Browsing Category

Health

News related to complete physical, mental and social well-being

ମାନସିକତା ସକାରାତ୍ମକ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖେ ତେବେ ସେ ନିଜକୁ କେତେକ ରୋଗଠାରୁ ଅନେକାଂଶରେ ଦୂରେଇ ରଖିପାରିବେ। ଏହାର ଏକ ସରଳ ଉପାୟ ସମ୍ପର୍କରେ ମଧ୍ୟ ସୂଚିତ କରାଯାଇଛି। ଏ ସମ୍ପର୍କିତ ବିଷୟକୁ ନେଇ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ଗବେଷଣା…

ବ୍ରୋକଲି ଖାଇବା ଦ୍ୱାରା କଣ ଲାଭ ହୋଇଥାଏ 

ସବୁଜ ରଙ୍ଗର କୋବି ବା ବ୍ରୋକଲି ପରିବାଟି ଅନ୍ୟ ପରିବା ଠାରୁ ଟିକେ ଅଲଗା । ଏହାକୁ ସାଲାଡ, ସୁପ ଓ ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡରେ ବ୍ୟବହାର କରାଯାଇଥାଏ । ଆପଣମାନେ ଯଦି ଏହାକୁ ଖାଆନ୍ତି ନାହିଁ । ତେବେ ନିହାତି ଭାବରେ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ । ମଧୁମେୟ ରୋଗୀଙ୍କ ଲାଗି ଏହାକୁ…

ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ ,ତଦନ୍ତ ନିର୍ଦ୍ଦେଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ମୃତଦେହର ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଲୋକଙ୍କ…

ଆଜି ବିଶ୍ବ ତମାଖୁମୁକ୍ତ ଦିବସ

ଆଜି ବିଶ୍ବ ତମାଖୁମୁକ୍ତ ଦିବସ  । ତମାଖୁ ସେବନର କୁପ୍ରଭାବରେ  ହୃଦ୍‌ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ହୋଇଥାଏ ।  ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ତମାଖୁମୁକ୍ତ ଶୈଶବ’। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର…

ଓଠ କଳା ପଡୁଥିଲେ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ…ଲେମ୍ବୁରସ ଏବଂ ମହୁ ପ୍ୟାକ୍‌ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍‌ ସାହାଯ୍ୟ…

ତରଭୁଜ ମଞ୍ଜିର ଉପକାରିତା

ଗ୍ରୀଷ୍ମ ଋତୁରେ ତରଭୁଜର ଚାହିଦା ବଢିଥାଏ। ଏହି ଗରମ ଋତୁରେ ତରଭୁଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତରଭୁଜ ଖାଇଲେ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଗ୍ରୀଷ୍ମ ଋତୁରେ ତରଭୁଜର ବ୍ୟବହାର ବଢିଥାଏ।…

ରକ୍ତଚାପ କ’ଣ ?

 ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ…

ସଂଧ୍ୟାରେ ଜଳଖିଆ ଖାଉଛନ୍ତି କି?

ଲୋକେ ସକାଳ ଖାଦ୍ୟ ଖାଇ କାମକୁ ବାହାରିଯାଆନ୍ତି । ଦିନର ପ୍ରଥମ ୭ରୁ ୮ ଘଣ୍ଟା ପ୍ରଡକ୍ଟିଭ ହୋଇଥାଏ । ଅଫିସରେ ହେଉ କି ଘରେ ସଂଧ୍ୟା ସମୟରେ ଆମେ ସାଧାରଣତଃ ଜଳଖିଆ ଖାଇଥାଉ ।ଯଦି ସଂଧ୍ୟା ଜଳଖିଆରେ ଆମେ ଗରମ ସିଙ୍ଗଡା ବା କୁରକୁରୀ, ଚାହା ସହ ଖାଇବାକୁ ପସନ୍ଦ କରୁ । ତେବେ ସଂଧ୍ୟା ୪-୬ଟା ସମୟରେ…

ସୁନସୁନିଆ ଶାଗ

ଶାଗ ଖାଇବାରେ ଶରୀରକୁ ଅନେକ ପ୍ରକାର ଲାଭ ଯୋଗାଇଥାଏ । ଆଜି ଏପରି ଶାଗ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ୱାରା ଦୁର୍ବଳ ହୋଇ ପଡିଥିବା ସ୍ନାୟୁଗୁଡିକ ପୁଣି ସଠିକ କାମ କରିବା ଆରମ୍ଭ କରିଥାଏ । ଏହା ହେଉଛି ସୁନସୁନିଆ ଶାଗ । ତେବେ ଆସନ୍ତୁ ଏହି ଶାଗ ସମ୍ପର୍କରେ କିଛି ଜାଣିବା .... …

ହେଡଫୋନର ବ୍ୟବହାର ଦ୍ୱାରା କ୍ୟାନସର ଶିକାର ହୋଇପାରନ୍ତି !

ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା…