Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ଶରୀରରେ ଭିଟାମିନ୍ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ
ଚମକପ୍ରଦ ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି ।…
କୋରୀୟ ସୌନ୍ଦର୍ଯ୍ୟ ଉପଚାରରେ ପେଯ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ
ମୁହଁରେ ଉଠିଥିବା ବ୍ରଣରେ ପେଯ ପ୍ରୟୋଗ କଲେ ତାହା ଦୂର ହୋଇଥାଏ। ତେବେ ସୌନ୍ଦର୍ଯ୍ୟ ପାଇଁ ଏହାର ପ୍ରୟୋଗ ଛଡ଼ା ଏହାକୁ ସେବନ କଲେ ମଧ୍ୟ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଲାଭ ମିଳିପାରିବ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଖାଦ୍ୟସାର, ଖଣିଜସାର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର।…
୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା
ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି। ମହିଳାଙ୍କ କ୍ଷେତ୍ରରେ…
ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ଚଢାଉ
ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।
ନକଲି କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଟିମ୍…
ଦେଶୀ ଅଣ୍ଡା ଏବଂ ଫାର୍ମ ଅଣ୍ଡା ଭିତରେ କେଉଁଟା ଭଲ
ଅଣ୍ଡାକୁ ଏକ ସୁପରଫଡ୍ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍ , ଭିଟାମିନ୍ ଏବଂ ମିନେରାଲ୍ସର ଭରପୂର ମାତ୍ରାରେ ଥାଏ । ଏହା ନା କେବଳ ସ୍ବାସ୍ଥ୍ୟ ପାଇଁ ଭଲ ବରଂ ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ ଅଣ୍ଡା । କିନ୍ତୁ ଯେତେବେଳେ ଦେଶୀ ଅଣ୍ଡା ଏବଂ ଫାର୍ମ…
ପନିର ଓ ମସରୁମ ମଧ୍ୟରୁ କେଉଁଟା ୱେଟ୍ ଲସ୍ ପାଇଁ ଭଲ
ଆଜିକାଲି ଡାଏଟିଂର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଲୋକେ ଓଜନ କମାଇବା ପାଇଁ କିଟୋ ସମେତ ଅନେକ ପ୍ରକାରର ଡାଏଟ୍ ଫଲୋ କରୁଛନ୍ତି । ୱେଟ୍ ଲସ୍ ପାଇଁ ଡାଏଟ୍ ଏକ୍ସପର୍ଟ ଛତୁ ଏବଂ ପନିର୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ପ୍ରୋଟିନର ପ୍ରଭାବଶାଳୀ ସୋର୍ସ ହୋଇଥାଏ ।…
ଯିଏ ଯେତେ ଅଧିକ ସମୟ ‘ରିଲ୍’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହେଉଛି
ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ। ସେଇ ବର୍ଗର ଲୋକମାନେ ଶୋଇବା ସମୟରେ ‘ରିଲ୍’ ଦେଖିବା ଏବଂ…
ଚିଆ ସିଡ୍ସ ଏବଂ ଲେମ୍ବୁ ପାଣି ପିଇବାର ଫାଇଦା
ଚିଆ ସିଡ୍ସ ଓ ଲେମ୍ବୁ ରସ ଖୁବ୍ ଉପକାରୀ। ଓଜନ ହ୍ରାସ କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ। ଚିଆ ସିଡ୍ସ ଏବଂ ଲେମ୍ବୁ ମିଶ୍ରଣ ଶରୀର ପାଇଁ ଏକ ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏହି ଦୁଇଟି ସାମଗ୍ରୀକୁ ଏକାଠି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ। ଓଜନ ହ୍ରାସ ସହ ଆଉ କି କି…
ମାତ୍ରାଧିକ ଆଖି ମଳିବା ଦ୍ବାରା ସଂକ୍ରମଣ ଓ ଦୃଷ୍ଟିଶକ୍ତିର ଦୀର୍ଘକାଳୀନ କ୍ଷତିସାଧନର ଆଶଙ୍କା ରହିଛି
ବେଳେବେଳେ କ୍ଳାନ୍ତ ଥିଲେ କି ଚିନ୍ତିତ ଥିଲେ କି ଆଖିପତା କୁଣ୍ଡାଇ ହେଲେ, ଆମେ ଆଖି ମଳିଥାଉ। ଏହାକୁ ଏକ ବିପଦମୁକ୍ତ ଅଭ୍ୟାସ ବୋଲି ଆମେ ବିଚାରିଥାଉ। ମାତ୍ର ଏଭଳି ସାଧାରଣ କ୍ରିୟା ଯେ ଆଖିକୁ ସାମୟିକ ଆଶ୍ବସ୍ତି ଦେବା ବଦଳରେ ଆଖିର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ, ତାହା ଚକ୍ଷୁ…
ଔଷଧ ଭଳି କାମ କରେ କଦଳୀ ଚୋପା
କଦଳୀ ଖାଇ ସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀ ଚୋପାକୁ ଫିଙ୍ଗି ଦେଇଥାଉ । ଅନେକ ଲୋକ ଏମିତି କରନ୍ତି । ଏହା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ହେଲେ ଆପଣ ଜାଣନ୍ତି କି କଦଳୀ ଚୋପାରେ ବି ଅନେକ ଚମତ୍କାରିତା ଅଛି । ଯାହା ଆମ ଶରୀର ପାଇଁ ବେଶ ଭଲ ଏବଂ ଉପଯୋଗୀ । ତେବେ…