Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
ଅମ୍ବାନୀଙ୍କ ପୁଅ ବିବାହରେ ଝୁମାଇବେ ରିହାନା
ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ। ଏଥିଲାଗି ସେ ଗୁରୁବାର ଜାମନଗରରେ ପହଞ୍ଚି ସାରିଲେଣି। କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା…
ସରିଲା ଯାତ୍ରା
ଆଉ ଶୁଭିବନି ଗରମାଗରମ ଓ ଲୁହବତୁରା ଲହରିଆ ସଂଳାପ। କିମ୍ବା ସେ ଶବ୍ଦରେ ଖଣ୍ଡଗିରି ପାହାଡ଼ଖୋଲ ଭିତରର ଐତିହାସିକ ଅନ୍ଧାରର ନିଦ ଭାଙ୍ଗିବନି ଆଉ ରାତିଅଧରେ। ଆଉ ଜମିବନି ହାଉଜାଉ ଭିଡ଼। କାଲିଠୁ ରାତିରେ ପୁଣି ଛାଇଯିବ ନିରବତା। ଆଖପାଖ ସାହି ଓ ଗାଁରୁ ନିଜ ଘରକୁ ବାହୁଡ଼ିଯିବେ କୁଣିଆ। ଖଣ୍ଡଗିରି…
ଚପଲ କାଢି ପିଟିଲେ ଅଭିନେତ୍ରୀ
ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ହେଲେ ପିଟା ପିଟି । ଗହଳି ଭିତରେ ଗୋଡ଼ା ଗୋଡ଼ି ହୋଇ ମାର୍ପିଟ୍ । ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ କାଢି ପିଟିଲେ । ଘଣ୍ଟା ଘଣ୍ଟା ରାସ୍ତା ଉପରେ ଚାଲିଥିଲା ଏଭଳି ମାର୍ ପିଟ୍ ଜଣେ ଜଣା ସୁଣା ଓଡ଼ିଆ ଆଲବମ୍ କୁଇନ୍ ଆଉ ଜଣେ ପୁର୍ବତନ ସରପଞ୍ଚ । ରାଜନେତା କୁ…
ଅଙ୍କିତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ ଭିକି
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍ଙ୍କ ସଂପର୍କ ‘ବିଗ୍ବସ୍-୧୭’ରେ ଲାଇମ୍ଲାଇଟ୍ରେ ରହିଥିଲା। ନିକଟରେ ଦମ୍ପତିଙ୍କୁ ହର୍ଷ-ଭାରତୀଙ୍କ ପଡକାଷ୍ଟ୍ରେ ଦେଖିବାକୁ ମିଳିଥିଲା। ଏହି ସୋ’ରେ ନଜର ଆସି ସେ ନିଜ ସଂପର୍କରେ ଅନେକ କଥା କହିଛନ୍ତି।ଅଙ୍କିତା କହିଛନ୍ତି ଯେ ପ୍ରଥମରୁ…
ଚର୍ଚ୍ଚାରେ ଅଭିନେତା ରୋନିତ ରଏ
ଡେଲିଭରୀ ବଏଙ୍କ ମୃତ୍ୟୁର କାରଣ ହେବାରୁ ବଞ୍ଚିଗଲି। ଏକ୍ସରେ ଏଭଳି ଲେଖି ପୋଷ୍ଟ କରିବା ପରେ ଚର୍ଚ୍ଚାରେ ଅଭିନେତା ରୋନିତ ରଏ। ଅନେକ ଫିଲ୍ମ ଓ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ରୋନିତ ଏବେ ନିଜ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି…
ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ…
ପରଲୋକରେ ନିର୍ଦ୍ଦେଶକ କୁମାର ସାହନି
ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ ଶନିବାର ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।‘ବାର ବାର ବାରି’, ‘ଖୟାଲ ଗାଥା’ ଏବଂ ‘କଷବା’ ରେ…
ଆର୍ଟିକିଲ ୩୭୦ ଫିଲ୍ମ ଦେଖ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଏକ ସଭା ଥିଲା ଏବଂ ଫିଲ୍ମର ନାମ ହେଉଛି “ଆର୍ଟିକିଲ ୩୭୦’ ।ପ୍ରଧାନମନ୍ତ୍ରୀ…
ଐତିହାସିକ ରାଜନୈତିକ ବିଜୟର ବାହକ ଆର୍ଟିକଲ୍ ୩୭୦
ଧାରା ୩୭୦ ଉଚ୍ଛେଦ ଥିଲା ନିକଟ ଇତିହାସର ଏକ ଐତିହାସିକ ଘଟଣା। ତେଣୁ ବିଜ୍ଞ ସିନେମା ନିର୍ମାତାଙ୍କୁ ଏହା ଏକ ଲୋଭନୀୟ ବିଷୟବସ୍ତୁ ମନେ ହେବା ସ୍ବାଭାବିକ। ୨୦୧୯ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ନିର୍ଦେଶକ ଆଦିତ୍ୟ ଧର ଏହି ସିନେମାର ପ୍ରଯୋଜକ…
ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ ପ୍ରମୋଦ ବେହେରା ବାଦାମବାଡ଼ି ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ପାଲା ମଣ୍ଡପ ନିକଟରେ ପ୍ରମୋଦ ରହୁଥିବା ଭଡ଼ା ଘରେ ସାଗର ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚି ଥିଲେ। ଏହାପରେ ବନ୍ଦ…