Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ହାର୍ଟ ବ୍ଲକେଜ୍ କିପରି ହୁଏ ?
ଖରାପ ଲାଇଫଷ୍ଟାଇଲ୍ ଏବଂ ଅନ୍ ହେଲ୍ଦି ଖାଦ୍ୟ ଖାଇବା ହେତୁ ହାର୍ଟ ଆଟାକ ଭଳି ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ଏବେ କେବଳ ବୟଷ୍କ ଲୋକଙ୍କ ଭିତରେ ସୀମିତ ନୁହେଁ ବରଂ ଯୁବପିଢ଼ୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି ।
ବିଶେଷ କରି ୩୦ ବର୍ଷ ପରେ ଯୁବକମାନଙ୍କ ମଧ୍ୟରେ…
ନବରାତ୍ରୀରେ ଉପବାସ କରୁଛନ୍ତି କି?
ଆଜି ନବରାତ୍ରିର ପ୍ରଥମ ଦିନରେ ଅନେକ ଲୋକ ଉପବାସ କରୁଥିବାବେଳେ କିଛି ଲୋକ ମାତା ରାଣୀଙ୍କୁ ଖୁସି କରିବା ପାଇଁ ନଅ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି । ପୂଜା, ବ୍ରତ ଇତ୍ୟାଦି ଛାଡିଦେଲେ ଆପଣ କେବେ କୌଣସି ମଣିଷକୁ ଭୋକରେ ରହିବାର ଦେଖି ନଥିବେ । କିନ୍ତୁ ଉପବାସରେ ରହିବା ଦ୍ଵାରା ଏହା…
ସୁସ୍ଥ ଜୀବନ ପାଇଁ ହସ ଜରୁରୀ
ବର୍ତ୍ତମାନର ବ୍ୟସ୍ତବହୁଳ, ଚାପଯୁକ୍ତ ଜୀବନଶୈଳୀରେ ହସପ ବେଶ୍ ମହତ୍ତ୍ବ ରହିଛି । ଟିକେ ହସିଦିଲେ ଏହା ଦ୍ବାରା ଶାନ୍ତି, ଦୁଃଖ, ଚାପ, ଅବସାଦ ଦୂର ହୋଇଯାଇଥାଏ । ନିଜେ ହସିବା ସହିତ ଅନ୍ୟକୁ ହସାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 7 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଇଥାଏ । 1963…
ହାର୍ଟ ପାଇଁ କ୍ଷତିକାରକ ବାସି ଭାତ
ବାସି ଖାଇବା ଦ୍ୱାରା ପେଟ ଏବଂ ହଜମ ସମସ୍ୟା ହୋଇପାରେ। ବାସ୍ତବରେ, ଜୀବାଣୁ ବାସି ଭାତରେ ବହୁତ ବୃଦ୍ଧି କରନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଏହା ବ୍ୟତୀତ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ। ଏହା ହୃଦଘାତର କାରଣ ହୋଇଥାଏ । ଇଣ୍ଡିପେଣ୍ଡେନ୍ସର ରିପୋର୍ଟ…
ସ୍ୱାସ୍ଥ୍ୟ ପାଇଁ ଚାଲିବା ଜରୁରୀ
ଆଜିର ଯୁଗରେ ଆମ ଭିତରୁ ଅନେକ ବସି ବସି କାମ କରିଥାନ୍ତି । ଏଥିରେ ଶାରୀରିକ ପରିଶ୍ରମ ନ ଥାଏ । ଘଣ୍ଟା ଘଣ୍ଟା, ଗୋଟିଏ ଜାଗାରେ ବସି କାମ କରିବାକୁ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିଫଳିତ ହେଉଛି । ଆମକୁ ମୋଟାପଣ, ମଧୁମେୟ, ହୃଦକ୍ଷାତ ପରି ରୋଗ ହେଉଛି । ସ୍ୱାସ୍ଥ୍ୟ ସମସ୍ୟା ଦୂର…
ଲୁଣ ଖାଉଛନ୍ତି କି?
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଭୟଙ୍କର ରୋଗ। ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ…
ଲେମ୍ବୁର ଉପକାରିତା
ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା କାର୍ଯ୍ୟରେ ହୋଇଥାଏ। ଲେମ୍ବୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ…
ଟେନ୍ସନ୍ରେ ରହୁଛନ୍ତି କି?
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ଉନ୍ନତ ଜୀବନଶୈଳୀ ଅନୁସରଣ କରନ୍ତି, ତେବେ ତାଙ୍କର ହୃତ୍ପିଣ୍ଡ ଠିକ୍ ଭାବରେ କାର୍ଯ୍ୟ କରିବାର ସମ୍ଭାବନା…
ଆଜି ବିଶ୍ବ ହୃତ୍ପିଣ୍ଡ ଦିବସ
ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ବତ୍ର ‘ବିଶ୍ବ ହୃତ୍ପିଣ୍ଡ ଦିବସ’ ପାଳନ କରାଯାଇ ଆସୁଛି। ବିଭିନ୍ନ ପ୍ରକାର ହୃତ୍ପିଣ୍ଡ ଜନିତ ରୋଗ ବାବଦରେ ସଚେତନତା ସୃଷ୍ଟି ସହ ହୃଦ୍ଘାତ ପରି ପ୍ରାଣାନ୍ତକ ପରିସ୍ଥିତିକୁ ଦୂରେଇ ଦେବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ଓ…
ଆଜିଠୁ ସ୍ୱାଭାବିକ ସ୍ୱାସ୍ଥ୍ୟସେବା , ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ
ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ। ୧୦ ଦଫା ଦାବି ପୂରଣ ପାଇଁ…