Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Health
News related to complete physical, mental and social well-being
ସାବଧାନ ଆସୁଛି ବାର୍ଡ ଫ୍ଲୁ
ଡବ୍ଲୁଏଚ୍ଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହା ଦ୍ୱାରା ହେଉଥିବା ସଂକ୍ରମଣ ପକ୍ଷୀ ଓ ମଣିଷଙ୍କ ଠାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତାଙ୍କୁ ନେଇ ଏକ ସ୍ୱତନ୍ତ୍ର ଚେତାବନୀ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ସତର୍କତା ପରେ ସରକାର ମଧ୍ୟ ଏହାର…
ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ୍ ହସ୍ପିଟାଲ୍ ପରିଦର୍ଶନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଥିବା ସୁବିଧା…
ଅସହ୍ୟ ହେଉଛି କି ପିଠି ଯନ୍ତ୍ରଣା ?
ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ, ଯାହାର ପରିଣତି ହେଉଛି କମ୍ ବୟସରୁ ଲୋକଙ୍କ ବୟସ ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ ୧୫ ମିନିଟ୍ ସମୟ ନିଶ୍ଚୟ…
ଶ୍ରାବଣ ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବେ
ଆମେ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାଉ। ତା’ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଦେବ ଦେବ ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ ମାସ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି…
ବର୍ଷାଋତୁରେ କୁଣ୍ଡେଇ ସମସ୍ୟା ହେଉଛି କି ?
ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ବର୍ଷାଦିନେ ଉପଯୁକ୍ତ ପୋଷାକ ନ ପିନ୍ଧିଲେ ତାହା ଓଦା ହେବା ଦ୍ୱାରା ଅନେକ ଥର କୁଣ୍ଡିଆର ସାମ୍ନା…
କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ ଆଲୋଭେରା
କେବଳ ବୃଦ୍ଧ ଲୋକ ନୁହଁନ୍ତି ବରଂ ବର୍ତ୍ତମାନ ଯୁବକମାନେ ମଧ୍ୟ ହାର୍ଟରୋଗର ଶିକାର ହେଉଛନ୍ତି । ତେବେ ହାର୍ଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି ହେବା । ଏପରି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ନିଜ ଲାଇଫ୍…
ଥକାପଣ ଦୂର କରେ କିସମିସ
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଯୁବ ଗୋଷ୍ଠୀ ବହୁ କାମ ଚାପରେ ରହୁଛନ୍ତି। ସେଥିପାଇଁ ସେମାନେ ଖୁବ୍ ଶୀଘ୍ର ଥକାପଣ ଅନୁଭବ କରୁଥିବା ବେଳେ ସେମାନଙ୍କ ଶରୀରରୁ ଏନର୍ଜୀ ବି କମି ଯାଇଥାଏ।କିନ୍ତୁ ଦୀର୍ଘ ସମୟ ଧରି ଏପରି ସମସ୍ୟା ଲାଗି ରହିଲେ ଆପଣ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ…
ଚିନ୍ତାରେ ରାଜଧାନୀବାସୀ
ରାଜଧାନୀରେ ବର୍ଷାଦିନ କାରଣରୁ ମଶାମାନଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୧୧୫ ଥିଲାବେଳେ ଚଳିତ ମାସ ୨୭ ତାରିଖ ସୁଦ୍ଧା ୨୧୧ରେ ପହଞ୍ଚିଛି…
ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି
ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି। ସୋମବାର ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି। ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି ।…
ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ କାଜୁ
କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ ଓ ପ୍ରୋଟିନ୍ର ମାତ୍ରା ଅଧିକ ରହିଥାଏ। ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
– କାଜୁ ହାଡ଼ ଶକ୍ତ କରିବା ସହ ହାର୍ଟ ରୋଗରୁ ମୁକ୍ତି ଦେଇଥାଏ।…