Browsing Category

Health

News related to complete physical, mental and social well-being

ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ କ’ଣ?

ଚଳିତ ମାସ ଠାରୁ ଆଣ୍ଟିମାଇକ୍ରୋବାୟଲ୍ ସଚେତନତା ସପ୍ତାହର ପ୍ରଥମ ଦିନ। ୨୦୧୫ ମସିହାରୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏହି ସପ୍ତାହ ପାଳନ କରିଆସୁଛି ଯାହା ଦ୍ୱାରା ସାରା ବିଶ୍ୱରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ। ଏହି ସଚେତନତା ଅତ୍ୟନ୍ତ…

ପାଗ ପରିବର୍ତନ ହେଲେ କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ

ଋତୁ ପରିବର୍ତ୍ତନ ପ୍ରକୃତିର ଏକ ସୁନ୍ଦର ଅଂଶ, କିନ୍ତୁ କେତେକ ସମୟରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଗ୍ରୀଷ୍ମରୁ ବର୍ଷା କିମ୍ବା ବର୍ଷାରୁ ଶୀତକୁ ପରିବର୍ତ୍ତନ ହେବା ସହିତ କିଛି ଲୋକଙ୍କ ମଧ୍ୟରେ ଥଣ୍ଡା, ଜ୍ୱର କିମ୍ବା ଆଲର୍ଜି ଭଳି ସମସ୍ୟା ଦେଖାଯାଏ। ଆପଣ କେବେ…

ବଥୁଆ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ

ଶୀତଦିନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରକାରର ପନିପରିବା ବଜାରରେ ଉପଲବ୍ଧ ହୋଇଥାଏ। ଏହି ଋତୁରେ ଅଧିକମାତ୍ରାରେ ପାଳଙ୍ଗ ଶାଗ ଓ ବଥୁଆ ଶାଗ ବଜାରରେ ମିଳିଥାଏ। ଏହାର ଚାହିଦା ବି ଖୁବ ରହିଛି। ଆପଣ ଜାଣନ୍ତି କି ପାଳଙ୍ଗ ଶାଗ ଭଳି ସାଧାରଣ ଦେଖାଯାଉଥିବା ବଥୁଆ ଶାଗ କେବଳ…

ଘରେ ବନାନ୍ତୁ ଲିପବାମ୍

ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, କଳା ପଡ଼ିଯିବା ଏବଂ ଶୁଷ୍କ ହୋଇଯିବା‌। ଶୀତ ଋତୁରେ ବୋହୁଥିବା ଥଣ୍ଡା ପବନ ଚର୍ମର ଆର୍ଦ୍ରତା ହ୍ରାସ କରିଥାଏ, ଯାହା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଏହି ଶୁଷ୍କତା ବେଳେବେଳେ ଓଠକୁ କଳା ମଧ୍ୟ କରିଦିଏ। ତେବେ ହେଉଥିବା ଏସବୁ ସମସ୍ୟାର…

ସର୍ବାଧିକ ପୋଷକ ତତ୍ତ୍ବରେ ଭରପୂର ଅଖରୋଟ

ଆଜିକାଲି ଫୁଡ୍ ଟ୍ରେଣ୍ଡରେ ଅଛି ଡ୍ରାଏ ଫ୍ରୁଟ୍ସ । ଏହାକୁ ରାତିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାର ତରିକା ଅନେକ ଆପଣାଇବାରେ ଲାଗିଲେଣି । କାରଣ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଶରୀରରେ ଭରପୂର ଏନର୍ଜି ଦେଇଥାଏ   । ଦିନ ସାରା ଫୂର୍ତ୍ତି ଅନୁଭବ…

ମାଇଣ୍ତ ଫ୍ରେସ୍ କରେ କପେ ଚା

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍  ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ ।  ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଆଉ ସେ ସବୁ ପାଇଁ ସବୁ ର…

ଶୀତ ଦିନେ କିପରି ନେବେ ଚର୍ମର ଯତ୍ନ

ଶୀତଦିନେ ଅଧିକାଂଶ ଲୋକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଚର୍ମ ଶୁଷ୍କତା ହୁଏ, କେତେବେଳେ ଫାଟିଯାଏ। ଅଧିକ ଥଣ୍ଡା ଏବଂ ଶୁଷ୍କ ବାୟୁରେ ବହୁତ କମ୍ ଆର୍ଦ୍ରତା ଥାଏ, ଯାହା ଫଳରେ ଚର୍ମର ଆର୍ଦ୍ରତା ଶୀଘ୍ର ଶୁଖିଯାଏ।ଏହି ଋତୁରେ ଚର୍ମର ପ୍ରାକୃତିକ ତେଲ ଉତ୍ପାଦନ ମଧ୍ୟ ହ୍ରାସ…

ଲିଭର ଖରାପ ହେବାର ଲକ୍ଷଣ

ଲିଭର ଆମ ଶରୀର ଏକ ଜଟିଳ ଅଙ୍ଗ , ଯାହା ଆମ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା କେବଳ ଖାଦ୍ୟର ପାଚକ କ୍ରିୟା କରେନି ବରଂ ଶରୀରୁ ବି ଅନୁପଯୋଗୀ ପଦାର୍ଥକୁ ନିଷ୍କାସନ କରିବାରେ  , ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ , ପ୍ରୋଟିନ୍ ଓ ଶକ୍ତି ସଂରକ୍ଷଣ,…

ଛେଳି କ୍ଷୀର ଏକ ପ୍ରାକୃତିକ ଟନିକ୍

ଗାଈ ଏବଂ ମଇଁଷି କ୍ଷୀର ପରି ଛେଳି କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ। ଏଥିରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଭରି ରହିଛି। ଅନେକ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ଛେଳି କ୍ଷୀରକୁ ଏକ ପ୍ରାକୃତିକ ଟନିକ୍ ଭାବରେ ବିବେଚନା କରାଯାଇଥାଏ। ଆୟୁର୍ବେଦ ମଧ୍ୟ ଏହାକୁ ଅତ୍ୟନ୍ତ ଲାଭଦାୟକ ବୋଲି…

ଶୀତ ଋତୁରେ କଦଳୀ ଖାଇବା ଉଚିତ କି? ଆସନ୍ତୁ ଜାଣିବା

ଅଧିକାଂଶ ଲୋକ ଋତୁ ଅନୁସାରେ ଖାଦ୍ୟାଭ୍ୟାସ ରଖିଥାନ୍ତି। ଶୀତ ଋତୁ ଆସିଲାଣି ଯେହେତୁ ଆମ ଖାଦ୍ୟରେ ବି ଅନେକ ପରିବର୍ତ୍ତନ ହେବ। ଗ୍ରୀଷ୍ମ ଋତୁରେ ଲାଭଦାୟକ କିଛି ଖାଦ୍ୟ ଶୀତ ଋତୁରେ କ୍ଷତିକାରକ ହୋଇପାରେ। ଏପରି ଏକ ଫଳ ହେଉଛି କଦଳୀ। କଦଳୀ ବର୍ଷସାରା ସହଜରେ ଉପଲବ୍ଧ ଏବଂ ଏଥିରେ ପୋଷକ…