Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Entertainment
All entertainment related news will be uploaded here
ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ
‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ର ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍ ପୋଷ୍ଟର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି ରହସ୍ୟମୟ-ହାସ୍ୟାରସ ଓ ହରର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବା ବେଳେ ଏହାର…
ହସ୍ପିଟାଲରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର
ନିଜର ଅଭିନୟ ଦ୍ୱାରା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଅସୁସ୍ଥତା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଆଦୌ ବି ଗ୍ରହଣୀୟ ନୁହେଁ। ହେଲେ ସୂତ୍ରରୁ ପ୍ରକାଶ ଯେ ଧର୍ମେନ୍ଦ୍ରଙ୍କୁ ମୁୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି…
ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍,୧୫ ବର୍ଷ ପରେ ବଡ଼ ପରଦାରେ ନଜର ଆସିବେ
ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍। ପ୍ରାୟ ୧୫ ବର୍ଷ ମନୋରଞ୍ଜନ ଶିଳ୍ପରେ କାମ କରିବା ପରେ ସେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କିସ୍ କିସ୍ କୋ ପ୍ୟାର୍ କରୁଁ ୨’ ଜରିଆରେ ସେ ବଲିଉଡରେ ପାଦ ଥାପିବେ। ଏହି ଫିଲ୍ମରେ ସେ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସହ…
ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା ରେ ରଖିଛି ପାକିସ୍ତାନ
ବଲିଉଡ୍ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ…
୧୪ ବର୍ଷ ପରେ ଅଲଗା ହେବ ଲୋକପ୍ରିୟ ଟେଲିଭିଜନ କପଲ ଜୟ ଭାନୁଶାଳୀ ଏବଂ ମାହି ଭିଜ
ଲୋକପ୍ରିୟ ଟେଲିଭିଜନ କପଲ ଜୟ ଭାନୁଶାଳୀ ଏବଂ ମାହି ଭିଜଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଅନେକ ରିପୋର୍ଟ ଦାବି କରୁଛି ଏବଂ ଗଣମାଧ୍ୟମ ଦ୍ରୁତ ଗତିରେ ପ୍ରସାରିତ ହେଉଛି ଯେ ଜୟ ଏବଂ ମାହିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏପରି ମଧ୍ୟ କୁହାଯାଉଛି ଯେ ଏହି ଦମ୍ପତି କିଛି ମାସ…
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’ର ବହୁ ପ୍ରତୀକ୍ଷିତ…
ଦକ୍ଷିଣ ସିନେମା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଥାମା ନିକଟରେ ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ, ଅଭିନେତ୍ରୀ ପୁଣି ଥରେ ବଡ଼ ପରଦାରେ ଚହଳ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ତାଙ୍କର ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଦି…
ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି। ୨୦୨୪ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନୁଭବ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ସୂର୍ଯ୍ୟମୟୀ।…
ପରଲୋକରେ ‘ଅବ୍ କି ବାର୍ ମୋଦୀ ସରକାର’ ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ
ପରଲୋକରେ 'ଅବ୍ କି ବାର୍ ମୋଦୀ ସରକାର' ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ। ଏହି ଖବର ଆସିବା ପରେ ଏବେ ଭାରତୀୟ ବିଜ୍ଞାପନ ଜଗତକୁ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ…
“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ବିଲ୍ ଗେଟ୍ସ
ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଲ୍ ଗେଟ୍ସ। କିଛିଦିନ ହେବ ବିଲ୍ ଗେଟ୍ସ ଛୋଟପରଦାରେ ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି।
ସ୍ମୃତି ଇରାନୀଙ୍କ ସୋ’…
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରଥମେ ଗାୟକ ଜୁବିନ୍ ଗର୍ଗ ଏବଂ ଏବେ ଋଷଭ ଟଣ୍ଡନ୍ । ୩୫ବର୍ଷ ବୟସରେ ଋଷଭଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ବେଳେ ବୁଧବାର ଅର୍ଥାତ୍…