Browsing Category

Entertainment

All entertainment related news will be uploaded here

ଚାମ୍ପିୟନ ସ୍କ୍ରିନିଂରେ ବିଦ୍ୟାବାଲାନ

କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଚନ୍ଦୁ ଚାମ୍ପିୟନ ଆଜି ସିନେମା ହଲରେ ରିଲିଜ ହେଉଛି । ଏହି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି, ଯେଉଁ ବହୁ ବଲିଉଡ ଷ୍ଟାର ସାମିଲ ହୋଇଥିଲେ । ଅରଶଦ ବାରସୀ, ରୁଚାଚଡ୍ଡା, ଶରବରୀ ବାଘ, ରାନିତ ରାୟ,…

ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କର ବଢିଲା ଅଡୁଆ, ଠକେଇ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ

ଗୋଲଡ଼ ସ୍କିମରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦେଶ ଦେଇଛି । କୁନ୍ଦ୍ରା ଦମ୍ପତିଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ ସତ୍ୟୁଗ…

‘କୁହୁଡ଼ି’ ଓ ‘ଚନ୍ଦ୍ରବଂଶୀ’ର ଟକ୍କର

ରଜକୁ ଆଖିରେ ରଖି ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ରଜ ପୂର୍ବରୁ ‘ଟିକେ ଟିକେ ଅଚିହ୍ନା ତୁ’ ଓ ‘ପାବାର୍‌’ ରିଲିଜ୍‌ ହୋଇଥିବା ବେଳେ ଶୁକ୍ରବାର ‘ଚନ୍ଦ୍ରବଂଶୀ’ ଓ ‘କୁହୁଡ଼ି’ ମୁକ୍ତିଲାଭ କରିବ। ଆସନ୍ତାକାଲି ହିନ୍ଦୀ ଫିଲ୍ମ ‘ଚନ୍ଦୁ ଚାମ୍ପିଅନ୍‌’ ମଧ୍ୟ ରିଲିଜ୍‌…

୨୩ ରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ସେମାନଙ୍କ ବିବାହ ତାରିଖ ନିଶ୍ଚିତ କରିଛନ୍ତି। ସେମାନଙ୍କ ବିବାହ ନିମନ୍ତ୍ରଣ ମଧ୍ୟ ଜାରି କରିଛନ୍ତି। ଦମ୍ପତି ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ। ସେମାନଙ୍କ ବିବାହ ଖବର ପ୍ରଥମେ ଇଣ୍ଡିଆ ଟୁଡେ ଦ୍ୱାରା ନିଶ୍ଚିତ…

ରିଲିଜ୍‌ ହେଲା ‘ପାବାର୍’

ପୁଣି ଥରେ ଓଡ଼ିଆ ସି‌ନେମାକୁ ଭଲ ପାଇବା ଅଜାଡ଼ି ଦେଉଛନ୍ତି ଦର୍ଶକ। ଓଡ଼ିଆ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ନୂଆ ଫିଲ୍ମ ‘ପାବାର୍‌’ର ପ୍ରିମିୟର୍‌ ସୋ’ର ଭିଡ଼ରୁ ଅନ୍ତତଃ ଏ ଆତ୍ମବିଶ୍ବାସ ମିଳିଛି। ବାବୁ ଓ ଅଭିନେତ୍ରୀ ଏଲିନାଙ୍କ ସମେତ ଅନ୍ୟ ଓଡ଼ିଆ ତାରକାଙ୍କର ଟିକେ ଝଲକ ପାଇବା ପାଇଁ ଆଜି…

ପରଦାକୁ ଆସିବ ଦେଶର ପ୍ରଥମ ମହିଳା IPS କିରଣ ବେଦୀ କାହାଣୀ

ଅପରାଧୀମାନେ ଦେଶରେ ପ୍ରଥମ ଆଇପିଏସ କିରଣ ଦେବୀଙ୍କୁ ଭୟ କରୁଥିଲେ । କୁହାଯାଏ ଯେ ତାଙ୍କ ବ୍ୟାଚରେ 80 ପୁରୁଷ ପୋଲିସ ଅଧିକାରୀଙ୍କ ମଧ୍ୟରେ ସେ ଏକମାତ୍ର ମହିଳା ଆଇପିଏସ  ଅଧିକାରୀ ଥିଲେ । ଯେତେବେଳେ କେହି ଜଣେ ତାଙ୍କ ଭଉଣୀଙ୍କୁ ଥଟ୍ଟା କରିଥିଲେ ସେ ବଜାରରେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ ।…

ଅଭିନେତାଙ୍କୁ ବାନ୍ଧିଲା ପୁଲିସ

ଅଭିନେତାଙ୍କୁ ବାନ୍ଧିଲା ପୁଲିସ। ହତ୍ୟା ଅଭିଯୋଗରେ ଗିରଫ ହେଲେ ଜଣାଶୁଣା ଅଭିନେତା। କନ୍ନଡ ଅଭିନେତା ଦର୍ଶନଙ୍କୁ ଉଠାଇ ନେଲା ପୁଲିସ। ରେଣୁକୁମାରସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ତାଙ୍କୁ ଆଜି ପୁଲିସ ଗରିଫ କରିଛି। ମୌସୁର ପୁଲିସ ଅଭିନେତା ଦର୍ଶନଙ୍କୁ ଗିରଫ କରି…

‘ପଞ୍ଚାୟତ ୩’

ବହୁ ପ୍ରତୀକ୍ଷିତ ୨୦୨୪ ମେ ମାସରେ ମୁକ୍ତିଲାଭ କରିଥି ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ଦର୍ଶକଙ୍କୁ ନିଜ ଅଭିନୟର ଜଲଓ୍ବା ଦେଖାଇ ସଫଳତା ପାଇଛନ୍ତି।…

ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି।ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ‘‘ସାହିତ୍ୟକୁ…

ଖୁବଶୀଘ୍ର ଜହିର ଇକବାଲଙ୍କ ହାତ ଧରିବେ ସୋନାକ୍ଷୀ

ଦୀର୍ଘ ଦିନ ଧରି ସୋନାକ୍ଷୀ ଜହିର ଇକବାଲଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଅଭିନେତ୍ରୀ ଜୁନ୍ ୨୩ରେ ମୁମ୍ବଇରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାପରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ ଯେ, ସୋନାକ୍ଷୀ…