Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Entertainment
All entertainment related news will be uploaded here
ରିଲିଜ୍ ହେବ ‘ଦି ବକିଂହାମ୍ ମର୍ଡର୍ସ
ହନ୍ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍ ମର୍ଡର୍ସ’ର ରିଲିଜ୍ ତାରିଖ ସୋମବାର ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା ସଂସ୍ଥା ବାଲାଜୀ ମୋସନ୍ ପିକ୍ଚର୍ସ ଦ୍ୱାରା ଇନ୍ଷ୍ଟାଗ୍ରାମରେ ଏନେଇ ଏକ ପୋଷ୍ଟର ଜାରି କରାଯାଇ ସୂଚନା…
ଡାକ୍ତରଖାନାରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା
ବିଶିଷ୍ଟ ଅଭିନେତା ଶତ୍ରୁଘ୍ନ ସିହ୍ନା ଗାଲିଚା ଉପରେ ପଡିଯିବା ପରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ କୋକିଳାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ସେ ଡାଇନିଂ ରୁମ୍ ସୋଫାରୁ ଉଠି ବାହାରକୁ ଆସୁଥିବା ବେଳେ ଗାଲିଚା ଉପରେ…
ଫିଲ୍ମ କଳ୍କି ୨୮୯୮ ଏଡି ଭାଙ୍ଗିଲା ରେକର୍ଡ
ଫିଲ୍ମ କଳ୍କି ୨୮୯୮ ଏଡି ସିନେମାହଲରେ ଧମାଲ କରୁଛି । ଏହି ଫିଲ୍ମର କ୍ରେଜ ପୂର୍ବରୁ ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ପ୍୭୍ୟନ୍ତ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ରିଲିଜ ପୂର୍ବଦିନ ମହାବମ୍ପର ଓପିନିଙ୍ଗ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ କରିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମଟି…
ନୂଆ ଘରେ ରଣବୀର-ଆଲିଆ
ମୁମ୍ବାଇର ବାନ୍ଦ୍ରାଠାରେ ଅଭିନେତା ରଣବୀର କପୁର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଆଲିଆ ଭଟ୍ଟଙ୍କର ୨୫୦ କୋଟି ଟଙ୍କାର ଏକ ଭବ୍ୟ ବଙ୍ଗଳାର ନିର୍ମାଣ କାର୍ଯ୍ୟ ଚାଲିଛି। ପତିପତ୍ନୀ ଘରର ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ପ୍ରାୟତଃ ଆସିଥାନ୍ତି। ମାତ୍ର ନିକଟରେ ପ୍ରଥମ ଥର ପାଇଁ ସେମାନଙ୍କ ସହ ଝିଅ…
ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା
ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା। ତାଙ୍କୁ ମୁମ୍ୱାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ୍ ଏମିତି କଣ ହେଲା ଯେ, ସେ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା। କହିବାକୁ ଗଲେ ଏବେ ନିକଟରେ ପାଞ୍ଚ ଦିନ ପୂର୍ବେ ଝିଅ ବାହାଘର…
ଅମ୍ବାନୀ ପରିବାରରେ ବାହାଘର ପାଇଁ ଜୋରସୋର ପ୍ରସ୍ତୁତି
ବିଶ୍ୱର ପ୍ରସିଦ୍ଧ ଉଦ୍ୟୋଗପତି ଭାବରେ ଜଣାଶୁଣା ଅମ୍ବାନୀ ପରିବାରରେ ଏବେ ଅନନ୍ତ ଅମ୍ବାନୀଙ୍କ ବାହାଘର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଗତ ଦିନରେ ନୀତା ଅମ୍ବାନୀ ଧର୍ମନଗରୀ କାଶୀରେ ବାବା କାଶୀ ବିଶ୍ୱନାଥ ଓ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନିଜ ପୁଅ ଅନନ୍ତ ଓ ବହୂ ରାଧିକାର ବିବାହ…
କର୍କଟ ରୋଗରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ
ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।
ହିନା ଲେଖିଛନ୍ତି, ‘‘ନିକଟରେ ଉଡ଼ୁଥିବା ଗୁଜବ ଉପରେ ମୁଁ ଆପଣମାନଙ୍କ ସହ କିଛି…
ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ
ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ ବାସୁ ଭଗନାନୀ। ୨୫୦କୋଟିର କ୍ଷତି ପରେ ବିକ୍ରି କଲେ ଅଫିସ । ଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାସୁ ଭଗନାନୀ।ଅକ୍ଷୟ କୁମାରଙ୍କ ଫିଲ୍ମ ବର୍ତ୍ତମାନ ଲଗାତାର…
ନୂଆ ଓଡ଼ିଆ ଫିଲ୍ମ ‘କର୍ମ’ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ
ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଫିଲ୍ମ ‘କର୍ମ’ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା ଜ୍ୟୋତି ମୋଟର୍ସ ପାଖ ସଙ୍କଟମୋଚନ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏହି ବିଗ୍…
ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ”କଳ୍କୀ ୨୮୯୮ ଏଡି”
ଆସିଛି ବହୁ ପ୍ରତିକ୍ଷିତ ସିନେମା କଳ୍କୀ ୨୮୯୮ ଏଡି। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ ସିନେମାର ପ୍ରଶଂସା ବଢ଼ିବାରେ ଲାଗିଛି।ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ…