Browsing Category

Education

All education-related news will be uploaded will be uploaded in this page

ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ଶିକ୍ଷା ସପ୍ତାହ’

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆସନ୍ତା ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ‘ଶିକ୍ଷା ସପ୍ତାହ’ ପାଳନ କରାଯିବ । ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୩ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଏହା ପାଳନ କରାଯିବ । ଏନେଇ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକୁ ଓଡ଼ିଶା ରାଜ୍ୟ ସ୍କୁଲ କାର୍ଯ୍ୟକ୍ରମ ପ୍ରାଧିକରଣ…

ଯୁକ୍ତ୩ ନାମଲେଖା ପାଇଁ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ଛୁଟିଦିନ ବ୍ୟତୀତ ୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ। ଅଗଷ୍ଟ ୧ରେ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା…

୧୯ରେ ସିୟୁଇଟି-ୟୁଜି ପରୀକ୍ଷା

ଏନ୍‌ଟିଏ ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏନ୍‌ଟିଏ ନିକଟରେ ଅଭିଯୋଗ…

ସିୟୁଇଟି-ୟୁଜି ପୁନଃ ପରୀକ୍ଷା କେବେ ?

ସିୟୁଇଟି-ୟୁଜି ପୁନଃ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତାରିଖ ଘୋଷଣା କରିଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୯ରେ ସିୟୁଇଟି ୟୁଜି ପୁନଃ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏହି…

ପ୍ରିଲିମିନାରୀ ପରୀକ୍ଷା ପାସ୍ କଲେ ପ୍ରାର୍ଥୀଙ୍କୁ ମିଳିବ ଲକ୍ଷ ଟଙ୍କାର ସହାୟତା

ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ବାରମ୍ବାର ପରିଶ୍ରମ କରିବା ପରେ ବି ଏଥିରେ ଅସଫଳ ହୋଇଥାନ୍ତି । ତେବେ ଆପଣ ଯଦି ସିଭିଲ୍…

ଗେଟ ୨୦୨୫ ପରୀକ୍ଷା ତାରିଖ ଘୋଷଣା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ତାରିଖ ଘୋଷଣା କରାଯାଇଛି । ଶିଡ୍ୟୁଲ ଅନୁସାରେ ୨୦୨୫ର ଗେଟ ପରୀକ୍ଷା ଫେବୃଆରୀ ମାସର ୧, ୨, ୫ ଓ ୧୬ ତାରିଖରେ…

ବଦଳିବ କି NCERT ବହି ?

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ…

ନିଟ ୟୁଜି ପରୀକ୍ଷାର ବିବାଦ

ସୁପ୍ରିମକୋର୍ଟ ନିଟ ୟୁଜି ପରୀକ୍ଷା ବିବାଦ ମାମଲାର ଶୁଣାଣି କରିପାରନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ସମସ୍ତ ରିପୋର୍ଟ ଦେବାକୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ସତ୍ୟପାଠର ରିପୋର୍ଟ ଦାଖଲ କରିଛନ୍ତି ।ସରକାର…

ଓଡ଼ିଶାରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ

ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଏହି ବ୍ୟବସ୍ଥାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୨ଟି ଲେଖାଏଁ ସ୍କୁଲ ଖୋଲାଯିବ । ଏ ନେଇ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ରାଜ୍ୟ ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ…

ଜୁଲାଇ ୧୫ରେ ସିପିଇଟି ପରୀକ୍ଷା

ଆସନ୍ତା ୧୫ ତାରିଖ (ସୋମବାର) ଦିନ ସିପିଇଟି-୨୦୨୪ ଅନୁଷ୍ଠିତ ହେବ । ଏହି ପରୀକ୍ଷାର ବିଷୟ ଓ ଶିଟିଂରେ କୌଣସି ପରିବର୍ତ୍ତନ ହେବ ନାହିଁ । ଜୁଲାଇ ୮ ତାରିଖ ଦିନକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ଜୁଲାଇ ୭ ଓ ୮…