Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ଆଜି ବିଶ୍ୱ କର୍କଟ ଦିବସ , ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ…
ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ…
ଜାଣନ୍ତୁ ଚିନି ଓ ଗୁଡ ଭିତରୁ ଆମ ଶରୀର ପାଇଁ କେଉଁଟା ଉପଯୋଗୀ
ସାଧାରଣତ ଆମେ ବିନା ଚିନିରେ କୌଣସି ଜିନିଷ ଖାଇବାକୁ ଇଚ୍ଛା କରୁନା । ଚା ହେଉ କି କ୍ଷୀରି, ଦହି ହେଉ କି ସରବତ ଅବା ପିଠା । ବିନା ମିଠାରେ କୌଣସି ଜିନିଷ ଖାଇବାକୁ ପ୍ରାୟତଃ କାହାକୁ ଭଲ ଲାଗେନି । ମିଠା ପଡିଗଲେ ସମସ୍ତଙ୍କୁ ମଜା ଲାଗେ । ସେ ଚିନି ହେଉ କି ଗୁଡ, ମିଠା ଟିକେ ଲାଗିବା ଦରକାର,…
ଚା’. ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ?
ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ…
ମୋଟାପା କମାଇବାକୁ ମୋଦୀଙ୍କ ଟିପ୍ସ
କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ମଜାଦାର ସାକ୍ଷାତକାର ନେଇଥିବା ଅଭିନେତା ଅକ୍ଷୟ କୁମାର ଏବେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ ସହ ଜଡିତ କିଛି କଥା କହୁଛନ୍ତି। ଏହି ପୋଷ୍ଟ ସହିତ ଅକ୍ଷୟ କୁମାର ପଏଣ୍ଟରେ କହିଛନ୍ତି ଯେ…
ଭୁବନେଶ୍ୱରରେ ବଢ଼ୁଛି ମଶା ସଂଖ୍ୟା
ଭୁବନେଶ୍ୱରରେ ବଢ଼ୁଛି ମଶା ସଂଖ୍ୟା । ମଶା ଧୂଆଁ ପାଇଁ ଅଧିକ ୪ ଟି ମେସିନ ତୁରନ୍ତ ଆଣିବାକୁ ଯୋଜନା କରୁଛି ବିଭାଗ। ୩ ରୁ ୪ ମାସ ଯେଉଁ ସମୟରେ ମସାଙ୍କ ପ୍ରଜନନ ଅଧିକ ହୋଇଥାଏ। ସେହି ସମୟରେ ମାନବ ସମ୍ବଳ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ। ଆବଶ୍ୟକୀୟ ଅଧିକ ସ୍ପ୍ରେ ମେସିନ ଆସନ୍ତାକାଲି…
ବିଶ୍ବର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ
ସମ୍ପ୍ରତି ବିଶ୍ବବ୍ୟାପୀ ଅବସାଦ ଓ ଉଦ୍ବେଗ ପରି ମାନସିକ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ବିଶ୍ବର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ ହୋଇଥିବା ବେଳେ ୨୬ କୋଟିରୁ ଅଧିକ ଲୋକଙ୍କୁ ଉଦ୍ବେଗ ବ୍ୟାଧି ଘାରିଛି। ଏହି ଉଭୟ ମାନସିକ…
ବାସି ପଖାଳ ଖାଇ 22 ପିଲା ଅସୁସ୍ଥ
ବାସି ଖାଦ୍ୟ ଖାଇ ୨୨ ଜଣ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ଆଦର୍ଶ ବିଦ୍ୟାଳୟର ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଲକୋଇ ବ୍ଲକ ଓରିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇବା ପରେ ଅସୁସ୍ଥ ହୋଇଛନ୍ତି…
ପୁଣେରେ ପ୍ରାଣନେଉଛି ‘ଜିବିଏସ
ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଚିନିଯୁକ୍ତ ମଧୁର ପାନୀୟ ପିଇ ସାରା ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ଲୋକ ହୃଦ୍ରୋଗ ରେ ଆକ୍ରାନ୍ତ ହେଉଛନ୍ତି
ଆମର ତୃଷା ନିବାରଣ ସହିତ ମନରେ କ୍ଷୁଧାଭାବ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ସୋଡ଼ା ଓ ଶକ୍ତିବର୍ଦ୍ଧକ ପାନୀୟ ବଜାରରେ ଉପଲବ୍ଧ। ମସ୍ତିଷ୍କର ଆନନ୍ଦ କେନ୍ଦ୍ରକୁ ଉତ୍ପ୍ରେରିତ କରିବା ପାଇଁ ସେଗୁଡ଼ିକୁ ମାତ୍ରାଧିକ ମଧୁମିଶ୍ରିତ କରାଯାଇଥାଏ। ଏଭଳି ପାନୀୟରେ ପୋଷକ ତତ୍ତ୍ବ ଅତ୍ୟନ୍ତ…
ରାସ୍ତାକଡ଼ର ଅମରି ଜଡ଼ା ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ
ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ରାସ୍ତାକଡ଼ର ଅମରି ଜଡ଼ା ଫଳ ଖାଇ ଅସୁସ୍ଥ ହୋଇଛନ୍ତି। ସମସ୍ତ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ ବିଦ୍ୟାଳୟ ଛୁଟି ପରେ ଘରକୁ ଫେରୁଥିବା ରାସ୍ତାକଡ଼ରେ…