Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
ନିଲାମ କଲେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ଼ ବିଜୟ
ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ବିବାଦୀୟ ଏବଂ ବହୁ ଚର୍ଚ୍ଚିତ ଫିଲ୍ମରେ ବିଜୟଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ…
ପରଲୋକରେ କଣ୍ଠଶିଳ୍ପୀ ଶାନ୍ତିଲତା
ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଶାନ୍ତିଲତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ସୂଚନା ଦେଇଛନ୍ତି ସ୍ୱାମୀ ବସନ୍ତ କୁମାର ଛୋଟରାୟ । ଶାନ୍ତିଲତା ଓଡ଼ିଶାରେ ଅନେକ ଭଜନ ସଂଗୀତ ଗାଇ…
ରିଲିଜ ହେବ ‘ସୈତାନ’
ଆର ମାଧବନ୍ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ ମାର୍ଚ୍ଚ ୮ରେ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ କରିଛି | ଏହି ଚଳଚ୍ଚିତ୍ର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୩୮.୭୭ କୋଟି ଟଙ୍କା ରୋଜଗାର କରିଛି | ଆଉ ପ୍ରଶଂସକମାନେ ଓଟିଟିରେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ…
ବଡ ପରଦାରେ ନଜର ଆସିବେ ଫରୀଦା ଜଲାଲ
ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି । ଫରୀଦା ଟେଲିଭିଜନ ପରଦାରେ ବି ବହୁ ସ୍ମରଣୀୟ ଭୂମିକା ନିଭାଇଛନ୍ତି । ଦର୍ଶକ ତାଙ୍କୁ ଲୋକପ୍ରିୟ ଟିଭି ଶୋ’ ‘ଶରାରତ’ରୁ ବେଶ୍ ଭଲ ଭାବେ ମନେ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ…
ପତ୍ନୀଙ୍କୁ ନେଇ ବଡ଼ ଖୁଲାସା କଲେ
ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର…
୭ବର୍ଷ ପରେ ଏକାଠି ହେଲେ
ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ। ଏବେ ୭ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି।…
ପରିବାର ସହ ହୋଲି ଖେଳିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ
ରଂଗର ପର୍ବ ହୋଲି ପାଇଁ ସମସ୍ତେ ଉତ୍ସାହିତ । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ହୋଲିର ମଜା ନେଇଥିଲେ । ଏଥିମଧ୍ୟରେ ବଚ୍ଚନ ପରିବାରରେ ହୋଲିର ଧୁମ୍ ଦେଖିବାକୁ ମଳିଛି । ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ ମନମାଳିନ୍ୟକୁ ନେଇ ଗୁଜବ ଜୋର ଧରିଥିଲା । କିନ୍ତୁ ସମସ୍ତ ଗୁଜବକୁ…
ବିବାହ କଲେ ତାପସୀ
ବଲିଉଡ୍ ଦୁନିଆରୁ ବି ମନକୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସଙ୍କ ପସନ୍ଦ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍ରୁ ମିସେସ୍ ପାଲଟି ଯାଇଛନ୍ତି । ଅଭିନେତ୍ରୀ ନିଜର ବହୁ ଦିନର ବିଦେଶୀ ବୟଫ୍ରେଣ୍ଡ ମାଥିଆସ୍ ବୋଙ୍କୁ ଲୁଚି ଲୁଚି ବିବାହ କରିଛନ୍ତି ।ଗତ ୨୩…
ଏକାଠି ହେଲେ ମଲାଇକା ଅରବାଜ
ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ଛାଡପତ୍ର ହେବାର ଅନେକ ବର୍ଷ ବିତିଗଲାଣି। ଅରବାଜ ତାଙ୍କ ଜୀବନରେ ବହୁତ ଆଗକୁ ଆସିଛନ୍ତି। ସେ ବର୍ତ୍ତମାନ ଶୁରାଙ୍କୁ ବିବାହ କରିଛନ୍ତି। ପୁଅ ଅରହାନ କାରଣରୁ, ମଲାଇକା ଏବଂ ଅରବାଜ ପ୍ରାୟତଃ ଏକାଠି ଦେଖାଯାଇଥାନ୍ତି। କିନ୍ତୁ ଶୁରାଙ୍କ ସହ ବିବାହ ପରେ ଦୁହେଁ…
ମା ହେବାକୁ ଚାହୁଁଛନ୍ତି ରାଣୀ
ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଆକ୍ଟ୍ରେସଙ୍କ ଭିତରୁ ରାଣୀ ମୁଖାର୍ଜୀ ଅନ୍ୟତମ। ନିକଟରେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ ବଖାଣିଛନ୍ତି ଆବରଶନ ସମୟରେ ତାଙ୍କୁ କେତେ କଷ୍ଟ ହୋଇଥିଲା। ସେ କହିଥିଲେ ଯେ ମୋତେ ଏହା ଖୁବ ଡର ଲାଗୁଛି । ତେବେ ସେ…