Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
ଚର୍ଚ୍ଚାରେ ଆଲିଆ!
ଧାରାବାହିକ ‘ପୋଚର୍’ ମନୋରଞ୍ଜନ ଦୁନିଆରେ ହଇଚଇ ସୃଷ୍ଟି କରିଛି। ଏହି ଧାରାବାହିକଟି କେରଳର ମାଲାୟାତୂର ଇଲାକାର ଦନ୍ତାହାତୀ ଶିକାର ଭଳି ଏକ ବାସ୍ତବ ଘଟଣା ଉପରେ ଆଧାରିତ। ଅଭିନେତ୍ରୀ ଆଲିଆ ଭଟ୍ଟ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଏଣେ ସେ ମଧ୍ୟ ବିଳାସପୂର୍ଣ୍ଣ ବ୍ୟାଗ୍, ଜୋତା…
୨୦୨୪ ଓସ୍କାର ପୁରସ୍କାର ଘୋଷଣା
ପ୍ରତ୍ୟେକ ଷ୍ଟାର୍ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ। ୧୦ ମାର୍ଚ୍ଚ ୨୦୨୪ରେ ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ ରେ ଓଟିଟି ପ୍ଲାଟଫର୍ମ ଡିଜ୍ନି…
କାନ୍ଦିଲେ ସିନି ଶେଟ୍ଟୀ
ଚଳିତ ବର୍ଷ ଚେକ ରିପବ୍ଲିକର ଖ୍ରୀଷ୍ଟିନା ପିସ୍ଜକୋଭାଙ୍କ ମୁଣ୍ଡରେ ବିଜୟର ମୁକୁଟ ସଜାଯାଇଛି। ଲେବାନନର ୟସ୍ମିନା ପ୍ରଥମ ରନର୍ ଅପ ହୋଇଛନ୍ତି। ଚଳିତ ବର୍ଷ ଭାରତକୁ ସିନି ଶେଟ୍ଟୀ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ସେ ଏହି ଟାଇଟଲ ଜିତିବାରେ ସଫଳ ହୋଇନଥିଲେ। ସିନି ଟପ ୮ରେ ପ୍ରବେଶ କରିଥିଲେ…
ଅଟୋ ଚଲାଇବେ ହୁମା
ଅଭିନେତ୍ରୀ ହୁମା କୁରେଶୀ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜଣେ ଅଟୋରିକ୍ସା ଡ୍ରାଇଭର ଭୂମିକାରେ ନଜରକୁ ଆସିବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଜିଓ ଷ୍ଟୁଡିଓ ଏବଂ ଇଚେଲୋନ୍ ପ୍ରଡକ୍ସନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ନାମକରଣ କରାଯାଇ ନାହିଁ। ତେବେ ନାରୀ ଶକ୍ତିର ପ୍ରତୀକ…
ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍
ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ୍ ଖେର୍ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ ଗୁରୁବାର ଏହି ଭେଟେରାନ୍ ଅଭିନେତା ଜଣକ…
ରଣବୀରଙ୍କ ବିଗ୍ ବଜେଟ ଆକ୍ସନ ମୁଭି
ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇ…
ପୁଲକିତ କ୍ରିତିଙ୍କ ବିବାହ କାର୍ଡ ଭାଇରାଲ
ବଲିଉଡର ସୁନ୍ଦର କପଲମାନଙ୍କ ମଧ୍ୟରୁ ପୁଲକିତ ଏବଂ କ୍ରିତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ ଏହି କପଲ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିତି ଏବଂ ପୁଲକିତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେମାନଙ୍କ ବିବାହ କାର୍ଡ ଭାଇରାଲ ହେଉଛି। କାର୍ଡ ଦେଖିବା…
ରିଲିଜ୍ ପୂର୍ବରୁ ଏତେ ଟଙ୍କା ଆୟ କଲା ‘ଶୈତାନ୍’
ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ‘ଆର୍ଟିକିଲ ୩୭୦’ ରିଲିଜ ହେବା ପରଠାରୁ ଧମାଲ କରିବା ଆରମ୍ଭ କରିଛି। ରିଲିଜ୍ ହେବାର ୧୦ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବଜେଟ୍ ଠାରୁ ତିନି ଗୁଣ ଅଧିକ ରୋଜଗାର କରିସାରିଲାଣି। ଏହି ଫିଲ୍ମ ପରେ ବର୍ତ୍ତମାନ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ…
ପ୍ରି-ୱେଡିଂ ଉତ୍ସବରେ ଜମୁଛି ଭିଡ଼
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ…
ଝଲକ ଦିଖଲା ଜା ୧୧
ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଯା’ର ୧୧ତମ ସିଜନ୍। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି। ସେଥିରୁ କୋରିଓଗ୍ରାଫର ୫ ଲକ୍ଷ…