Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’
ଓଲିଉଡ୍ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର। ହରିହର ମହାପାତ୍ର ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିବା ସହ…
ତିନି ବର୍ଷ ପରେ ପୁଣି ପରଦାକୁ ଫେରିଲେ ଅଭିନେତା ଅମୀର ଖାନ , ଆଜି ରିଲିଜ ହେବ ସୀତାରେ ଜମିନ୍ ପର
ଦୀର୍ଘ ଦିନର ବ୍ୟବଧାନ ପରେ ପରଦାରେ ଧମାଲ ମଚାଇବେ ମିଷ୍ଟର୍ ପର୍ଫେକ୍ସନିଷ୍ଟ୍। ପ୍ରାୟ ତିନି ବର୍ଷ ପରେ ପୁଣି ପରଦାକୁ ଫେରିଲେ ଅଭିନେତା ଅମୀର ଖାନ । ପୂର୍ବରୁ ୨୦୨୨ ରେ ତାଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ରିଲିଜ୍ ହୋଇଥିଲା ଯାହା ଫ୍ଲପ୍ ହୋଇଥିଲା । ବର୍ତ୍ତମାନ ସେ 'ସୀତାରେ ଜମିନ…
ପଞ୍ଚଭୂତ ରେ ଲିନ ହେଲେ ରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସଞ୍ଜୟ କପୁରଙ୍କ ମୃତ୍ୟୁର ୮ ଦିନ ପରେ ଆଜି ଅର୍ଥାତ୍ ଗୁରୁବାର ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ। ସଞ୍ଜୟ…
ପରଦାକୁ ଆସିବ ସୁଶାନ୍ତ ଓ ରିଆଙ୍କ ପ୍ରେମ କାହାଣୀ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍ ୨୦୨୦ ରେ ଏ ଦୁନିଆ ଛାଡି ଚାଲିଯାଇଥିଲେ। ତାଙ୍କ ଶୋଇବା ଘରୁ ତାଙ୍କର ମୃତଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ଦେହାନ୍ତଙ୍କୁ ୫ବର୍ଷ ବିତିଥିବା ବେଳେ ପ୍ରଶଂସକମାନେ ଏବେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି। ତେବେ…
ନିଜ ନାମରୁ ଆହୁଜା ହଟାଇଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା
ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ମଧ୍ୟରେ ସୁନୀତା ଆହୁଜା ଏବଂ ଗୋବିନ୍ଦା ଅନ୍ୟତମ। ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା…
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ଅଭିନେତ୍ରୀ ଦୀପିକା କକ୍କର
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ଅଭିନେତ୍ରୀ ଦୀପିକା କକ୍କର। ଦୀପିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି।
ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇ ଏକ ଲମ୍ବା ପୋଷ୍ଟ ସେୟାର…
ପରଲୋକରେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର
ପରଲୋକରେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର। ବ୍ରିଟେନରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ହୃଦଘାତ ପାଇଁ ୫୩ ବର୍ଷୀୟ ଏହି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବ୍ରିଟେନରେ ପୋଲୋ ଖେଳୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ବୋଲି…
ଦ୍ବିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରବାଜ ଖାନ୍
ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ ଖାନ୍ । ଦ୍ବିତୀୟ ଥର ବାପା ହେବେ ଅରବାଜ୍ । ଦ୍ବିତୀୟ ପତ୍ନୀ ଶୁରା ଖାନ୍ ଦେବାକୁ ଯାଉଛନ୍ତି ଖୁସି ଖବର । ଖାନ୍ ପରିବାରରେ ପୁଣି ଥରେ ଶୁଭିବ କୁଆଁ କୁଆଁ ଡାକ । ଗତ କିଛି ଦିନ ହେବ ଶୁରା ଖାନ୍ ମା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏବେ…
ଆରପାରିରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାର୍ଥୋ ଘୋଷ
ଭାରତୀୟ ସିନେମା ଜଗତର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ନିର୍ଦ୍ଦେଶକ ମୃତ୍ୟୁ ଖବରକୁ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତ ନିଶ୍ଚିତ କରିଛନ୍ତି। ଋତୁପର୍ଣ୍ଣା ସେନଗୁପ୍ତ ଏହି ଦୁଃଖଦ ଖବରକୁ ସେୟାର କରି ଲେଖିଛନ୍ତି, 'ମୋ ପାଖରେ କିଛି…
ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି,ଲିଭର ଜନିତ ରୋଗରେ ଆକ୍ରାନ୍ତ
‘ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ଏ…