Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
ଥାନାରେ ରାଣୀ ପଣ୍ଡା
ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରନ୍ତି । ତେବେ ଏହା ମଧ୍ୟରେ ରାଣୀ ନିଜ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥାକୁ ମିଡ଼ିଆ ଆଗରେ…
ସଫଳ ଦାମ୍ପତ୍ୟ ଯୋଡ଼ି
ବଲିଉଡର ହିଟ୍ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ ପଡ଼ିଯାଉଥିଲେ। ଅନେକ…
ଅଗଷ୍ଟ ୧୫ରେ‘ପୁଷ୍ପା ୨’ରିଲିଜ୍ ହେବ
ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିଲା। କିଛି ମାସ ତଳେ ଫିଲ୍ମର ପୋଷ୍ଟର…
ରାମନବମୀରେ ଘୋଷଣା ହେବ ‘ରାମାୟଣ’
ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ ରାମଙ୍କ ଭୂମିକାରେ ରଣବୀର, ସୀତା…
୪୨ତମ ପାଦ ଥାପିଲେ ଅଲ୍ଲୁ ଅର୍ଜ୍ଜୁନ
ତେଲ୍ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରାଇଛି।
ଫ୍ୟାନ୍ସଙ୍କ ଉପରକୁ ହାତ ଉଠାଇଲେ ଜ୍ୟାକି
ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ ନିଜ ବିନ୍ଦାସ ଅନ୍ଦାଜ ପାଇଁ ବହୁ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସଙ୍କ ସହ ମଜାଳିଆ ବିହେଭିୟର କ୍ୟାପଚର କରାଯାଉଛି । ହେଲେ ଏଥର ଆକ୍ଟର ନିଜର ଏକ ନୂଆ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଭିଡିଓରେ ଆକ୍ଟର ଏକ ଫ୍ୟାନ୍ସଙ୍କ ମୁଣ୍ଡକୁ ମାରୁଛନ୍ତି । ତେବେ…
ବିବାହ କରିବେ ସୁସ୍ମିତା
ଆଜିକାଲି ଅଭିନୟ ଜୀବନ କମ୍, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍। ଏବେ ତାଙ୍କୁ ୪୮ ବର୍ଷ। ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ ଗ୍ରହଣ କରିଛନ୍ତି। ଏହାସତ୍ତ୍ୱେ ବିବାହ କରିବାକୁ ମନ…
ସାଉଥ୍ ଷ୍ଟାର ଅଜିତଙ୍କ କାର୍ ଦୁର୍ଘଟଣା
ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର ଫିଲ୍ମ ‘ବିଦା ମୁୟାରଚି’ର ଆକ୍ସନ ସିନ୍ ଶୁଟିଂ କରୁଥିବା ଏହି ଅଘଟଣ ଘଟିଥିଲା । ଅଜିତ…
ଅଲୁ ଅର୍ଜୁନଙ୍କ ଉପହାର
ସାଉଥ ଫିଲ୍ମ ‘ପୁଷ୍ପା’ର ଜଲଓ୍ବା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଏବେ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ…
ଚର୍ଚ୍ଚାରେ ଆଦା ଶର୍ମା
ଦି କେରଲା ଷ୍ଟୋରି’ର ନାୟିକା ଆଦା ଶର୍ମାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଦା ଭିଡ଼ିଓରେ ୧୫ ଟଙ୍କିଆ ଶାଢ଼ି ପିନ୍ଧିଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ନିଜେ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି। ଏହି ଶାଢ଼ି ତାଙ୍କ ମା’ଙ୍କ ମା’ ଅର୍ଥାତ୍ ଜେଜେମାଙ୍କର। ଏହି ସୁନ୍ଦର…