Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Health
News related to complete physical, mental and social well-being
ନିଜ ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ…
ବିଧାନସଭାରେ ମୁହାଁମୁହିଁ ହେଲେ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜ ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ନେତା । ତେବେ ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ…
ଅଣ୍ଡା କୋଲାଇନ୍ର ସର୍ବୋତ୍ତମ ଉତ୍ସ
ଅଣ୍ଡା ପ୍ରାଚୀନ କାଳରୁ ଖାଦ୍ୟର ଏକ ଅଂଶ ହୋଇଆସିଛି । ଏହା ଶିଶୁଙ୍କ ପୁଷ୍ଟିକର ଆବଶ୍ୟକତା ପୂରଣ କରିବାରେ ଏକ ମୂଲ୍ୟବାନ ଅବଦାନ ଅଟେ। ଅଣ୍ଡାରେ ୧୭ଟି ବିଭିନ୍ନ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ସହିତ ପୁଷ୍ଟିକର ତତ୍ତ୍ବ ରହିଥାଏ । ଅଣ୍ଡା କେବଳ ପ୍ରାତଃଭୋଜନର ଏକ ମୁଖ୍ୟ ଖାଦ୍ୟ ନୁହେଁ , ବରଂ…
ଫଳକୁ କିପରି ବାହାର କରିବେ ଦୂଷିତ ପଦାର୍ଥ ଏବଂ ଧୂଳିକଣା
ଶରୀରକୁ ସୁସ୍ଥ ରଖିବା ସହ ଶରୀରକୁ ଆବଶ୍ୟକୀୟ ପୋଷଣ ଦେବା ପାଇଁ ଆମେ ଫଳ ଖାଇଥାଉ। ବିଶେଷଜ୍ଞଙ୍କ ଅନୁସାରେ ପ୍ରତେକ ଦିନ ଫଳ ଖାଇବା ଦ୍ବାରା ଆମ ଶରୀରକୁ ଆବଶ୍ୟକ ପୋଷଣ ମିଳିଥାଏ। ହେଲେ ଆଜିକାଲି ମାର୍କେଟରେ ମିଳୁଥିବା ସବୁ ଜିନିଷକୁ ଅଧିକରୁ ଅଧିକ ବିକ୍ରି କରିବା ପାଇଁ ଦୋକାନୀମାନେ…
କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚା ଭୁର୍ସଙ୍ଗ ପତ୍ର
ଏବେ କେଶ ଝଡ଼ିବା ଯୁବପିଢ଼ିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ। ତେବେ ଭୁର୍ସଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ସୌନ୍ଦର୍ଯ୍ୟ ଓ ପ୍ରସାଧନରେ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କାରଣ ଭୁର୍ସଙ୍ଗ ପତ୍ରରେ ଭରି ରହିଛି…
ଶୀତଦିନେ ଗାଜର ଖାଇବାର ଲାଭ
ଶୀତଦିନେ ପ୍ରାୟତଃ କାଶ, ଥଣ୍ଡା, ଗଳା ଯନ୍ତ୍ରଣା ଏବଂ ଥକ୍କାପଣ ଭଳି ସମସ୍ୟା ଲାଗି ରୁହେ । ଏହା ବ୍ୟତୀତ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ଯାହା ଫଳରେ ବିଭିନ୍ନ ପ୍ରକାରର ରୋଗ ହୁଏ। ଆୟୁର୍ବେଦିକ ବିଶେଷଜ୍ଞଙ୍କ ମତରେ ଏହି ସମସ୍ୟାର ସବୁଠାରୁ ସରଳ ଏବଂ ପ୍ରାକୃତିକ ଉପଚାର ଆମ…
ସକାଳର ଏହି ସବୁ ଅଭ୍ୟାସ ପିଲାଙ୍କୁ କରିବ ସୁସ୍ଥ
ସକାଳ ହେଉଛି ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ବିଶେଷକରି ପିଲାମାନଙ୍କ ପାଇଁ। ଉଠିବା ପରେ ଆପଣଙ୍କ ପିଲା ଯାହା କରେ ତାହା ସାରା ଦିନ ସେମାନଙ୍କର ଚିନ୍ତାଧାରା, ଶିକ୍ଷଣ ଏବଂ ଆଚରଣକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନେ କୁହନ୍ତି ଯେ ଏକ ସୁନ୍ଦର ସକାଳର ରୁଟିନ୍ ମସ୍ତିଷ୍କର କାର୍ଯ୍ୟକୁ…
ଏହି କାରଣରୁ ସକାଳେ ପାଦରେ ଯନ୍ତ୍ରଣା ଅନୁଭବ ହୁଏ
ଆଗକୁ ବଢ଼ୁଥିବା ପାଦଟି ପୁଣିଥରେ ପଛକୁ ଫେରିଯାଏ ବିଛଣାକୁ । ତା’ପରେ ଧିରେ ଧିରେ ଯନ୍ତ୍ରଣା କମିଲେ ଆରମ୍ଭ ହୁଏ ନିତ୍ୟକର୍ମ । ଦିନେ ଦୁଇଦିନ ହେଲେ କିଛି ଫରକ ପଡ଼େନି କିନ୍ତୁ ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼େ ତା’ହେଲେ ଏହାକୁ ଅଣଦେଖା କରିବା ଭାରି ପଡ଼ିପାରେ । ଲୋକ ଏହାକୁ…
ଏହି ସବୁ ଖାଦ୍ୟ ପିଲାଙ୍କ ପାଇଁ ହାନିକାରକ
ପିଲାଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ ସେମାନଙ୍କର ସ୍ୱାସ୍ଥ୍ୟ। ଅଧିକାଂଶ ବାପାମାଆ ପିଲାଙ୍କ ପେଟ ଭରିବା ପାଇଁ ସ୍ୱାସ୍ଥ୍ୟକର କିମ୍ୱା ଅସ୍ୱାସ୍ଥ୍ୟକର କିଛି ମଧ୍ୟ ଖୁଆଇ ଦିଅନ୍ତି। ଏହାସହ କିଛି ପିଲା ଜଙ୍କ ଫୁଡ୍ ଖାଇବାକୁ ଜିଦି କରନ୍ତି। ଏମିତି କିଛି ଖାଦ୍ୟ ଜିନିଷ ଅଛି , ଯାହାକୁ କେବେ…
ଶୀତକାଳୀନ ରୋଗରୁ ରକ୍ଷା ପାଇବେ କିପରି
ଶୀତଦିନେ ଖାଇବା, ପିଇବା ଏବଂ ଆରାମ କରିବା ପାଇଁ ଏକ ସୁନ୍ଦର ପରିବେଶ ପ୍ରଦାନ କରେ, କିନ୍ତୁ ଏହା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ଏହି ସମୟରେ ଥଣ୍ଡା, କାଶ, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ସମସ୍ୟା ବୃଦ୍ଧି ପାଏ। କମ୍ ଆର୍ଦ୍ରତା ଶୁଷ୍କ ଚର୍ମ ଏବଂ ପିଲା-ବୟସ୍କଙ୍କ ମଧ୍ୟରେ…
ଗରମପାଣି ଶରୀରର ମେଟାବୋଲିକ ହାରରେ ସୁଧାର ଆଣିଥାଏ
ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍ ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି ସମସ୍ୟାକୁ ସମାଧାନ…