Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Browsing Category
Market
All market-related news and information will update here
ଆଜି ସେନ୍ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି
ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭ ପଏଣ୍ଟରେ ପହଞ୍ଚିଛି ସେନ୍ସେକ୍ସ। ଏଥିରେ ୨୨୬.୬୨ (୦.୨୯ ପ୍ରତିଶତ) ପଏଣ୍ଟ ବୃଦ୍ଧି ପାଇଛି । କାରବାର ଆରମ୍ଭରୁ ଏହା ୭୭,୩୨୬.୮୦…
ଇଭିକୁ ପଛରେ ପକାଇଦେବ “ହାଇବ୍ରିଡ୍ କାର୍ “
ଇଲେକ୍ଟ୍ରିକ୍ ଯାନ (ଇଭି)ର ଏକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ହାଇବ୍ରିଡ୍ ଗାଡ଼ି। ଦେଶରେ ହାଇବ୍ରିଡ୍ ଗାଡ଼ି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅଧିକ ମାଇଲେଜ୍, କମ୍ ପରିଚାଳନା ଖର୍ଚ୍ଚ ଓ ପ୍ରଦୂଷଣ ହ୍ରାସ କରିବାରେ ହାଇବ୍ରିଡ୍ ଗାଡ଼ି ସହାୟକ ହେଉଥିବାରୁ ତାହାକୁ ଗ୍ରାହକମାନେ ଅଧିକ…
ପରିବା ବଜାରରେ ଆକାଶ ଛୁଆଁ
ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ । ଗୋଟେ ଖରା ଗରମ ଅନ୍ୟପଟେ ବଜାରରେ ଲେମ୍ବୁର ମୂଲ୍ୟ ବୃଦ୍ଧି । ସବୁଠୁ ଚିନ୍ତାରେ ପକାଇଲାଣି ଟମାଟୋ କିଲୋଗ୍ରାମରେ ୧୦୦ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି…
ନ୍ୟୁ ରାଜସ୍ଥାନ କଟନ୍ଫାବ-୨୦୨୪ ଉଦ୍ଘାଟିତ – ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍ଫାବ-୨୦୨୪ ପ୍ରଦର୍ଶନୀ’ ନିକଟରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ପ୍ରଦଶର୍ନୀ ଚଳିତ…
ବଜାରରେ ମହଙ୍ଗା ମାଡ଼
ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି,…
ଏଲ୍ଆଇସି – ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପ୍ରବେଶ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ
ବର୍ତ୍ତମାନ ଜୀବନ ବୀମା କଂପାନିଗୁଡ଼ିକ ସ୍ୱାସ୍ଥ୍ୟ ବୀମା ପଲିସିକୁ ଅଣ୍ଡରରାଇଟ୍ କରିବାକୁ ଅନୁମତି ଦେଉନାହାନ୍ତି। ଏଭଳି ପଲିସିକୁ ସାଧାରଣ ବୀମା କଂପାନି ବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା କଂପାନିମାନେ ବିକ୍ରି କରିଥାନ୍ତି। ଏଲଆଇସି ଏକ ନିୟାମକ ଫାଇଲିଂରେ କହିଛି ଯେ ବର୍ତ୍ତମାନ ଆମେ ସ୍ପଷ୍ଟ…
ଆସନ୍ତା ବର୍ଷ ଷ୍ଟକ୍ ବଜାର ନିମ୍ନଗାମୀ ହେବ – ଅର୍ଥନୀତିଜ୍ଞ ମତ
ଷ୍ଟକ୍ ବଜାରରେ ନିବେଶ କରୁଥିବା ଲୋକମାନଙ୍କୁ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ସାବଧାନ କରିଛନ୍ତି। ୨୦୨୫ରେ ଏକ ବଡ଼ ଧରଣର ବିପଦ ଦେଖାଦେବ ବୋଲି ସେ ଆକଳନ କରିଛି। ସେହି ସଙ୍କଟ ୨୦୦୮ରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ସମୟଠାରୁ ମଧ୍ୟ ଖରାପ ରହିବ ବୋଲି ସେ ଜଣାଇଛନ୍ତି।…
ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର
ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ…
ଗରମ କାରଣରୁ ଗାଡ଼ି ସୋ’ରୁମ୍ରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ
ଚଳିତ ବର୍ଷ ମେ’ ମାସରେ ଗାଡ଼ି ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କାର୍ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ପ୍ରବଳ ଗରମ କାରଣରୁ ସୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ ପାଇଥିଲା। ଗରମ ସାଙ୍ଗକୁ ନିର୍ବାଚନ ତାତି ଗାଡ଼ି ବିକ୍ରିକୁ ଆହୁରି ପ୍ରଭାବିତ କରିଥିଲା। ଗାଡ଼ି…
ମୋଦୀଙ୍କ ତୃତୀୟ ପାଳିରେ ବଡ଼ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜାରି ରହିବ
ମୋଦୀଙ୍କ ତୃତୀୟ ପାଳିରେ ବଡ଼ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ୨୦୨୪ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ କରିବାକୁ ହେଲେ ଭିତ୍ତିଭୂମି, ଶ୍ରମ ଓ ମାନୁଫାକ୍ଚରିଂ…