Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ ଗିରଫ
ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ପୁଲିସ। କମିଶନରେଟ ପୁଲିସ ଅନ୍ତର୍ଗତ ବଡ଼ଗଡ଼ ଥାନା ପୁଲିସ ପାର୍ଥସାରଥୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ପାର୍ଥ ଏକ ମାମଲାରେ କୋର୍ଟଙ୍କ ନିୟମ ଖିଲାପ କରିଥିଲେ। ଯାହାଫଳରେ କୋର୍ଟ ତାଙ୍କ ବିରୋଧରେ ଜାମିନ…
‘ଛାୱା’କୁ ପରାସ୍ତ କଲେ ବୋଉ ବୁଟୁ ଭୂତ
ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ବୋଉ ବୁଟ୍ଟୁ ଭୁତ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି। ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି। ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି। ଏହି ଚଳଚ୍ଚିତ୍ରଟି ଭିକି କୌଶଳଙ୍କ 'ଛାୱା'କୁ…
ପରଦାକୁ ଆସିବ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’
ବୋଉ ବୁଟୁ ଭୂତ’ ପରେ ଓଲିଉଡ୍ର ଲୋକପ୍ରିୟ ନାୟକ ବାବୁସାନ୍ଙ୍କର ଆଗାମୀ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହା ଓଡ଼ିଆ ଛଡ଼ା ତେଲୁଗୁ, ତାମିଲ, ମଲୟାଲମ୍ ଓ କନ୍ନଡ଼ ଆଦି ଛ’ଟି ଭାଷାରେ ବି ରିଲିଜ୍ ହେବ। ଫିଲ୍ମର ଅବଶିଷ୍ଟ ଅଂଶର ସୁଟିଂ ଖୁବ୍ ଶୀଘ୍ର…
ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ନୂଆ ବଲିଉଡ ସିନେମା ମେଟ୍ରୋ ଇନ ଦିନୋ
ରିଲିଜ ହୋଇଛି ବଲିଉଡ ସିନେମା ମେଟ୍ରୋ ଇନ ଦିନୋ । ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଏହି ରୋମାନ୍ସ, ଫ୍ୟାମିଲି ଡ୍ରାମାର କାହାଣୀରେ ଆଦିତ୍ୟ ରୟ କପୁର, ସାରା ଅଲ୍ଲୀ ଖାନଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି । ରିଲିଜର ପ୍ରଥମ ଦିନରେ ଦର୍ଶକଙ୍କଠୁ ମିଶ୍ରତ ପ୍ରତିକ୍ରିୟା ମିଳୁଛି ।ଫିଲ୍ମ…
କ’ଣ କେବେ ଅଭିନୟ କରିବେ ରାଘବ ଚଢ଼ା? ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରିଣୀତି କହିଛନ୍ତି …
ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବୃତ୍ତି ଅଲଗା ଅଲଗା । ଜଣେ ରାଜନୀତିରେ ତ ଆଉ ଜଣେ ଅଭିନୟରେ । କିନ୍ତୁ ଦୁହଁଙ୍କ ବିବାହ ପରେ ଅନେକ ସମୟରେ ପରିଣୀତିଙ୍କୁ ପ୍ରଶଂସକ ପ୍ରଶ୍ନ ପଚାରୁଛନ୍ତି ରାଘବ କ’ଣ କେବେ ଅଭିନୟ କରିବେ ? ଏକଥା ଶୁଣି ହସି ଦିଅନ୍ତି ପରିଣୀତି । ଗଣମାଧ୍ୟମରେ ଏଭଳି ପ୍ରଶ୍ନର…
ଏହି ଔଷଧ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ କାରଣ ହୋଇପାରେ
ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ଜରିୱାଲା ଚର୍ମ ଚିକ୍କଣ ଦେଖାଯିବା ଓ ବୟସ କମ୍…
ଟାକ୍ସ ଫ୍ରି ହୋଇପାରେ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛିl ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl ରଜ ପରେବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ…
ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ପାଇଁ ପ୍ରମୋସନରୁ ବିଦା ହେଲେ ଅଭିନେତା ରାମ କପୁର
ଅଭିନେତା ରାମ କପୁରଙ୍କୁ ଏକ ପ୍ରମୋସନାଲ କାର୍ଯ୍ୟକ୍ରମରେ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ସୂଚନାଯୋଗ୍ୟ, ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ରାମ କପୁର କହିଥିବା କଥା ବିବାଦୀୟ ଥିବା…
ଆଜିକାଲି ମହିଳାମାନେ ସାମାନ୍ୟ ଘୁଙ୍ଗୁଡ଼ି ମାରିବା ପାଇଁ ବି ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି- ସୁପରଷ୍ଟାର ସଲମାନ…
ସୁପରଷ୍ଟାର ସଲମାନ ଖାନ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ର ସିଜିନ୍ ୩ର ପ୍ରଥମ ଏପିସୋଡ୍ରେ ନଜର ଆସିଥିଲେ। ସଲମାନ ସୁନୀଲ ଗ୍ରୋଭର, କିକୁ ଶାରଦା ଏବଂ କୃଷ୍ଣ ଅଭିଷେକଙ୍କ କମେଡିର ମଜା ନେବା ସହିତ କପିଲ୍ ଶର୍ମା, ନବଜୋତ ସିଂହ ସିଦ୍ଧୁ ଏବଂ ଅର୍ଚ୍ଚନା ପୁରନ୍ ସିଂହଙ୍କ ସହ ମନଖୋଲି କଥା…
୫୦ଟି ସିନେମାର ରେକର୍ଡ ଭାଙ୍ଗିଛି ‘ସିତାରେ ଜମିନ୍ ପର’
ଅମିର ଖାନଙ୍କ 'ସିତାରେ ଜମିନ୍ ପର' ବକ୍ସ ଅଫିସରେ ଚହଳ ପକାଇଛି। ଏହାର ଚାହିଦା ଆଶାଠାରୁ ଅଧିକ ରହିଥିବା କୁହାଯାଉଛି। ପ୍ରଥମ ଦିନରେ ଭଲ କଲେକ୍ସନ କରିବା ପରେ, ଦ୍ୱିତୀୟ ଏବଂ ତୃତୀୟ ଦିନରେ ଫିଲ୍ମର ହୋଇଥିବା ଆୟ ଚର୍ଚ୍ଚାରେ ରହିଛି। ଆର.ଏସ୍. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦…