Browsing Category

Entertainment

All entertainment related news will be uploaded here

୨୦୨୩ର ଶ୍ରେଷ୍ଠ ସିନେମା ତାଲିକା

ଆଇଏମ୍‌ଡିବି ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ…

ଆଜି ରିଲିଜ୍‌ ହେବ ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ

ହଲ୍‌କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍‌ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍‌ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ବିଶେଷ…

ସଲମାନ ଖାନଙ୍କୁ ହତ୍ୟା ଧମକ

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ – ପ୍ଲସ…

ପୁଷ୍ପା-୨’ ଲାଗି ଆଲୁ ଅର୍ଜୁନ ନେଇନାହାନ୍ତି ପଇସା

ଦେଶ କ’ଣ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ ବସିଲାଣି । ତେବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି…

ସନଲିଶା ପଟେଲଙ୍କ ଧାରଣା: କଂଗ୍ରେସ ଓ ବିଜେପିର ସମର୍ଥନ

ଭୁବନେଶ୍ବର:  ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ ଆମରଣ ଅନଶନ ପ୍ରତ୍ୟାହାର କରି ଏବେ ଧାରଣାରେ ବସିିଛନ୍ତି ।   ଓଡ଼ିଆ ଫିଲ୍ମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଏକାଧିକ ଦାବି ରଖିଥିବା ସନଲିଶାଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ ମିଳିଛି। ଓଡ଼ିଆ ଫିଲ୍ମର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ…

‘ଆନିମଲ’ ସାଜିଲେ ରଣବୀର କପୁର

ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ୍’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ଚଳଚ୍ଚିତ୍ର ‘ଆନିମଲ୍’ର ଦମ୍‌ଦାର ଟ୍ରେଲର ରିଲିଜ୍‌ କରାଯାଇଛି। ଟ୍ରେଲରରେ ଜବରଦସ୍ତ ଆକ୍ସନ ଦୃଶ୍ୟର ଝଲକ୍‌ ଦେଖିବାକୁ ମିଳିଛି। ‘ଆନିମଲ୍’ ଟ୍ରେଲରରେ ରଣବୀର କପୁର ଏବଂ ବବି ଦେଓଲଙ୍କ…