Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Health
News related to complete physical, mental and social well-being
ଫୁସଫୁସରେ ପାଣି ଜମିଛି କି ?
ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ ଏଡିମା’ ସମସ୍ୟା ଶରୀର ପାଇଁ ବଡ଼ ଚିନ୍ତାଜନକ । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖାଦେଇଥାଏ । ତେବେ ଅନେକ ଲୋକ ଏହି ରୋଗର ଲକ୍ଷଣ…
ବର୍ଷାରେ କେମିତି ରହିବେ ଫିଟ୍
ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ କେତୋଟି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦୂରେଇପାରିବେ……
୧୦ତାରିଖରୁ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ
ଫାଇଲେରିଆ ନିରାକରଣ ପାଇଁ ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ସହନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତି,…
କେମିତି ଛାଡ଼ିବେ ଜଙ୍କ୍ ଫୁଡ୍
ଜଙ୍କ୍ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ଏହା ଜାଣିବା ସତ୍ତେ୍ୱ ଜଙ୍କ୍ ଫୁଡ୍ ବା ଫାଷ୍ଟ୍ ଫୁଡ୍ ଖାଇବା ଅଭ୍ୟାସ ସହଜରେ କେହି ବି ଛାଡ଼ି ପାରନ୍ତି ନାହିଁ । ଆଉ ଫଳସ୍ୱରୂପ ଆପଣମାନଙ୍କ ଓଜନ ବୃଦ୍ଧି ପାଇବା ସହିତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଆପଣମାନେ ଗତି କରନ୍ତି । ବିଶେଷଜ୍ଞ…
ସାବଧାନ !ପିଲାଙ୍କୁ ଜୁସ ପିଇବା ଦ୍ୱାରା କଣ କ୍ଷତି ହେଇଥାଏ
ପିଲାମାନଙ୍କୁ ଅନେକ ସମୟରେ ଟିଫିନ୍ ରେ ପ୍ୟାକେଡ୍ ଜୁସ ଦିଅନ୍ତି । ସେମାନେ ଅନୁଭବ କରନ୍ତି ଯେ ଏହା ଶିଶୁକୁ ଶକ୍ତିରେ ପରିପୂର୍ଣ୍ଣ ରଖିବ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ । କିନ୍ତୁ ବାସ୍ତବରେ ଏହା କରିବା ଦ୍ୱାରା ଆପଣ ଜାଣିଶୁଣି ପିଲାମାନଙ୍କର ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି ।…
ମହିଳାଙ୍କ ପାଇଁ କାହିଁକି ଜରୁରୀ ଏସବୁ ଭିଟାମିନ୍
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା…
ଓଜନ ହ୍ରାସ କରିଥାଏ ମଧୁରୀ
କେତେବେଳେ ଆପଣ ଖାଦ୍ୟରେ ବ୍ୟବହାର କରୁଥିବେ ତ କେତେବେଳେ ଆପଣ ମାଉଥ ଫେସ୍ କରିବା ପାଇଁ ଖାଉଥିବେ । ଓଡ଼ିଆ ଲୋକମାନେ ଏହାକୁ ପାନମଧୁରୀ ମଧ୍ୟ କହିଥାନ୍ତି, କାରଣ ମାଧୁରୀକୁ ପାନ ମସଲା ଭାବେ ବ୍ୟବହାର କରାଯାଏ । ହେଲେ ଆପଣ ଜାଣନ୍ତି କି ମଧୁରୀ ଖାଇବାର ପ୍ରକୃତ ଫାଇଦା? ଏହା ଖାଇବା ଦ୍ୱାରା ଓଜନ…
ଖାଇବା ପୂର୍ବରୁ ଦୁଇ ପାଙ୍ଖୁଡ଼ା ରସୁଣ; ଦୂର କରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା
ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ସହିତ ଯଦି ଦୁଇ ପାଙ୍ଖୁଡା ରସୁଣ ଖାଆନ୍ତି, ତେବେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦୂର…
ସ୍ପଟିଙ୍ଗ କ’ଣ ! ଋତୁସ୍ରାବ ପୂର୍ବରୁ ହେଉଛି କି?
ପ୍ରତିମାସରେ ମହିଳାଙ୍କ ପିରିୟଡସ ହୋଇଥାଏ । ଫଳରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ମଧ୍ୟ ଦୃଷ୍ଟିଗୋଚର ହୁଏ । ତେବେ କେବେ କେବେ ଋତୁସ୍ରାବ ପୂର୍ବରୁ ହାଲୁକା ଭାବରେ ରକ୍ତ ମଧ୍ୟ ବାହାରିଥାଏ । ଯାହାକୁ ‘ସ୍ପଟିଙ୍କ’(spotting) କୁହାଯାଏ । ଏହା ସାଧାରଣ ଭାବରେ ଚିନ୍ତାର କାରଣ ହୋଇ ନ ଥାଇପାରେ…
ଏହି ଦିନ ବନ୍ଦ ହେବ ବିଏସକେଓ୍ବାଇ କାର୍ଡ଼
BSKY କୁ ନେଇ ଆସିଲା ବଡ଼ ଅପଡେଟ୍। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେ ଯାଏଁ ଜାରି ରହିବ ବିଏସକେୱାଇ । ବଜେଟ ଆପ୍ରୋପ୍ରିଏସନ ବିଲ…