Browsing Category

Education

All education-related news will be uploaded will be uploaded in this page

UPSC ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ରେ ୩୨୩ ଜଣ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ନିଯୁକ୍ତି ଦିଅଯିବ । ଏନେଇ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣସଂରକ୍ଷିତଙ୍କ ପାଇଁ ୧୩୨ଟି, ଆର୍ଥିକ ପଛୁଆ…

ପିଜିଟି ପଦ ପାଇଁ ନିଆଗଲା ୩ଟି ବଡ଼ ନିଷ୍ପତ୍ତି

୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୧୦୬ଟି ଅପଗ୍ରେଡେଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ ।…

ବିଏଚଇଏଲରେ ବାହାରିଛି ନିଯୁକ୍ତି

ସିନିୟର ଇଞ୍ଜିନିୟର, ଡେପୁଟି ଇଞ୍ଜିନିୟର, ସିନିୟର ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୩ ଟି ପଦବୀରେ ନିଯୁକ୍ତି କରାଯିବ । ଯୋଗ୍ୟ ତଥା ଆଗ୍ରହୀ…

NEET MDS 2024 ପରୀକ୍ଷା କେବେ ହେବ ?

ନ୍ୟସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ(NEET MDS) 2024 ପରୀକ୍ଷା ପାଇଁ ଆବେଦନ ତାରିଖକୁ ବୃଦ୍ଧି କରିଛି । ବର୍ତ୍ତମାନ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । କହିରଖୁଛୁ ମାର୍ଚ୍ଚ ୯ରେ ଉକ୍ତ ପରୀକ୍ଷା ପାଇଁ…

ନିଯୁକ୍ତି ପାରିବେ ୭୮୬ଜଣ ଅଧ୍ୟାପକ

ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେବ ଓ ତାହା ଏପ୍ରିଲ ୧୯ରେ ସମାପ୍ତ ହେବ । ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।ପ୍ରାର୍ଥୀଙ୍କୁ ୪୪,୯୦୦/- ରୁ…

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ

ପୁଣିଥରେ ହେବ ଇଂରାଜୀ ପରୀକ୍ଷା । ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ ହେବା ନେଇ ଜାଣିବାକୁ ମିଳିଛି । ହରିୟାଣା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନୁହ ଜିଲ୍ଲାର ପରୀକ୍ଷା କେନ୍ଦ୍ର ଉପରେ ରେଡ୍ କରି ୩୩ଟି କପି ମାମଲା ଧରିଛନ୍ତି । ସେହିପରି ୨ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପିଲାଙ୍କ…

ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ବଦଳିଲା

ଚଳିତ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେନେଇ ନିକଟରେ ଓଏସଏସସି ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ତେବେ ପରୀକ୍ଷାର ୩ ଦିନ ପୂର୍ବରୁ ଆସିଛି ଏକ ଜରୁରୀ ଖବର । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର…

ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ନିୟମ

ପରୀକ୍ଷା ଋତୁ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡ ପରୀକ୍ଷା ଚାଲିଛି । ତେବେ ଏହା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ନିୟମ । ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ନିଜ ଆନସର ଶିଟ୍ ନେଇ ଯିବେ । ୫ମ, ଅଷ୍ଟମ ଓ ୯ମ ଶ୍ରେଣୀ ପିଲାମାନେ…

ଆଇଆଇଟି ପକ୍ଷରୁ ନିଯୁକ୍ତି

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ସୁପରିଟେଣ୍ଡିଂ ଇଞ୍ଜିନିୟର, ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ଲେଗାଲ ଅଫିସର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର (ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ), ପ୍ରାଇଭେଟ ସେକ୍ରେଟାରୀ, ଶାରୀରିକ ପ୍ରଶିକ୍ଷଣ…

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ACF

ଓପିଏସସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ, ମାର୍ଚ୍ଚ ମାସ ୨୭ରୁ ଏପ୍ରିଲ ମାସ ୭ ତାରିଖ ପର୍ଯ୍ୟନ୍ତ ସହକାରୀ ବନ ସଂରକ୍ଷକ (ଏସିଏଫ), ଫରେଷ୍ଟ ରେଞ୍ଜର, ଗ୍ରୁପ-ଏ (ଜେବି) ଓ ଗ୍ରୁପ-ବି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ…