Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Entertainment
All entertainment related news will be uploaded here
ଅଭିନୟ ଠାରୁ ଦୂରରେ ଥାଇ ମଧ୍ୟ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ,
ଅଭିନୟ ଠାରୁ ଦୂରରେ ଥାଇ ଭାରତୀୟ ସିନେମାର ସବୁଠାରୁ ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ଆଉ ତାଙ୍କର ବିଳାସମୟ ଜୀବନରୁ ଏହା ଜଣାପଡେ | ତେବେ କୌଣସି ଚଳଚ୍ଚିତ୍ର ନକରି ତାଙ୍କ ଘରର ଖର୍ଚ୍ଚ କିପରି ଚାଲିଛି ଆଜି ଆମେ ଆପଣଙ୍କୁ କହିବୁ | ରେଖା ଖୁବ୍ କମ୍…
ସେପ୍ଟେମ୍ବର ୬ରେ ରିଲିଜ୍ ହେବ”ଏମର୍ଜେନ୍ସି”
ବଲିଉଡ୍ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ନବନିର୍ବାଚିତ ଏମ୍ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଦିନରେ କଙ୍ଗନା ଏମ୍ପି…
ଭଉଣୀ ବିବାହ ଓ ଭୋଜିରେ ଅନୁପସ୍ଥିତ ଦୁଇ ଭାଇ
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ…
କପୁର ପରିବାରରେ ବାଜିବ ସାହାନାଇ
ଖୁବ ଶୀଘ୍ର ‘କପୁର ପରିବାର’ରେ ବି ସାହାନାଇ ବାଜିବାକୁ ଯାଉଛି।ହଁ! ଅନିଲ କପୁର ଗାଲାଟା ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କପୁର ପରିବାରରେ କାହାର ବିବାହ ହେବାକୁ ଯାଉଛି। ବାର୍ତ୍ତାଳାପ ସମୟରେ ଅନିଲ କପୁର କହିଛନ୍ତି – ଆଶା କରୁଛି ଏହା ଅର୍ଜୁନଙ୍କର ହେବ। ତଥାପି…
ରେଜିଷ୍ଟ୍ରି ବିବାହ କଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା
ଆଜି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବାହାଘର। ସେ ତାଙ୍କ ଦୀର୍ଘଦିନର ପ୍ରେମିକ ଜହିର ଇକ୍ବାଲଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି। ଏହି ବିବାହର ସ୍ବତନ୍ତ୍ରତା ହେଉଛି ସେମାନେ ହିନ୍ଦୁ କିମ୍ବା ମୁସଲମାନ ଧର୍ମର ରୀତି ଅନୁଯାୟୀ ବିବାହ କରୁନାହାନ୍ତି। କେବଳ ସରକାରୀ ବିଧି ଅନୁସାରେ…
ରାଜନୀତିରେ ଦେଖା ଦେବେ ଥାଲାପଥି
ସାଉଥ୍ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ସେ ଭାଗ ନେଇ ନ ଥିଲେ କି କୌଣସି ପ୍ରାର୍ଥୀ ଉତାରି ନ ଥିଲେ। କୁହାଯାଉଛି କି, ଥାଲାପଥିଙ୍କର ନଜର ୨୦୨୬ ତାମିଲନାଡୁ ନିର୍ବାଚନ…
ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର କରିଥିଲେ ଦର୍ଶନ
ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରିଥିଲା ପୁଲିସ | ଏବେ ସେ ପୁଲିସ ହେପାଜତରେ ଥିବା ବେଳେ ତାଙ୍କୁ ନେଇ ଅନେକ ଅଜଣା ତଥ୍ୟ ଏବେ ସାମ୍ନାକୁ ଆସୁଛି | କୁହାଯାଉଛି ଯେ, ହତ୍ୟା ପରେ ଦର୍ଶନ…
ରିଲିଜ୍ ହେଲା ‘କଲ୍କି ୨୮୯୮ ଏଡି’
ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି । ଦ୍ୱିତୀୟ ଟ୍ରେଲରରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ପ୍ରଭାସ ଏବଂ କମଲ ହାସନଙ୍କ…
ଆକ୍ସନରେ ଭରପୁର ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ସନି ଦେଓଲ
ସନି ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆକ୍ସନରେ ଭରପୁର ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅଭିନେତା। ଦକ୍ଷିଣ ଭାରତୀୟ ନିର୍ଦେଶକ ଗୋପୀଚନ୍ଦ ସନି ଦେଓଲଙ୍କ ସହ ଏକ ବଡ଼ ଆକ୍ସନ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଏହାର ନାମ ଅସ୍ଥାୟୀ ଭାବେ…
ଅନୁପମ ଖେରଙ୍କ ଅଫିସରେ ଚୋରି
ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍ ମଧ୍ୟ ଚୋରି କରି ନେଇଛି । ଏନେଇ ଅଭିନେତା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି…