛି। ଏହି…
ବିର୍ଲା ଓପସ୍ ପେଣ୍ଟସ୍
ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବିର୍ଲା ଓପସ୍ର ନୂତନ ଉତ୍ପାଦ ‘ବିର୍ଲା ଓପସ୍ ପେଣ୍ଟସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବିର୍ଲା ଓପସ୍ ସମସ୍ତ ବର୍ଗରେ ଏକ ବିବିଧ ପୋର୍ଟଫୋଲିଓ ଏବଂ ଇଣ୍ଟେରିୟର, ଏକ୍ସେଟେରିୟର,…
୧୬ ହଜାର ଟଙ୍କାରେ କିଣାଯାଇପାରିବ ଆଇଫୋନ୍-୧୫
iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର ଆଇଫୋନ୍-୧୫ ସ୍ମାର୍ଟଫୋନକୁ ମାତ୍ର ୧୬ ହଜାର ଟଙ୍କାରେ କିଣାଯାଇପାରିବ। ଏଥିସହ କିଛି ଅନ୍ୟାନ୍ୟ ରିହାତି ଅଫର ମଧ୍ୟ ମିଳିବ। ଫୋନ୍ କ୍ରୟ ଉପରେ ବ୍ୟାଙ୍କ ରିହାତି ସହ ଏକ୍ସଚେଞ୍ଜ୍…
ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି ବେଦାନ୍ତ ଗ୍ରୁପ୍
ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି । ଏପରିକି ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,…
15 ମିନିଟରେ ଡେଲିଭରି କରିବାକୁ ଟାର୍ଗେଟ୍ କରୁଛି ଫ୍ଲିପକାର୍ଟ
ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ ପ୍ରୟାସ ହେବ। ରିପୋର୍ଟ ଅନୁଯାୟୀ “ଫ୍ଲିପକାର୍ଟ…