Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Browsing Category
Health
News related to complete physical, mental and social well-being
ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବାର୍ଡ-ଫ୍ଲୁ ନେଇ ସନ୍ଦେହ କରାଯାଉଥିବାବେଳେ ନମୁନା ଭୋପାଳ…
ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ଡ୍ରିଙ୍କ
ଆପଣ ଏପରି ହର୍ବାଲ ଡ୍ରିଙ୍କ ବିଷୟରେ ଜାଣିଛନ୍ତି କି, ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ଅତ୍ୟନ୍ତ ସାହାଯ୍ୟ କରିବ? ଏରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବା ପାଇଁ ଏହିନେଚୁରାଲ ଡ୍ରିଙ୍କ ଲାଭଦାୟକ ହେବ। ଆସନ୍ତୁ ଏହି ଡ୍ରିଙ୍କକୁ ଡାଏଟ ପ୍ଲାନରେ ସାମିଲ କରିବା ବିଷୟରେ…
ଲଙ୍ଗ କ୍ୟାନ୍ସର କ’ଣ
ଫୁସଫୁସ କର୍କଟ ହେତୁ ଅଧିକାଂଶ ମୃତ୍ୟୁ ଘଟିଥାଏ । ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ଲୋକ ଫୁସଫୁସ କର୍କଟରେ ମୃତ୍ୟୁ ବରଣ କରନ୍ତି ।ଡାକ୍ତରମାନେ ଏହାର ଚିକିତ୍ସା ଉପରେ ବହୁ ବର୍ଷ ଧରି ଅନୁସନ୍ଧାନ କରୁଥିଲେ । ବର୍ତ୍ତମାନ ଏହାକୁ ହରାଇବା ପାଇଁ ବିଶ୍ୱର ପ୍ରଥମ ଏମଆରଏନଏ ଫୁସଫୁସ କର୍କଟ ଟିକା ଲଞ୍ଚ…
ଭାରତୀୟଙ୍କ ଖାଦ୍ୟରେ ପୋଷକତତ୍ତ୍ବର ଅଭାବ
ଭାରତୀୟମାନେ ଖାଉଥିବା ଖାଦ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ତ୍ବର ଅଭାବ ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏ ସଂକ୍ରାନ୍ତୀୟ ତଥ୍ୟ ଲାନ୍ସେଟ ନାମକ ପତ୍ରିକାରେ ପ୍ରକାଶ ପାଇଛି। ଭାରତୀୟଙ୍କ ଖାଦ୍ୟରେ ଲୌହସାର, କ୍ୟାଲିୟମ୍ ଆଦି ପୋଷକତତ୍ତ୍ବର ଅଭାବ ରହିଥିବା ଏହି ରିପୋର୍ଟରେ…
ପେଟ ସମସ୍ୟାରୁ କିପରି ପାଇବେ ମୁକ୍ତି
ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଉପରେ ଖରାପ ପ୍ରଭାବ ପଡିଥାଏ । ଥରେ ପେଟ ଖରାପ ହୋଇଗଲେ, ପେଟରେ ଏସିଡ଼ିଟି ଗ୍ୟାସ ସୃଷ୍ଟି ହେବା ପାଇଁ ଅଧିକ ସମୟ ଲାଗେ ନାହିଁ । ଏହି ଗ୍ୟାସ୍ ପେଟରେ ଅନେକ ସମସ୍ୟା ବୃଦ୍ଧି କରିବାରେ ଲାଗେ । ଯେଉଁ କାରଣରୁ ହୃଦଘାତ ଏବଂ ପେଟ ପୋଡିବା ଭଳି…
କୋଭିଡ-୧୯ ରୋଗୀମାନଙ୍କୁ ହୋଇପାରେ ବ୍ରେନ ଇନଫେକ୍ସନ
ଅନୁସନ୍ଧାନକାରୀ ଅଧ୍ୟୟନରେ ଏହା ଜାଣିବାକୁ ପାଇଛନ୍ତି ଯେ, ଭାଇରସର ସ୍ପାଇକ ପ୍ରୋଟିନ ‘ବ୍ୟାକ ଡୋର’ ଦେଇ ମସ୍ତିସ୍କର କୋଷିକାଗୁଡିକୁ ପ୍ରବେଶ କରିଥାଏ। ଏହା ଏପରି ଏକ ପ୍ରକ୍ରିୟା, ଯାହା କୋଭିଡ-୧୯ ରୋଗୀମାନଙ୍କ ମଧ୍ୟରେ ଦେଖାଯାଇଥିବା ନ୍ୟୁରୋଲୋଜିକାଲ ଲକ୍ଷଣକୁ ବାଖ୍ୟା କରିଥାଏ। ଏହି…
ବିଧାନସଭାରେ ରୋଚକ ପ୍ରଶ୍ନ; ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି?
ବିଧାନସଭାରେ ବିଧାୟକଙ୍କ ରୋଚକ ପ୍ରଶ୍ନ। ସରକାର ମଦୁଆଙ୍କ ସ୍ବାସ୍ଥ୍ୟବୀମା ପାଇଁ ବ୍ୟବସ୍ଥା କରିବେ କି? ବିଧାନସଭାରେ ଏପରି ପ୍ରଶ୍ନ ପଚାରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଶନିବାର ଗୃହରେ ବିଜେଡି ବିଧାୟକ ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ…
ଯାଞ୍ଚ କରନ୍ତୁ ଡାଇବେଟିସ
ଯେତେବେଳେ ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢିଯାଏ, ଏବଂ ଇନସୁଲିନ ହ୍ରାସ ପାଇଥାଏ, ସେତେବେଳେ ଡାଇବେଟିସ ଭଳି ରୋଗ ହୋଇଥାଏ। ଡାଇବେଟିସକୁ ଭୟଙ୍କର ବୋଲି କୁହାଯାଏ, କାରଣ ଏହା ଧିରେ ଧିରେ ଅନ୍ୟ ଅଙ୍ଗକୁ ମଧ୍ୟ ଖରାପ କରିଥାଏ। ବର୍ତ୍ତମାନ ଛୋଟ ପିଲାଙ୍କୁ ମଧ୍ୟ ଡାଇବେଟିସ ହେଉଛି। ଯାହାକି ଟାଇପ୧…
ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ
ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ।
ଏ ନେଇ ସବୁ ଜିଲାପାଳ ଏବଂ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।…
ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ମଧ୍ୟ ସାମିଲ କରନ୍ତୁ। କାରଣ ଶରୀରକୁ ଫିଟ୍ ରଖିବା ପାଇଁ ଯୋଗକୁ ହଁି ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଏହାଦ୍ୱାରା ଆମ ଶରୀରର…