Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ପାଇଛନ୍ତି ନକୁଳ ମେହେତା
‘ବଡ଼େ ଅଛେ ଲଗତେ ହେଁ’ର ଫେମ୍ ଅଭିନେତା ନକୁଳ ମେହେତା ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ପାଇଛନ୍ତି। ପତ୍ନୀ ଜାନକୀ ଅଗଷ୍ଟ ୧୫ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର ଖୁସି ଖବରକୁ ନକୁଳ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।
ପୋଷ୍ଟ ସହିତ ନକୁଳ ମେହେତା ତାଙ୍କ ନବଜାତ…
ରିଲିଜ୍ ହେବାର ତିନି ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି ‘ମହାବତାର ନରସିଂହ’
ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି।…
ଶୋଲେ’ ଫିଲ୍ମକୁ 50 ବର୍ଷ
ଶୋଲେ' ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୫୦ ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ, ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଅମଜଦ…
ସରିଲା ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ
ସରିଲା 'କ୍ରିକେଟର ଭଗବାନ' କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ। ୨୫ ବର୍ଷୀୟ ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହିତ ଶେଷ ହୋଇଛି। ଦୁହେଁ ବୁଧବାର ନିର୍ବନ୍ଧ କରିଥିବା ଜଣାଯାଇଛି। ସାନିଆ ହେଉଛନ୍ତି ପ୍ରସିଦ୍ଧ…
ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସମନ ଜାରି କଲେ କୋର୍ଟ
ସଲମାନ ଖାନଙ୍କ ରିଆଲିଟି ସୋ’ 'ବିଗ୍ ବସ୍ ଓଟିଟି ୩'ରେ ନଜର ଆସିଥିବା ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ବେଶ ଚର୍ଚ୍ଚାର ଅଛନ୍ତି।
ସମ୍ପ୍ରତି ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା…
‘କୁଲି’ ର ଟିକେଟ୍ ମୂଲ୍ୟ ୪,୫୦୦ଟଙ୍କା
ଏହି ସପ୍ତାହରେ ଦୁଇଟି ବଡ଼ ଫିଲ୍ମ 'କୁଲି' ଏବଂ 'ୱାର ୨' ପରସ୍ପର ସହିତ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଫିଲ୍ମରେ ବଡ଼ ବଡ଼ ସୁପରଷ୍ଟାର ଥିବା ବେଳେ ପ୍ରଶଂସକମାନେ ସେମାନଙ୍କର ଫିଲ୍ମର ରିଲିଜ୍କୁ ଅପେକ୍ଷା କରି ରହିଛନ୍ତି। ଗୋଟାଏ ପଟେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ…
‘ମହାବତାର ନରସିଂହ’ ଫିଲ୍ମ ଦେଖି ଭାବ ପ୍ରବଣ ହେଲେ ମୁସଲିମ ଦର୍ଶକ
ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ପରଠାରୁ ବକ୍ସ ଅଫିସରେ ଧମାଲ କରିଚାଲିଛି। ଫିଲ୍ମର ଆୟ ସାରା ବିଶ୍ୱରେ ପ୍ରାୟ ୨୦୦ କୋଟି ଟଙ୍କାରେ ପହଞ୍ଚିଛି। ହିନ୍ଦୁ ପୌରାଣିକ କାହାଣୀ ଉପରେ ଆଧାରିତ ଏହି ସିନେମାଟି ବିଭିନ୍ନ ଧର୍ମର ଦର୍ଶକଙ୍କ ହୃଦୟକୁ ଛୁଇଁଛି। କୌଣସି ପ୍ରଚାର ବିନା…
ଆଇନଜୀବୀ ଚରିତ୍ରରେ ପରଦାକୁ ଆସିବେ ଏଲିନା
ବାହାଘର ପରେ ଓଲିଉଡ୍ର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି। ‘ଚ୍ୟାଲେଞ୍ଜ୍’ ପରେ ତାଙ୍କର ପୁଣି ଏକ ଓଡ଼ିଆ ଛବି ଫ୍ଲୋର୍କୁ ଯାଉଛି। ‘ଉଦାହରଣ’ ଶୀର୍ଷକ ଏହି ଛବିରେ ତାଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ଏଲିନା ଜଣେ…
ପଞ୍ଚମ ଓଡ଼ିଶା କୁଇନ ର ବ୍ରାଣ୍ଡ ଆମ୍ବାସଡ଼ର ଅର୍ଚ୍ଚିତା
ଓଡ଼ିଶା କୁଇନ୍ କଲ୍ଚରାଲ୍ ଫେଷ୍ଟ ଇଭେଣ୍ଟ ଓ ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍ସ ଆୟୋଜିତ ପଞ୍ଚମ ‘ଓଡ଼ିଶା କୁଇନ୍’ର ଅଡିସନ୍ ଆଗାମୀ ୧୭ ତାରିଖରୁ ବ୍ରହ୍ମପୁରରୁ ଆରମ୍ଭ ହେଉଛି। ତା’ପରେ କଟକରେ ଅଡିସନ୍ ୨୪ ତାରିଖରେ ଓ ଭୁବନେଶ୍ବରରେ ଶେଷ ଅଡିସନ୍ ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ…
ଯିଏ ସଲମାନଙ୍କ ସହ କାମ କରିବ ସେ ମରିବ – ଲରେନ୍ସ ବିଷ୍ଣୋଇ
କାନାଡାର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। କିଏ ଓ କାହିଁକି ଏଭଳି…